Movie prime

ନବମ ଶ୍ରେଣୀ ଛାତ୍ରୀ କୁ ଏକୁଟିଆ ପାଇ ତା ସହ ଏମିତି କିଛି କାଣ୍ଡ କରିଦେଲେ ଯୁବକ ଗୋଷ୍ଟି...

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ସୋସିଆଲ ମିଡ଼ିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ନେଇ ଆପଣ ମାନେ ନିଶ୍ଚିତ ଭାବରେ ଏହା ଚିନ୍ତା କରିବେ କି ଆମ ସମାଜ ଦିନକୁ ଦିନ କେଉଁ ଆଡ଼କୁ ଯିବାକୁ ଲାଗିଲାଣି।
Special report
ବର୍ତ୍ତମାନର ଯୁବପିଢୀ ମାନେ କିଭଳି ଭାବରେ ଖରାପ୍ ଦିଗକୁ ଗତି କରିବାରେ ଲାଗିଛନ୍ତି। ଆଜ୍ଞା ହଁ ଜଣେ ଯୁବକ ଦଶମ ଶ୍ରେଣୀରେ ପଢ଼ୁଥିବା ବେଳେ ସେ ନବମ ଶ୍ରେଣୀର ଛାତ୍ରୀ କୁ ଭଲ ପାଉଛନ୍ତି।
କାଳେ କିଏ ତାଙ୍କୁ ବାହା ହେବା ପାଇଁ ମନା କରିଦେବ ସେଥିପାଇଁ ସେ ଲୁଚି ଲୁଚି ମନ୍ଦିରରେ ମଧ୍ୟ ବାହା ହୋଇଗଲେ। ସେଠାରେ ନା କେହି ବ୍ରାହ୍ମଣ ଥିଲେ ନା ସେଠାରେ କୌଣସି ପ୍ରକାରର ବେଦୀ ବନ୍ଧା ହୋଇଥିଲା।
କେବଳ ହାତରେ ଫୁଲମାଳ ଓ ମଥାରେ ସିନ୍ଦୂର ଲଗାଇ ଦୁହେଁ ବିବାହ କରୁଥିଲେ। ହେଲେ କେମିତି କେଜାଣି ଏହି ସମସ୍ତ କଥା ଘର ଲୋକେ ଜାଣି ଦେଇଥିଲେ। ଆଉ ସେହି ମନ୍ଦିରରେ ପହଞ୍ଚି ଏମିତି କିଛି କରିଥିଲେ।
Special report
ଆଉ ଏଭଳି କିଛି କରିଥିଲେ ଯାହା ଆପଣ ନିଜେ ନଦେଖିଲେ ମଧ୍ୟ ବିଶ୍ଵାସ କରି ପାରିବେ ନାହିଁ। ସ୍କୁଲ୍ ର ଏହି ଦୁଇ ଛାତ୍ରଛାତ୍ରୀ ମନ୍ଦିରରେ ଆସି ପ୍ରେମ ବିବାହ କରୁଛନ୍ତି।
ଏପଟେ ଘର ଲୋକେ ସ୍କୁଲ୍ କୁ ପାଠ ପଢ଼ାଇବା ପାଇଁ ପଠାଉ ଥିବା ବେଳେ ସେହି ଛାତ୍ର ଛାତ୍ରୀ କିନ୍ତୁ ପାଠ ବଦଳରେ ପ୍ରେମ ଲୀଳାରେ ଫସି ଯାଇଥିଲେ। ଦୁହେଁ ବିବାହ କରୁଥିବା ସମୟରେ ନବମ ଶ୍ରେଣୀର ଛାତ୍ରୀର ପରିବାର ଲୋକେ ସବୁ ସତ ଜାଣି ଯାଇଥିଲେ।
ସେହି ମନ୍ଦିରକୁ ଆସି ଉଭୟଙ୍କୁ ମାଡ଼ ମାରି ଘରକୁ ନେଇଥିବା ଦେଖିବାକୁ ମିଳିଥିଲା। ଏହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି।
ଲୋକମାନେ ଏହି ଭିଡିଓ ଦେଖିବା ପରେ ଏହି ପିଲା ମାନଙ୍କ କାର୍ଯ୍ୟକଳାପ କୁ ଖୁବ୍ ନିନ୍ଦା ମଧ୍ଯ କରିଛନ୍ତି। ତେବେ ଏହି ଭିଡିଓ ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.