Movie prime

ହେ ଭଗବାନ ଏମିତି ମୃ-ତ୍ୟୁ କାହାକୁ ବି ନ ଆସୁ.. ଦେଖିଦେଲେ ବୋଲି ମା-ରି-ଦେଲେ...

 
Vh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ସଦର ପଞ୍ଚାୟତ ହିଳୁଙ୍ଗ ଗାଁରେ ଗତମାସ ୧୦ ତାରିଖରେ ପରିତ୍ୟକ୍ତ କୂଅରୁ ମୃ-ତଦେହ ଉଦ୍ଧାର ମାମଲାର ନୂଆ ମୋଡ଼ ନେଇଛି।
ଭାଇବୋହୂ ସହିତ ଶାରୀରିକ ସଂପର୍କ ରଖୁଥିବା ବେଳେ ଶୋଭା ‌ଭୋଇ ଦେଖି ଦେବାରୁ ତାଙ୍କୁ ହ-ତ୍ୟା କରାଯାଇ କୂଅରେ ଫିଙ୍ଗି ଦିଆଯାଇଥିଲା ବୋଲି ପୁଲିସ କହିଛି।ହିଲୁଙ୍ଗ ଗାଁର ଶୋଭା ଭୋଇଙ୍କ ମୃ-ତ୍ୟୁ ମାମଲାରେ ପୁଲିସ ଗଗନ, ଗଗନର ଭାଇବୋହୂ ନନ୍ଦିନୀ ମେହେର ଓ ପଥରଘାଟ ଗ୍ରାମର ଶାନ୍ତନୁ ପଧାନ ଓରଫ୍ କୁନୁଙ୍କୁ ଗିରଫ କରିଛି।
Bb
ଜାମିନ ନାମଂଜୁର ହେବାରୁ ସେମାନଙ୍କୁ ଜେଲ୍‌ ପଠାଇ ଦିଆଯାଇଛି। ତେବେ ହ-ତ୍ୟା ସନ୍ଦେହରେ ଅ-ଭି-ଯୁ-କ୍ତମାନ ଙ୍କୁ ପଚରାଉଚରା କରାଯାଇଥିଲା। ସେମାନେ ନିର୍ଦ୍ଦୋଷ କହୁଥିଲେ ମଧ୍ୟ ପୁଲିସର ସନ୍ଦେହ ଥିଲା।
ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା ଯେ, ଏହା ଏକ ହ-ତ୍ୟା-କା-ଣ୍ଡ। ଜେରା ସମୟରେ ଅଭିଯୁକ୍ତମାନେ ହ-ତ୍ୟା ନେଇ ପୁଲିସ ଆଗରେ ସ୍ବୀକାର କରିଥିଲେ। ଶୋଭା ଭୋଇଙ୍କୁ କିଭଳି ଭାବେ ହ-ତ୍ୟା କରାଯାଇଥିଲା ଅଭିଯୁକ୍ତମାନେ ସେନେଇ କହିଥିଲେ।
Hh
ଅଭିଯୁକ୍ତ ନନ୍ଦିନୀକୁ ଘଟଣାସ୍ଥଳକୁ ନେଇ ସିନ୍‌ ରିକ୍ରେସନ୍‌ କରା ଯାଇଥିଲା। ସେଠାରେ ସେ ଓ ତାର ଦେଢ଼ଶୁର ଶାରୀରିକ ସମ୍ପର୍କ ରଖିବା ସମୟରେ ଶାନ୍ତନୁ ମଧ୍ୟ ଉପସ୍ଥିତ ଥିଲା। ତେବେ ଏହି ଘଟଣାକୁ ଶୋଭା ଦେଖି‌ ଦେଇଥିଲେ।
ଘଟଣା ପ୍ରଘଟ ହୋଇଯିବା ଭୟରେ ଅଭିଯୁକ୍ତମାନେ ଶୋଭାଙ୍କ ତଣ୍ଟିଚିପିବା ସ‌ହିତ ଏକ ବ୍ଳେଟ୍‌ରେ କାଟି ହ-ତ୍ୟା କରିଥିଲେ। ଏପରିକି ଶୋଭାଙ୍କ ଅନେକ ସମ୍ବେଦନଶୀଳ ସ୍ଥାନକୁ ହାଣିଥିଲେ। ତେବେ ପୋଲିସ୍ ପ୍ରଥମେ ଏକ ଅପମୃ-ତ୍ୟୁ ମାମଲା ରୁଜ୍ଜୁ କରିଥିଲା।
ତେବେ ବନ୍ଧୁଗଣ ଜଣେ ବିଧବା ମହିଳା ଶୋଭା ଭୋଇଙ୍କୁ ଅତି ନିର୍ମମ ଭାବରେ ହ-ତ୍ୟା କରା ଯାଇଥିବାରୁ ମୃତକଙ୍କ ଏକ ମାତ୍ର ଝିଅ ଶ୍ରାବଣୀ ମହାନନ୍ଦ ଓ ଜ୍ବାଇଁ ବିଜୟ ମହାନନ୍ଦ ଅଭିଯୁକ୍ତମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି।