Movie prime

ଯାତ୍ରା ଦେଖେଇ ନେବା ବାହାନା ରେ ନିଜ ଶାଳୀ ର ଇଜ୍ଜତ ଲୁଟିଲା ଦରବୁଢ଼ା ଭିଣେଇ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆଜିକାଲି ପ୍ରେମ ପ୍ରତାରଣା ଚାରିଆଡ଼େ ଦେଖିବାକୁ ମିଳୁଛି। ପ୍ରେମରେ ପଡ଼ି ଲୋକ ମାନେ ଏଭଳି ଭୁଲ୍ କରୁଛନ୍ତି ଯାହାକୁ ସେମାନେ କେବେ ସୁଧାରି ପାରିବେ ନାହିଁ ଆଉ ତାହାର କ୍ଷମା ମଧ୍ଯ ମିଳିବ ନାହିଁ।
ନିକଟରେ ଏଭଳି ଏକ ଘଟଣା ଘଟି ଯାଇଛି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି। ତେବେ ଆପଣ ମାନେ ଜାଣିଥିବେ କି ଆଜିକାଲି ପ୍ରେମ ପ୍ରତାରଣା ଓ ଧୋକା ଆମ ସମାଜରେ ଲଗୀ ରହିଛି।
Special Report
ବିବାହିତ ପୁରୁଷ ଏବଂ ନାରୀ ମାନେ ମଧ୍ୟ ଅନ୍ୟ ଜଣକ ସହ ସମ୍ପର୍କ ରଖି ନିଜର ଜୀବନସାଥୀ ଙ୍କୁ ଧୋକା ଦେଉଛନ୍ତି। ଆଉ ଏହି ଘଟଣା ଏବେ ଚାରିଆଡ଼େ ଚହଳ ସୃଷ୍ଟି କରିଛି। ମହାରାଷ୍ଟ୍ର ର ଔରଙ୍ଗାବାଦ ରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି।
ସେଠାରେ ଜଣେ ମହିଳା ନିଜ ସ୍ୱାମୀ ସହ ବେଶ ଖୁସୀରେ ଥିଲେ ମାତ୍ର ତାଙ୍କର ଏକ ଯୁବକଙ୍କ ସହ ଦେଖା ହୋଇଥିଲା। ଏହାପରେ ସେ ସେହି ଯୁବକ ଜଣକ ପ୍ରେମରେ ପଡି ଯାଇଥିଲେ।
Special Report
ନିଜ ସ୍ୱାମୀ କୁ ଲୁଚାଇ ସେ ଯୁବକ ଜଣକ ସହ ବାରମ୍ବାର ଦେଖା କରିବାକୁ ଯାଉଥିଲେ। ଆଉ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଅତି ନିବିଡ଼ ହେବାରେ ଲାଗିଲା ଏହାପରେ ଦୁହିଁଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ଯ ସ୍ଥାପନ ହେଲା।
ଦୁହିଁଙ୍କ ସମ୍ପର୍କ କୁ ତିନି ବର୍ଷ ବିତି ସାରିଥିଲା ଆଉ ଏହି ତିନି ବର୍ଷ ମଧ୍ୟରେ ଦୁହିଁଙ୍କ ମଧ୍ୟରେ ଅନେକ ଥର ଶାରୀରିକ ସମ୍ପର୍କ ମଧ୍ୟ ରହିଛି। ମହିଳା ଜଣକ ଉକ୍ତ ଯୁବକ ଜଣକୁ ବାରମ୍ବାର ବିବାହ କରିବା ପାଇଁ ବାଧ୍ୟ କରୁଥିଲେ। ହେଲେ ଯୁବକ ଜଣକ ରାଜି ହେଉ ନଥିଲେ।
Special Report
ଏହାପରେ ଯୁବକ ଜଣକ ମହିଳା ଜଣକ ନିକଟରୁ ପ୍ରତିଶୋଧ ନେବା ପାଇଁ ମହିଳା ଙ୍କ ଏକ ଆପତ୍ତି ଜନକ ଅବସ୍ଥାରେ ଭିଡିଓ କରିଥିଲେ ଏହା ପରେ ସେହି ଭିଡିଓ କୁ ସେ ତାଙ୍କର ସ୍ଵାମୀ ଙ୍କ ନିକଟକୁ ପଠାଇ ଦେଇଥିଲେ।
ଏହାପରେ ତାଙ୍କର ସ୍ୱାମୀ ତାଙ୍କୁ ଘରୁ ବାହାର କରି ଦେଇଥିଲେ। ଏହାପରେ ମହିଳା ଜଣକ ଏବେ ଥାନାରେ ତାଙ୍କୁ ନ୍ୟାୟ ମିଳିବା ନେଇ ଏତଲା ମଧ୍ୟ ଦେଇଛନ୍ତି। ତେବେ ଏହି ଘଟଣା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.