Movie prime

ହେ ପ୍ରଭୁ କଳିଯୁଗ ରେ ଏମିତିଆ ପୁଅ କାହାକୁ ନ ମିଳୁ..ଗୁଣ୍ତା ଲଗେଇ ନିଜ ଭଉଣୀ କୁ କଲା ଗଣ ଦୁ-ଷ୍କ-ର୍ମ

 
Nb
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ପୁଅ ହୋଇ ଦୁ-ଷ୍କ-ର୍ମ କରିଛି ମା ଓ ଭଉଣୀ କୁ।ବନ୍ଧୁଗଣ ଏ କଥା ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥାଇ ପାରେ।ହେଲେ ଏ କଥା ସତ।ନିଜ ମା ଓ ଭଉଣୀ କୁ ଦୁ-ଷ୍କ-ର୍ମ
କରିବା କୁ ଓ ବଡ ଭାଇ ଓ ବାପା ଙ୍କୁ ଜୀବନ ରୁ ମା-ରି ଦେବା ପାଇଁ ଟଙ୍କା ଦେଇ ଭଡ଼ା ଗୁଣ୍ଡା ମାନଙ୍କୁ ଘରକୁ ପଠାଇ ଥିଲା ସାନ ପୁଅ।ସମ୍ପତି ପାଇବା ପାଇଁ ଆଜି ସାନ ପୁଅ ଏଭଳି କିଛି କରି ଦେଇଚି ଯାହାକୁ ଆପଣ ମାନେ ଶୁଣିଲେ ବିଶ୍ଵାସ କରି ପାରିବେ ନାହିଁ।
Bb
ସୂଚନା ଅନୁସାରେ ସାନ ପୁଅ ବିନାୟକ ବାହାରେ ରହୁଥିଲେ।ବାପା ବଡ ଭାଇ ନାମରେ ସବୁ ସମ୍ପତି କରିବେ ଓ ପରେ ସାନ ପୁଅ କୁ ଦେବେ ବୋଲି କହିଥିଲେ।ହେଲେ ସାନ ପୁଅ ଏଥିରେ ବହୁତ ରାଗୀ ଯାଉ ଥିଲା।ସେ ଲକ୍ଷ ଲକ୍ଷ ଟଙ୍କା ଦେଇ ଥିଲେ କିଛି
ସୂପାରି କିଲର ମାନଙ୍କୁ।ଏବଂ ତାଙ୍କୁ କହି ଥିଲା ନିଜ ମା ଭଉଣୀ ଙ୍କୁ ଦୁ-ଷ୍କ-ର୍ମ କରି ଦେବୁ।ଏବଂ ନିଜ ବାପା ଭାଇ ଙ୍କ ଗଳା କା-ଟି ହ-ତ୍ୟା କରିବୁ।ହେଲେ ସେମାନଙ୍କ ଫଟୋ ଦେବାକୁ ସେ ଭୁଲି ଯାଇ ଥିଲେ।
ଏହି ସମୟ ରେ ସୁପାରି କିଲର ମାନେ ସେହି ପରି କରି ଥିଲେ।ସେମାନେ ଘର କୁ।ଆସି କାହାକୁ ଜାଣି ପାରି ନ ଥିଲେ।ଘରକୁ ଆସି ଥିବା ଅନ୍ୟ କୁଣିଆ ମାନଙ୍କୁ ସେମାନେ ଆ-କ୍ର-ମ-ଣ କରି ଥିଲେ।
Bb
ଏହାର ଶିକାର ହୋଇ ଯାଇଥିଲେ ଅନ୍ୟ ବନ୍ଧୁ ମାନେ।ସେମାନେ ବିନାୟକ ଙ୍କ ଘର କୁ ବୁଲିବା ପାଇଁ ଆସି ଥିଲେ।ହେଲେ କିଏ ଜାଣି ଥିଲା ସେମାନଙ୍କ ସହିତ ଏପରି କିଛି ଘଟଣା ଘଟି ଯିବ।
ଏହା ପରେ ବିନାୟକ ଙ୍କ ପରିବାର ଲୋକେ ଥାନା ରେ ଖବର ଦେଇ ଥିଲେ।ପୋଲିସ ବାବୁ ମାନେ ପହଞ୍ଚି ଘଟଣା ର ତଦନ୍ତ କରିବା ଆରମ୍ଭ କରି ଦେଇ ଥିଲେ।
ଶେଷ ରେ ଜଣା ପଡି ଥିଲା କି ସେହି ଘର ର ସାନ ପୁଅ ଏଭଳି କିଛି କାମ କରିଛି।ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ।ସାମାନ୍ୟ ସମ୍ପତି ପାଇଁ ସେ ନିଜ ପରିବାର ଲୋକ ଙ୍କୁ ମାରିବା ପାଇଁ ଚାହୁଁ ଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.