Movie prime

ଏମିତିଆ ସାଙ୍ଗ କାହାକୁ ନ ମିଳୁ.. ବିପଦ ବେଳେ ଦଉଡ଼ି ପଳେଇଲା...

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ତ୍ରିକୋଣୀୟ ପ୍ରେମରୁ ହେଲା ରକ୍ତପାତ। ଏଥିରେ ଟାର୍ଗେଟରେ ଯୁବକଜଣକ ଥିବା ବେଳେ ବଳି ପଡ଼ିଗଲେ ତାଙ୍କ ସାଙ୍ଗ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଛି।
ବନ୍ଧୁଗଣ ଗୌତମ ଏବଂ ଅଞ୍ଜନ ହେଉଛନ୍ତି ବହୁତ ଭଲ ସାଙ୍ଗ। ଖବର ମୁତାବିକ ପ୍ରେମ ଜନିତ ସମସ୍ୟାକୁ ସମାଧାନ କରିବାକୁ ଫୋନ କରି ଡକାଇଥିଲା ନିହାରିକାଙ୍କ ନୂଆ ପ୍ରେମିକ ପିଙ୍କୁ। ଯାହାପରେ ପିଙ୍କୁ ପାଖକୁ ଯାଇଥିଲେ ଅଞ୍ଜନ ଏବଂ ଗୌତମ ସେହି ଠାରେ ବିହାରିକା ମଧ୍ୟ ଉପସ୍ଥିତ ଥିଲେ।
Gg
ଧିରେ ଧିରେ ବୁଝାସୁଝାରୁ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ତାପରେ ଖଣ୍ଡାକୁ ଦେଖି ଡରି ଯାଇଥିଲେ ଗୌତମ ଆଉ ଅଞ୍ଜନଙ୍କୁ ଏକା ଛାଡ଼ି ଦେଇ ସେଠାରୁ ପଳେଇ ଯାଇଥିଲେ। ପୀଙ୍କୁ ତାଙ୍କ ଅନ୍ୟ ସାଙ୍ଗ ମାନଙ୍କ ସହିତ ମିଶି ଅଞ୍ଜନଙ୍କୁ ଆ-କ୍ର-ମ-ଣ କରିଥିଲେ।
ଆଉ ସେହି ସମୟରେ ଏକ ଟ୍ରକ ତଳେ ଲୁଚି ଯାଇଥିଲେ ଗୌତମ। ମିଳିଥିବା ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ନିଜ ପ୍ରେମିକାଙ୍କୁ ଭେଟିବାକୁ ଗୌତମ ଯାଇଥିଲେ।
ତାଙ୍କ ସହ ବନ୍ଧୁ ଅଞ୍ଜନ କୁମାର ବେହେରା ମଧ୍ୟ ଥିଲେ। ହେଲେ ସେଠି ହଠାତ୍ ଆସି ପହଞ୍ଚି ଯାଇଥିଲେ ଗୌତମଙ୍କ ପ୍ରେମିକାଙ୍କ ପୂର୍ବତନ ପ୍ରେମିକ କାହ୍ନା ପ୍ରଧାନ। ଗୌତମ ଓ କାହ୍ନା ଉଭୟେ ପରସ୍ପରର ବନ୍ଧୁ।
Gg
ତେବେ ତ୍ରିକୋଣୀୟ ପ୍ରେମ ଯୋଗୁଁ ଉଭୟଙ୍କ ମଧ୍ୟରେ ବିବାଦ ଉପୁଜିଥିଲା। ଗତକାଲି ରାତିରେ ପୂର୍ବ ଯୋଜନା ଅନୁଯାୟୀ, କାହ୍ନା ନିଜର କିଛି ସାଙ୍ଗଙ୍କ ସହ ସେଠାରେ ପହଞ୍ଚିଥିଲେ। ସେଠାରେ ସେମାନଙ୍କ ମଧ୍ୟରେ ବିବାଦ ଉପୁଜିଥିବା ବେଳେ ତାହା ଚରମ ପରିସ୍ଥିତିରେ ପହଞ୍ଚିଥିଲା।
କାହ୍ନା ଉତ୍ତ୍ୟକ୍ତ ହୋଇ ଖଣ୍ଡାରେ ଗୌତମଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିବା ବେଳେ ସେ ସେଠାରୁ ଚମ୍ପଟ ମାରିଥିଲେ । ଆଉ ବଳି ପଡ଼ି ଯାଇଥିଲେ ଅଞ୍ଜନ। ଅଞ୍ଜନଙ୍କ ଶରୀରର ବିଭିନ୍ନ ସ୍ଥାନରେ ଖଣ୍ଡା ଚୋଟ ବାଜିବାରୁ ସେ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ି ଚିତ୍କାର କରୁଥିଲେ।
ଖବର ପାଇ ପୁଲିସ୍‌ ପହଞ୍ଚି ଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେତେବେଳକୁ ତାଙ୍କ ମୃତ୍ୟୁ ହୋଇଯାଇଥିଲା।

Around The Web