Movie prime

ହେ ପ୍ରଭୁ ରକ୍ଷା ହେଇଗଲା... ନେଇ ଯାଇଥାନ୍ତେ କିଡନି ଆଜ୍ଞା ମୋ ପିଲା କୁ ଜବରଦସ୍ତି ନେଇ, ତାର ଦେହରୁ..

 
Uu
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Yy
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି।
ଆଗକାଳରେ ଲୋକ ମାନେ ଯେଉଁସବୁ ଘଟଣା ଘଟିଥିଲା ସେ ବିଷୟରେ ସହଜରେ ଜାଣି ପାରିନଥିଲେ କାରଣ ସେତେବେଳେ ଏତେ ସୁବିଧା ନଥିଲା। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି।
ତେବେ ବନ୍ଧୁଗଣ ଦାଦନ ଖଟିବାକୁ ଯାଇ ନିର୍ଯାତନାର ଶିକାର। ଦିଗପହଣ୍ଡ ଅଞ୍ଚଳର ଶିବ ନିର୍ଯାତନାର ଶିକାର। ଅନ୍ୟରାଜ୍ୟକୁ ଦାଦନ ଖଟିବାକୁ ଯାଇ ନିର୍ଯାତନାର ଶିକାର ହେଲେ ଦିଗପହଣ୍ଡ ଅଞ୍ଚଳର ଶିବ ନାଇକ। ଦୀର୍ଘ ଦୁଇ ମାସ ହେଲା ପୁନେର ଚିଞ୍ଛେୱାଡାରେ ଫସି ରହିଥିଲେ।
Yy
ପରିବାର ଲୋକଙ୍କ ଅଭିଯୋଗ ପରେ ପାଟପୁର ପୋଲିସ ଯାଇ ତାଙ୍କୁ ଉଦ୍ଧାର କରିଛି। ପାଟପୁର ଥାନା ପଳାସପୁର ଗାଁର ନିରଞ୍ଜନ ନାଇକଙ୍କ ପୁଅ ଶିବ ନାଇକଙ୍କ ସହ ଅନ୍ୟ ଛଅ ଜଣ ଯୁବକଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ଜଣେ ଦଲାଲ ତାଙ୍କୁ ପୁନେ ନେଇ ଯାଇଥିଲେ।
ପୁନେରେ ଦଲାଲ ଜଣକ ଦାଦନ ସର୍ଦ୍ଦାରଙ୍କ ଠାରୁ ତିନିଲକ୍ଷ ୫୦ ହଜାର ଟଙ୍କାରେ ଶ୍ରମିକଙ୍କୁ ଛାଡି ସେଠାରୁ ପଳାଇ ଆସିଥିଲା । ଧିରେ ଧିରେ ନିର୍ଯାତନା ବଢୁଥିବାରୁ ଶିବଙ୍କୁ ଛାଡି ଅନ୍ୟ ମାନେ ସେଠାରୁ ପଳାଇ ଆସିଥିଲେ।
ପରେ ଶିବର ପରିବାର ଲୋକ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ। ତେବେ ବନ୍ଧୁଗଣ ଏହି ଖବରଟି ସୋସିଆଲ ମିଡ଼ିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.