Movie prime

ଏମିତିଆ ଭାଇ କାହାକୁ ନ ମିଳୁ..ଘରେ ଏକୁଟିଆ ପାଇ ଭଉଣୀ କୁ କଲା ବ-ଳା-ତ୍କା-ର..

 
Gh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Gt
ବନ୍ଧୁଗଣ ଆପଣ ମାନେ ଭିଡ଼ିଓଟିରେ ଦେଖି ପାରୁଥିବେ ଜଣେ ବ୍ୟକ୍ତି ହାତରେ ତକିଆ ଧରି ବସିଛନ୍ତି। ଆଉ ଜଣେ ଯୁବତୀ ଖଟ ଉପର ଶୋଇଥିବା ସମୟରେ ସେହି ବ୍ୟକ୍ତି ଜଣଙ୍କ ତକିଆରେ ତାଙ୍କୁ ମାରିବା ପାଇଁ ଉଦ୍ୟମ କରୁଛନ୍ତି।
ଖାଲି ସେତିକି ନୁହେଁ ଯୁବତୀଙ୍କ ପାଖରେ ମଧ୍ୟ ଜଣେ ବୃଦ୍ଧ ବ୍ୟକ୍ତି ଖଟରେ ବସିଛନ୍ତି। ଅନ୍ୟପଟେ ଆଉ ଜଣେ ମହିଳା ହାତରେ ପାଣି ଗ୍ଲାସ ଧରି ଠିଆ ହୋଇଛନ୍ତି। ସମସ୍ତଙ୍କ ସାମ୍ନାରେ ଯୁବତୀଙ୍କୁ ସେହି ବ୍ୟକ୍ତି ଜଣଙ୍କ ତକିଆରେ ମାଡ଼ି ବସି ହ-ତ୍ୟା କରୁଛନ୍ତି। 
ଏହି ଯୁବତୀ ଜଣଙ୍କ ହେଉଛନ୍ତି ୨୨ ବର୍ଷୀୟ ମାରୀୟା। ଜଣେ ଯୁବକଙ୍କୁ ମାରୀୟା ପ୍ରେମ କରୁଥିଲେ।କିନ୍ତୁ ଯେତେବେଳେ ଏହି କଥା ଯୁବତୀଙ୍କ ଭାଇ ଜାଣିଥିଲା ସେତେବେଳେ ସେହି ଯୁବତୀଙ୍କ ଭାଇ ଭଉଣୀ ସହିତ ଶା-ରି-ରୀ-କ ସଂପର୍କ ରଖିବାକୁ ବାଧ୍ୟ ହେଇଥିଲା।
Tt
କିନ୍ତୁ ମାରିୟା ଏହି କଥାରେ ରାଜି ନହେବାରୁ ଭାଇ ନିଜ ବାପାଙ୍କ ଆଗରେ ମିଛ ସତ କହି ଭଉଣୀ ଉପରେ ଅ-ତ୍ୟା-ଚା-ର କରିବା ଆରମ୍ଭ କରିଦେଇଥିଲା। ଆଉ ଶେଷରେ ସେହି ଭଉଣୀର ଜୀବନ ନେଇଯାଇଥିଲା ଭାଇ। 
ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ଝିଅ ପାଖରେ ବସିଥିବା ବୃଦ୍ଧ ବ୍ୟକ୍ତି ଜଣଙ୍କ ହେଉଛନ୍ତି ମାରୀୟାଙ୍କ ବାପା। ଆଉ ହାତରେ ପାଣି ଗ୍ଲାସ ଧରି ଠିଆ ହେଇଥିବା ମହିଳା ଜଣଙ୍କ ହେଉଛନ୍ତି ମାରୀୟାଙ୍କ ଭାଉଜ।
ପରିବାର ଲୋକେ ମିଳିତ ଭାବେ ମାରିୟାଙ୍କ ଜୀବନ ନେଇ ଅନ୍ତିମ ସତ୍କାର କରିଦେଇଥିବା ବେଳେ ସେଇ ସମୟର ସମସ୍ତେ ଭିଡିଓ ମାରୀୟାଙ୍କ ସାନ ଭାଇ ରେକର୍ଡ କରିଦେଇଥିଲେ। ଆଉ ତା'ପରେ ସାନ ଭାଇ ସେହି ଭିଡ଼ିଓଟିକୁ ନେଇ ପୋଲିସ ଆଗରେ ଦେଖେଇବା ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.