Movie prime

ଶାରୀରିକ କାମ ଶେଷ ପରେ ନିଜ ପ୍ରେମିକ କୁ ସାପୁଆ କେଳା ଲଗେଇ ମାରିଦେଲା ପ୍ରେମିକା, ପରେ କହିଲା ସେ ମତେ ଖୁସି କରି ପାରିଲାନି ବୋଲି ଶେଷ କରିଦେଲି

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ଆମ ସମାଜରେ କିଭଳି ଘଟଣା ମାନ ଘଟୁଛି। ଦିନକୁ ଦିନ ଏଭଳି ଘଟଣା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି।
Special report
ଆଉ ସୋସିଆଲ ମିଡ଼ିଆ ପାଇଁ ଏବେ ଅନେକ ତଥ୍ଯ ମଧ୍ୟ ଖୁବ୍ ସହଜରେ ଭାଇରାଲ୍ ହେବାରେ ଲାଗିଛି। ଏବେ ମଧ୍ୟ ଅଜବ ଘଟଣା ଘଟି ଯାଇଛି। ଆଜ୍ଞା ହଁ ଜଣେ ପ୍ରେମିକା ଏକ ସାପୁଆ କେଳା କୁ ଲଗାଇ ତାଙ୍କର ପ୍ରେମିକ କୁ ମାରି ଦେଇଛନ୍ତି।
ଏଭଳି ଏକ ଘଟଣା ଘଟି ଯାଇଛି ଉତ୍ତର ପ୍ରଦେଶ ରେ। ଏଠାରେ ଥିବା ଜଣେ ଯୁବତୀ ଯାହାଙ୍କ ନାମ ହେଉଛି ଡଲି ତାଙ୍କର ଅଙ୍କିତ ଙ୍କ ସହ ପ୍ରେମ ସଂପର୍କ ଗଢ଼ି ଉଠିଥିଲା।
Special report
ମାତ୍ର ତାଙ୍କର ସମ୍ପର୍କର କିଛି ଦିନ ପରେ ହିଁ ସେ ଅନ୍ୟ ଏକ ଯୁବକ ମହେଶ ଙ୍କ ପ୍ରତି ଆକର୍ଷିତ ହେବାକୁ ଲାଗିଲେ। ଏବଂ ସେ ଅଙ୍କିତ ଙ୍କୁ ତାଙ୍କ ରାସ୍ତା ରୁ ହଟାଇବାକୁ ଚାହିଁଲେ। ଅନେକ ଦିନ ଧରି ସେ ଅଙ୍କିତ କୁ ବ୍ଲାକ ମେଲ କରି ଅଙ୍କିତ ନିକଟରୁ ଅନେକ ପଇସା ଲୁଟି ଚାଲିଲେ।
ମାତ୍ର ଯେତେବେଳେ ଅଙ୍କିତ ଙ୍କୁ ତାଙ୍କୁ ଛାଡ଼ିବା ପାଇଁ କହିଥିଲେ ସେତେବେଳେ ଅଙ୍କିତ ତାଙ୍କୁ ସଂପୂର୍ଣ୍ଣ ଭାବରେ ମନା କରି ଦେଇଥିଲେ। ଯାହା ଫଳରେ କି ଅଙ୍କିତ କୁ ସେ ମାରିବା ପାଇଁ ଯୋଜନା ମଧ୍ୟ କରିଥିଲେ।
Special report
ଏହାପରେ ସେ ଏକ ସାପୁଆ କେଳା ସହ ଯୋଗା ଯୋଗ କରିଥିଲେ। ଆଉ ସାପୁଆ କେଳା ସହ ମିଶି ନିଜ ପ୍ରେମିକ କୁ ମାରି ଦେଇଥିଲେ। ପୋଲିସ ଅଙ୍କିତ ର ମୃ-ତ ଦେହ କୁ କାର ଭିତରୁ ହିଁ ଜବତ କରିଥିଲା।
କାର ଭିତରେ ଅଙ୍କିତ ଙ୍କ ଗୋଡ଼ ରେ ଥିବା ସାପ କାମୁଡିବା ଦାଗ ଉପରେ ପୋଲିସ ର ନଜର ଥିଲା। ଏହାପରେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରି ଦେଇଥିଲା। ଆଉ ଜଣା ପଡ଼ିଥିଲା କି ଏହି ଘଟଣାରେ ପାଞ୍ଚ ଜଣ ସାମିଲ୍ ଥିଲେ।
Special report
ଡଲି ଓ ସେ କେଳା ଗିରଫ ଥିବା ବେଳେ ଅନ୍ୟ ତିନି ଜଣ ବର୍ତ୍ତମାନ ପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ସେମାନଙ୍କୁ ଏବେ ମଧ୍ୟ ଖୋଜା ଚାଲିଛି। ତେବେ ଏହି ଘଟଣା ପ୍ରତି ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.