Movie prime

ଛାତ୍ରୀ ଙ୍କୁ ଦେଖି ଅସମ୍ଭାଳ ହେଲେ ଶିକ୍ଷକ, ନାଚି ଧୂଳି ଉଡେଇ ଦେଲେ...

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଏବେ ଭାଇରାଲ୍ ହେଉଥିବା " ରସିଆ ପିଲା ଧୂଳିଆ ଜନ୍ଦା "ଗୀତ ନିଶ୍ଚିତ ଭାବରେ ଶୁଣିବାକୁ ପାଇଥିବେ। ହେଲେ ଏହି ଗୀତକୁ ଆପଣଙ୍କୁ ଆମେ ନୂଆ ରୂପରେ ଦେଖାଇବାକୁ ଯାଉଛୁ।
Special report
ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ କି ଏହି ଭିଡିଓର ନୂଆ ଅପଡେଟ ରୂପ ବର୍ତ୍ତମାନ୍ ଦେଖିବାକୁ ମିଳିଛି। ଷ୍ଟେଜ ଉପରେ ସୁନ୍ଦରୀ ଯୁବତୀ ମାନେ ଡାନ୍ସ କରୁଛନ୍ତି।
ସେତିକି ବେଳେ ହିଁ ନିଜକୁ ସମ୍ଭାଳି ନପାରି ଷ୍ଟେଜ ଉପରେ ଚଢ଼ି ଯାଉଛନ୍ତି ଦୁଇ ଦୁଇଜଣ ଅଧ୍ୟାପକ। ଅଧ୍ୟାପକ ମାନେ ଷ୍ଟେଜ ଉପରେ ଚଢ଼ି ଯାଇ ଡାନ୍ସ କରୁଛନ୍ତି। ନିଜକୁ ଅଟକାଇ ନପାରି ସେ ଛାତ୍ର ଛାତ୍ରୀ ମାନଙ୍କ ସାମ୍ନାରେ ଅଣ୍ଟା କୁ ହଲାଇ ଡାନ୍ସ କରିବାକୁ ଲାଗିଲେ।
କଲେଜ୍ ପଢୁଆ ଯୁବତୀ ମାନେ ସେହି ଷ୍ଟେଜ ଉପରେ ଥିବା ବେଳେ ଶିକ୍ଷକ ମାନେ ଆଉ ନିଜକୁ ଆୟତରେ ରଖି ପାରି ନଥିଲେ। ସେମାନଙ୍କ ସାଙ୍ଗରେ ଡାନ୍ସ କରିବାକୁ ଆରମ୍ଭ କରିଦେଲେ।
Special report
ଏହି ଘଟଣା ଗଞ୍ଜାମ ଜିଲ୍ଲା, ଶେରଗଡ଼ ବ୍ଲକ୍ ରେ ଥିବା ଶେରଗଡ଼ ମହାବିଦ୍ୟାଳୟରେ ଦେଖିବାକୁ ମିଳିଛି। ଅଧ୍ୟାପକ ଙ୍କ ଏହି ଅଣ୍ଟା ହଲା ଡାନ୍ସ ପାଇଁ ଏବେ ସାରା ଅଞ୍ଚଳରେ ଖୁବ୍ ଜୋରେ ଚର୍ଚ୍ଚା ହେବାରେ ଲାଗିଛି।
କଲେଜ୍ ରେ ଫଂକ୍ସନ ଚାଲିଥିବା ବେଳେ ଛାତ୍ରୀ ଙ୍କ ନାଚ ଦେଖି ଆଉ ନିଜକୁ ଅଟକାଇ ପାରି ନଥିଲେ ଏହି ଅଧ୍ୟାପକ। ଶେଷରେ ନିଜର ବୟସ ଓ ସମ୍ମାନ ସବୁ କିଛି ଭୂଲି ଯାଇଥିଲେ। ଏବଂ ଧୂଳିଆ ଜନ୍ଦା ଗୀତରେ ନାଚିବାକୁ ଲାଗିଲେ।
ତାଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ୍ ହେବା ସହ ଗୋଟେ ଫୋନ ରୁ ଆଉ ଏକ ଫୋନ କୁ ଘୁରି ବୁଲୁଛି। ଏହି ନାଚ ଦେଖିବା ପରେ ଲୋକ ମାନେ ମଧ୍ୟାପକ ମାନଙ୍କ ଏଭଳି ବ୍ଯବହାର ପାଇଁ ନିଜ ନିଜର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି।
ଯାହା ସମ୍ପର୍କରେ ଏବେ ଖୁବ ଚର୍ଚ୍ଚା ହେଉଛି । ତେବେ ଏହି ଭିଡିଓ ଦେଖି ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.