Movie prime

ନିଜ ସଂଘର୍ଷ ର କାହାଣୀ କହିଲେ ଲୋକପ୍ରିୟ Youtuber ଜୁଲି କର ଦେଖନ୍ତୁ କେମିତି ନିଜେ ନିଜକୁ କଲେ ସକ୍ଷମ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ ଜଣେ ଝିଅ ତାର ଜୀବନରେ ଅନେକ ସଂଘର୍ଷ କରୁଛି ।
Special report
ଏହି ଝିଅଟି ଗଣମାଧ୍ୟମରେ ତା ବିଷୟରେ ସବୁ କଥା କହିଛନ୍ତି । ସାକ୍ଷାତକାରରେ ଯୁବତୀ ଜଣକ ଅନେକ କିଛି କହିଛନ୍ତି । ଏହି ଯୁବତୀ ଜଣକ ହେଉଛନ୍ତି ଜଣେ ୟୁଟ୍ୟୁବର । ଏହି ଯୁବତୀ ଜଣକ ଦିବ୍ୟାଙ୍ଗ ଅଟନ୍ତି । 
ସେ ଦିବ୍ୟାଙ୍ଗ ହୋଇ ମଧ୍ୟ ନିଜେ ସକ୍ଷମ ଅଟନ୍ତି । ଏହି ଯୁବତୀ ଜଣକ ଛୋଟ ବେଳୁ ପାଠ ପଢିବାର ଇଚ୍ଛା ଥିଲା । ଏହି ଯୁବତୀ ଜଣକ ହେଉଛନ୍ତି ଜୁଲି କର । ଏହି ଯୁବତୀ ଜଣକ ଭଲ ପାଠ ପଢୁଥିଲେ ଆଉ ତାଙ୍କ ଘରେ ଭାବୁଥିଲେ କି ସେ ପାଠ ପଢ଼ି କଣ କରିବେ । ଆଉ ଏହାପରେ ସେ କଲେଜରେ ନାଚ କରିଥିଲେ ।
Special Report
ତାଙ୍କ ନାଚ ଦେଖି ସମସ୍ତେ କରତାଳି ଦେଇଥିଲେ । ଏହାପରେ ସେ ନାଚ କରିଛନ୍ତି । ଏବେବି ସେ ସଂଘର୍ଷ କରୁଛନ୍ତି । ଭଗବାନ ତାଙ୍କ ସହିତ ଏଭଳି କାହିଁକି କରିଲେ ବୋଲି ଅନେକ ପ୍ରଶ୍ନ ତାଙ୍କ ମନରେ ଆସିଥାଏ । ସେ ଏବେ ବହୁତ ଖୁସି ଅଛନ୍ତି ତାଙ୍କ 
ଜୀବନରେ ସେ ସବୁ କିଛି ସଂଘର୍ଷ କରି ପାଇଛନ୍ତି । ତାଙ୍କ ମାଆ ନାହାଁନ୍ତି ଆଉ ତାଙ୍କର ବାପା ତାଙ୍କୁ ଭଲପାଆନ୍ତି ନାହିଁ । ସେ କହିଛନ୍ତି ଯାହାର ବାପା ମା ନାହିଁ ତାର ଜୀବନରେ କିଛି ନାହିଁ । ତାଙ୍କ ବାପା ଚାଲି ଯାଇଥିଲେ ତାଙ୍କୁ ଏତେ କଷ୍ଟ ହୋଇ ନଥାନ୍ତା ତାଙ୍କ ମାଆ ଚାଲିଗଲେ ତାଙ୍କୁ ବହୁତ କଷ୍ଟ ହେଉଛି ।
Special report
ତାଙ୍କ ଆଇଙ୍କୁ ସେ ମାଆ ଡାକନ୍ତି । ଆଉ ତାଙ୍କ ମାଆ ଭଲ ନାଚ କରନ୍ତି । ଏକ ରିଆଲିଟି ଶୋ ରେ ସେ ଯାଇଥିଲେ । ଆଉ ସେଠାରେ ସେ ନାଚ କରି ବିଜେତା ମଧ୍ୟ ହୋଇଥିଲେ । ଘରେ ଚାହିଁଥିଲେ ସେ ସରକାରୀ ଚାକିରି କରିବେ କିନ୍ତୁ ସେ ନାଚ କରୁଛନ୍ତି । ଆଉ ସେ ଏବେ ବହୁତ ନାଁ କମାଇ ସାରିଲେଣି । 
ସେ ଘର ଛାଡ଼ି ପଳାଇ ଆସିଥିଲେ । ସେ ଜୀବନରେ ଅନେକ ସଂଘର୍ଷ କରିଥିଲେ । ସେ ରାଷ୍ଟ୍ରପତି ଭବନ ବି ଯାଇଥିଲେ । ଆଉ ସେ ରାଷ୍ଟ୍ରପତିଙ୍କ ସାମ୍ନାରେ ନାଚ କରିଥିଲେ । ସେ ବହୁତ ଖୁସି ଥିଲେ । ଏହାପରେ ସେ ଇନଷ୍ଟାଗ୍ରାମରେ ଆକାଉଣ୍ଟ ଖୋଲିଲେ ଆଉ ସେ ଭାଇରାଲ୍ ହୋଇଗଲେ ।
ସେ ୟୁଟ୍ୟୁବରେ ମଧ୍ୟ ପ୍ରସିଦ୍ଧ ହୋଇଗଲେ । ସେ ବହୁତ ସୁନ୍ଦର ନାଚ କରିଥାନ୍ତି । ଏଭଳି ଅନେକ କଥା ଜୁଲି ତାଙ୍କ ବିଷୟରେ କହିଛନ୍ତି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ତାଙ୍କ ବିଷୟରେ ସବୁ କଥା ଜାଣିପାରିବେ।