Movie prime

କଣହେଲା ଯେତେବେଳେ ଏକାଠି ହେଲେ ସାପ ଆଉ ନେଉଳ ଦେଖନ୍ତୁ ସୋସିଆଲ ମିଡିଆରେ VIRAl ହେଲା ଭିଡିଓ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସାପ ଓ ନେଉଳ ଭିତରେ ଥିବା ଶତୃତା କଥା ସମସ୍ତେ ଜାଣନ୍ତି। ଯେତେବେଳେ ଏହି ଦୁଇ ମହା ଶତୃ ପରସ୍ପରର ମୁହାଁମୁହିଁ ହୁଅନ୍ତି ସେତେବେଳେ ଘମାଘୋଟ ଲଢ଼େଇ ହୋଇଥାଏ।
ସାପ ଓ ନେଉଳ ଭିତରେ ହେଉଥିବା ଲଢ଼େଇ ପ୍ରାଣୀ ଜଗତରେ ଏକ ସାଧାରଣ କଥା। ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଗୋଟିଏ ସାପ ଓ ଗୋଟିଏ ନେଉଳ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳୁଛି।
Special Report
ତେବେ ବନ୍ଧୁଗଣ ନେଉଳ ଆଉ ସାପ ଶତ୍ରୁତା ବିଷୟରେ ଆପଣମାନେ ନିଶ୍ଚିତ ଶୁଣିଥିବେ। ତେବେ ଅନେକ ଥର ଏମିତି କିଛି ଭିଡିଓ ମଧ୍ୟ ଦେଖିଥିବେ। ଯେଉଁଥିରେ ସାପ ଓ ନେଉଳ ଲଢୁଥିବା ନଜର ଆସିଥିବେ।
ସାଧାରଣତଃ ନେଉଳ ବହୁତ ଫୂର୍ତ୍ତି ଏବଂ ସାହାସୀ ଜନ୍ତୁ। କୌଣସି ସାପକୁ ମଧ୍ୟ ଡରେ ନାହିଁ ବରଂ ଯେତେ ବିଷଧର ସାପ ହେଉ ନା କାହିଁକି ନେଉଳକୁ ଦେଖି ଭୟଭୀତ ହୋଇଯାଏ। 
Special Report
ଅନେକ ଥର ନେଉଳ ନିଜ ଦାନ୍ତରେ ସାପକୁ କାଟି ଖଣ୍ଡ ଖଣ୍ଡ କରିଦିଏ। ବର୍ତ୍ତମାନ ସୋସିଆଲ ମିଡିଆରେ ସାପ ଏବଂ ନେଉଳର ଭିଡିଓ ଖୁବ୍ ଭାଇରାଲ ହେଉଛି। ଭିଡିଓ ରେ ଆପଣ ମାନେ ଦେଖି ପାରୁଥିବେ ଯେ ପ୍ରଥମେ ସାପଟି ନେଉଳକୁ ଆ-କ୍ର-ମ-ଣ କରୁଛି।
ତାର ପାଲଟା ଜବାବ୍ ରେ ନେଉଳ ମଧ୍ୟ ତାକୁ ଆ-କ୍ର-ମ-ଣ କରିବା ଆରମ୍ଭ କରିଦେଉଛି। ପ୍ରଥମେ ନେଉଳଟି ସାପର ଲାଞ୍ଜକୁ ଆ-କ୍ର-ମ-ଣ କରୁଛି, ଆଉ ତା ପରେ ମୁହଁରେ ଆ-କ୍ର-ମ-ଣ କରୁଛି। 
Special Report
ଏହାପରେ ସାପଟି ଲଢେଇ ଛାଡି ଜୀବନ ବଞ୍ଚାଇବା ପାଇଁ ଚାଲିଯିବାକୁ ଚେଷ୍ଟା କରୁଛି। କିନ୍ତୁ ନେଉଳଟି ତାକୁ ଛାଡିବା ପାଇଁ ଆଦୌ ଦେଉ ନାହିଁ। ନେଉଳ ଡେଇଁ ଡେଇଁ ନାଗ ସାପ ଟିର ମୁଣ୍ଡ କୁ ଆକ୍ରମଣ କରିବାକୁ ଲାଗିଥିଲା।
ମାତ୍ର ନାଗ ସାପଟି ମଧ୍ୟ ଚୋଟ ଉପରେ ଚୋଟ ମାରିବାରେ ଲାଗିଥିଲା। କେହି କାହାକୁ ଛାଡିବାକୁ ନାରାଜ। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।