Movie prime

ନାଗ ସାପକୁ ଗିଳି ପକାଇଲା ବିଶାଳ ଅହିରାଜ ଦେଖନ୍ତୁ ତା ପରେ କଣ ହେଲା ଦୃଶ୍ୟ ଦେଖିବାକୁ ଲୋକଙ୍କ ଭିଡ଼

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଜଣେ ବ୍ୟକ୍ତିଙ୍କ ଘରୁ ବିଶାଳ ଅହିରାଜ ସାପ ଉଦ୍ଧାର ହୋଇଛି। ୧୨ ଫୁଟର ଅହିରାଜ ସାପକୁ ଉଦ୍ଧାର କରିଛନ୍ତି ସ୍ନେକ ଲାଇଫ୍ ଲାଇନର ସଦସ୍ୟ।
Special report
ଉଦଳା ବନାଂଚଳ ଅଧିନ ବଡଖମଣ ଗ୍ରାମର ହମବିର ମୁର୍ମୁଙ୍କ ଘର ଭିତରେ ଏକ ଅହିରାଜ ସାପ ପଶିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ। ଅହିରାଜ ସାପଟି ଘର ଭିତରେ ଚାଳ ନିକଟରେ ଏକ ସ୍ଥାନରେ ଲୁଚି ରହିଥିବା ପରିବାର ଲୋକେ ଦେଖିବା ଥିଲେ। 
ପରେ ଏନେଇ ସ୍ନେକ ଲାଇଫ୍ ଲାଇନର ସଦସ୍ୟଙ୍କୁ ଖବର ଦେଇଥିଲେ। ତେବେ ବନ୍ଧୁଗଣ ସୂଚନା ଅନୁଯାୟୀ, ଉଦଳା ବନାଞ୍ଚଳ ଅଧୀନ ବଡ଼ଖମଣ ଗ୍ରାମର ମୋହନ ମୁର୍ମୁଙ୍କ ଘର ଭିତରେ ଏହି ଅହିରାଜ ସାପଟି ପଶିଥିବା ଲୋକ ଦେଖିବାକୁ ପାଇଥିଲେ।
Special report
ଅହିରାଜ ସାପ ଟି ଘର ଭିତରେ ଚାଳ ନିକଟରେ ଏକ ସ୍ଥାନରେ ଲୁଚି ରହିଥିବା ପରିବାର ଲୋକ ଦେଖିଥିଲେ। ଏହାପରେ ସ୍ନେକ ହେଲ୍ପ ଲାଇନ ସଦସ୍ୟଙ୍କୁ ଖବର ଦେଇଥିଲେ। 
ଖବର ପାଇବା ପରେ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ଅଭିଜିତ ବେହେରା, ଅଭିଜିତ ବିଶ୍ଵାଳ, ରମିତ୍ ବିଶ୍ବାଳ ଓ ଅଭିନନ୍ଦନ ଦଣ୍ଡପଟେଲ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ଘର ଭିତରୁ ଉଦ୍ଧାର କରିଥିଲେ।
Special report
ତେବେ ସାପଟି ଘର ଉପରେ ପଡ଼ିଥିବା ଏକ ପଟାରେ ରହୁଥିଲା। ଏହାପରେ ସାପ ଟିକୁ ସେଠାରୁ ବାହାର କରି ଉଦ୍ଧାର କରାଯାଇଥିଲା। ତେବେ ବନ୍ଧୁଗଣ ସାପଟି ଅହିରାଜ ସାପ ହୋଇଥିବା ବେଳେ ତାହାର ଲମ୍ବ ୧୨ ଫୁଟ ବୋଲି ଜଣାପଡ଼ିଛି। 
ତେବେ ଉଦ୍ଧାର ସାପ ଟିକୁ ଅକ୍ଷତ ଅବସ୍ଥାରେ ଶିମିଳିପାଳ ଜଙ୍ଗଲ ନିକଟରେ ଛାଡ଼ି ଦିଆଯାଇଛି। ତେବେ ଅନ୍ୟପଟେ ଏହି ଅହିରାଜ ସାପ ଟି ୬ ଫୁଟ ଲମ୍ବର ଏକ ବିଷାକ୍ତ ନାଗ ସାପଟିକୁ ମଧ୍ୟ ଗିଳି ପକାଇଥିବା ଦେଖିବାକୁ ମିଳିଥିଲା।
ଅହିରାଜ ସାପ ଟି ବିଷାକ୍ତ ନାଗ ସାପଟିକୁ ଧିରେ ଧିରେ କରି ପୁରା ଗିଳି ଦେଇଥିଲା। ତେବେ ବନ୍ଧୁଗଣ ମୋହନ ମୁର୍ମୁ ଆଉ ସ୍ଥାନୀୟ ବାସିନ୍ଦା ଏହା ଦେଖି ହତବାଗ ହେବା ସହ ଧନ୍ୟବାଦ୍ ଦେଇଛନ୍ତି ସ୍ନେକ୍ ହେଲ୍ପଲାଇନ ସଦସ୍ୟଙ୍କୁ। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଖବରଟି ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.