ନିଜ ପୁଅ ମାନଙ୍କ ବିଷୟରେ କିଛି ଏମିତି ମତାମତ ଦେଲେ ବରିଷ୍ଟ କଂଗ୍ରେସ ନେତା ସୁର ରାଉତରାୟ
Feb 21, 2024, 22:32 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ରାଜନୀତିକୁ ନେଇ ଅନେକ ଖବର ଏବେ ଆସୁଛି ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।
ଏବେ ରାଜନୀତିକୁ ନେଇ କିଛି ଖବର ଆସିଛି । କଂଗ୍ରେସ ନେତା ସୁର ରାଉତରାୟ କିଛି କହିଛନ୍ତି ଯାହା ଆପଣ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଆପଣମାନେ ସମସ୍ତେ ତ କଂଗ୍ରେସ ନେତା ସୁର ରାଉତରାୟଙ୍କୁ ଜାଣିଥିବେ ।
ସେ କହିଛନ୍ତି ଇଲେକ୍ସନ ଯେତେ ପାଖେଇବ ସେତେ ଦୌଡଦୌଡ଼ି ଡିଆଁଡୁଇଁ ହେବ । ପୋଖରୀ ଭିତରେ ମାଛ ଜାଲ ପକାଇଲେ କେରାଣ୍ଡି ଫଡଫଡ ହୋଇଥାଏ । ଭାକୁର, ରୋହି ବଡ କେରାଣ୍ଡି ଆଦି ରହିବେ ।
ସେହିଭଳି ଯାହାର ପ୍ରକୃତି ହେଉଛି ଡେଇଁବା ସେ ଡେଇଁବ । ଅର୍ଥାତ୍ ଯାହାର ପ୍ରକୃତି ଦଳ ବଦଳେଇବା ସେ ଦଳ ବଦଳେଇବ । ସେହିଭଳି ନେତାମାନଙ୍କୁ କେରାଣ୍ଡି ଫଡଫଡି ବୋଲି ସେ କହିଛନ୍ତି । ଯିଏ ଯିବାକୁ ଚାହିଁବ ତାକୁ କଣ କିଏ ରୋକି ପାରିବ ।
ଏହିଥର କଂଗ୍ରେସ ଦଳ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡ ଆରମ୍ଭ ହୋଉଛି । କନ୍ୟାକୁମାରୀ ଠାରୁ କାଶ୍ମୀର ଏବଂ ଦ୍ଵିତୀୟରେ ପଶ୍ଚିମାଞ୍ଚଳ ଯାଇଥିଲେ ସେଠାରେ କି ଲୋକ । ନରେନ୍ଦ୍ର ମୋଦୀଙ୍କ ପାଇଁ ସବୁକିଛି ଆସୁଛି ।
ନରେନ୍ଦ୍ର ମୋଦୀଙ୍କ ପାଇଁ ଚାଉଳ ରେଟ୍ ବଢିଲା, ଡାଲି ରେଟ ବଢିଲା, ଅଟା ରେଟ ବଢିଲା । ଏହାସହ ପରିବା ଦର ବୃଦ୍ଧି ହୋଇଛି । ଜହ୍ନି ଦର ୧୦୦ ଆଉ ଭେଣ୍ଡି ଦର ୧୦୦ ଏବଂ ସବୁ ପ୍ରକାରର ଦର ବଢ଼ି ଯାଇଛି ।
ଏବେ ଯେଉଁଠି ଦେଖିବ ମର୍ଡର, ୧୩ ହଜାର ମହିଳା ନିଖୋଜ, ୨୫ ବର୍ଷ ଭିତରେ ଅନେକ ଏଭଳି ଘଟଣା ଘଟିଛି । ଓଡ଼ିଶାରେ ଅନେକ ଘଟଣା ଘଟିଛି । ଓଡ଼ିଶାରେ ଅନେକ ଘଟଣା, ଦୁର୍ଘଟଣା ଘଟିଛି ଏହାର ସମାଧାନ ହୋଇନାହିଁ ।
ଏହାସହ ଅନେକ ନିଖୋଜ ଖବର ମଧ୍ୟ ଓଡ଼ିଶାରେ ଅଛି । ଏପର୍ଯ୍ୟନ୍ତ ଏହି ଖବର ସବୁ ସମାଧାନ ହୋଇନାହିଁ । ଅନେକ ପ୍ରକାରର ଘଟଣା ଘଟିଥିବା ବେଳେ ଏହାର ସମାଧାନ ସରକାର କରୁ ନାହାନ୍ତି । ଆଉ ଏବେ ୨୦୨୪ ନିର୍ବାଚନରେ କଂଗ୍ରେସ ଆସିବ ବୋଲି ସୁର ରାଉତରାୟ କହିଛନ୍ତି ।