Movie prime

ଶେଷରେ ନାବାଳିକା ସହ ବ-ଳା-ତ୍କା-ର ଅର୍ଦ୍ଧ ନଗ୍ନ ଅବସ୍ଥାରେ ବୁଲି ବୁଲି ମାଗିଲେ ସହାୟତା ହେଲେ.....

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ଏବେ ଏହି ଭିଡିଓ ଦେଖିଲେ ଏଭଳି କିଛି ଖବର ଜାଣିପାରିବେ ଯାହା ଆପଣଙ୍କ ମନରେ ଅନେକ କଥା ଆଣିବ । ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ଆପଣମାନେ ପାଇପାରିବେ ଯାହା ଆପଣଙ୍କ ମନରେ ଅନେକ କଥା ଆଣିବ । ଏହି ଭିଡିଓ ଏବେ ଦେଖିବାକୁ ମିଳୁଛି । 
ଆଜିକାଲି ଦୁନିଆରେ ଲୋକମାନେ ଏତେ ତଳକୁ ଖସି ଯାଉଛନ୍ତି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକା ଯୁଗର ଲୋକମାନେ ଏଭଳି ସବୁ ନିନ୍ଦନୀୟ କାମ କରୁଛନ୍ତି ଯାହା ଏହି ସମାଜ ପାଇଁ କଳଙ୍କ ଅଟେ । ସମାଜରେ ଏଭଳି ଲୋକ ରହିବା ଉଚିତ୍ ନୁହେଁ ।
Special report
ଲୋକମାନେ ନିଜ କାମନାରେ ଏଭଳି ଅନ୍ଧ ହୋଇ ଯାଉଛନ୍ତି ଯେ ସେମାନେ ନାବାଳିକାକୁ ମଧ୍ୟ ଛାଡ଼ୁ ନାହାଁନ୍ତି । ଏହି ବ୍ୟକ୍ତି ଜଣକ ଜଣେ ୧୨ ବର୍ଷର ନାବାଳିକା ସହିତ ଦୁ-ଷ୍କ-ର୍ମ କରିଛନ୍ତି । ଆଉ ଏହି ଘଟଣା ଘଟିବା ପରେ ଅର୍ଦ୍ଧ ନଗ୍ନ ଅବସ୍ଥାରେ ପୀଡ଼ିତା ରାସ୍ତାରେ ବୁଲିଲା ।
ଏହି ନାବାଳିକା ଜଣକ ସହାୟତା ପାଇଁ ବୁଲୁଥିଲା କିନ୍ତୁ ଲୋକମାନେ ତାକୁ ସାହାଯ୍ୟ କରିବା ବଦଳରେ ତାଠାରୁ ଦୂରେଇ ଯାଉଥିଲେ । ଏହି ଘଟଣା ଘଟିଛି ମଧ୍ୟପ୍ରଦେଶ ରାଜ୍ୟରେ । ଏହି ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି ।
Special report
ମଧ୍ୟପ୍ରଦେଶ ରାଜ୍ୟର ଉଜ୍ଜୟିନୀ ଠାରୁ ୧୫ କିଲୋମିଟର ଦୂର ବାଦନଗର ରୋଡ଼ରେ ଏହି ୧୨ ବର୍ଷର ନାବାଳିକା ଦୁ-ଷ୍କ-ର୍ମର ଶିକାର ହୋଇଛନ୍ତି । ପୀଡ଼ିତାଙ୍କର ରକ୍ତସ୍ରାବ ହେଉଥିବା ବେଳେ ସେ ଘର ଘର ବୁଲି ସହାୟତା ମାଗିଥିଲେ । ତାଙ୍କୁ କେହିବି ସାହାଯ୍ୟ କରିନଥିଲେ । ଶେଷରେ ସେ ଏକ ଆଶ୍ରମରେ ପହଞ୍ଚିଥିଲେ । 
ଆଉ ଆଶ୍ରମର ବାବା ତାଙ୍କୁ ଏକ ଗାମୁଛାରେ ଆବରଣ କରିବା ସହ ତାଙ୍କୁ ରକ୍ଷା କରି ମେଡ଼ିକାଲକୁ ନେଇଥିଲେ । ଆଉ ମେଡ଼ିକାଲରେ ପରୀକ୍ଷା କରିବା ପରେ ଏହି ନାବାଳିକା ଜଣଙ୍କ ସହ ଦୁଷ୍କର୍ମ ହୋଇଛି ବୋଲି ଜଣାପଡିଛି । ପୋଲିସ ଏବେ ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ କରୁଛି ।
ଏହି ଘଟଣା ସତରେ ବହୁତ ହୃଦୟ ବିଦାରକ ଅଟେ । ଏହି ଘଟଣାରେ ଅଭିଯୁକ୍ତମାନଙ୍କୁ ଏବେ ପୋଲିସ ଖୋଜୁଛି । ଆଉ ଏଭଳି ଅନେକ ଘଟଣା ମଧ୍ୟପ୍ରଦେଶ ରାଜ୍ୟରେ ଘଟି ଚାଲିଛି । ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି ।