Movie prime

ନବ ପରି କାଳେ ମୋ ସହ ହୋଇଯିବ ଭାବି ଅନୁଭବ କାଳେ ଶନି ପୂଜା? ଦେଖନ୍ତୁ ପୂରା ଭିଡିଓ

 
Gsgs
ଆପଣମାନେ ଓଲିଉଡ଼ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତା ଅନୁଭବ ମହାନ୍ତି ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ।ସେ ତାଙ୍କ ଅଭିନୟ ମାଧ୍ୟମରେ ସମସ୍ତ ଓଡ଼ିଶାବାସୀଙ୍କ ହୃଦୟ ରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।ବର୍ତ୍ତମାନ ତାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଓଲିଉଡ଼ ଷ୍ଟାର୍ ଅନୁଭବ ମହାନ୍ତି ଙ୍କୁ ଘାରିଛି କି କାହାର ଭୟ?ଯେଉଁଥିପାଇଁ ସେ ରୁଦ୍ରାବିଶେକ କରିଛନ୍ତି।ଯେଉଁ ଈଷ୍ଠ କୁ ଅନୁଭବ ନାହାନ୍ତି ଖଣ୍ଡନ କରିବାକୁ ଚାହୁଁଛନ୍ତି।
ଅନୁଭବ ମହାନ୍ତି ପରିବାର ବିବାଦ ମାମଲା ଏବଂ ରାଜନୈତିକ ବିବାଦରେ ଛନ୍ଦି ହୋଇଛନ୍ତି।ସେହି ଷ୍ଟାର ଅନୁଭବ ଏବେ ରୁଦ୍ରାବିଶେକ କରିଛନ୍ତି। ମହା ଶିବରାତ୍ରି ରେ ଅନୁଭବ ରୁଦ୍ରାବିଶେକ କରିଛନ୍ତି। ବ୍ରାହ୍ମଣ ମାନେ ମନ୍ତ୍ର ପଢ଼ୁଛନ୍ତି।ଏବଂ ଅନୁଭବ ନାହାନ୍ତି ଆଖିକୁ ବନ୍ଦ କରି ବସିଛନ୍ତି।ରୁଦ୍ରାବିଶେକ କରିବାର କାରଣ କଣ ହେଇପାରେ ସମସ୍ତେ ପ୍ରଶ୍ନ ପଚାରି ଚାଲିଛନ୍ତି।କୁହାଯାଉଛି ଯେ ଅନୁଭବ ମହାନ୍ତି କାହାକୁ ଭୟ କରୁଛନ୍ତି କି।
ବର୍ତ୍ତମାନ ଅନୁଭବ ରାଜନୈତିକ ଓ ପାରିବାରିକ ବିବାଦ ମାମଲା ମଧ୍ୟରେ ବି ନିଜ ଫିଲ୍ମ୍ କ୍ୟାରିଅର କୁ ଛାଡ଼ି ନାହାଁନ୍ତି।ସେ ତାଙ୍କର ବନ୍ଧୁ ଜାଗୃତି ଶୁକ୍ଳା ଙ୍କ ଲିଖିତ ରାବଣ ଚରିତ୍ରରେ ହିରୋ ଭୂମିକାରେ ଅଭିନୟ କରିଛନ୍ତି।ଆଉ ସେ ରାବଣ ଚଳଚ୍ଚିତ୍ର ର ସଫଳତା ପାଇଁ ସେ ରୁଦ୍ରାବିଶେକ ଆୟୋଜନ କରିଛନ୍ତି।ରାବଣ ଚଳଚ୍ଚିତ୍ର କୁ ଦର୍ଶକ ମାନେ ସମସ୍ତେ ପସନ୍ଦ କରିବେ।ଏବଂ ଭଲ ରୋଜଗାର ମଧ୍ୟ ହେବ।ଏହି ସବୁ ଆଶା କରି ଅନୁଭବ ରୁଦ୍ରାବିଶେକ କରିଛନ୍ତି।
ଏହି ରୁଦ୍ରାବିଶେକ ସେ ତାଙ୍କର ଦିଲ୍ଲୀ ସ୍ଥିତ ବାସ ଭବନରେ କରିଥାଇ ପାରନ୍ତି ବୋଲି ସୂଚନା ମିଳିଛି।ଅନୁଭବ ହେଉଛନ୍ତି ଜଣେ ବହୁତ ଭଲ କଳାକାର।ତାଙ୍କର ଭଲ ଅଭିନୟ ପାଇଁ ଚଳଚ୍ଚିତ୍ର ହିଟ୍ ହୋଇଥାଏ।ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକ ମାନେ ଅନେକ ପ୍ରଶ୍ନ ଏହା ଦେଖି ପଚାରିଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.