Movie prime

ହାତ ହଲେଇ ଘର ଭିତରକୁ ଡ଼ାକିଦେଲେ ଚାଲାକ ମହିଳା ତା ପରେ ଯୁବକ ଦେଖନ୍ତୁ କଣ କଲେ Viral Video

 
rgdfgr

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଆପଣ ମାନେ ଜାଣି ଥିବା ଆଜି କାଲି ପଇସା ଆମ ବଞ୍ଜିବା ପାଇଁ କେତେ ଜରୁରୀ ଅଟେ ଯଦି ଆପଣଙ୍କ ପାଖରେ ପଇସା ନଥାଏ ତେବେ ଆପଣଙ୍କୁ ଦାନା ମୁଠାଏ ମଧ୍ୟ ମିଳିବ ନାହିଁ। ଏହି ପଇସା ପାଇଁ ଏକ ଗରିବ ଲୋକ ନିତି ଦିନ ସଂଘର୍ଷ କରି ଯାହା ଆଣି ଥାଏ ସେଥିରେ ହିଁ ସେ ତାର ପେଟ ପାଟଣା ଚଳାଇ ଥାଏ। କାରଣ ସମାଜରେ ବଞ୍ଚି ରହିବାକୁ ହେଲେ କିଛି ନା କିଛି କରିବାକୁ ପଡ଼ିବ।

ଏହି ପଇସା ପାଇଁ ନିଜ ପରିବାରର ବୋଝ କମାଇବା ପାଇଁ ଝିଅ ମାନେ ମଧ୍ୟ ପ୍ରୟାସ କରି ଥାଆନ୍ତି। ଏଥି ପାଇଁ ସେମାନଙ୍କୁ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ନିଜ ପରିବାରର ବୋଝ ହାଲୁକା କରିବା ପାଇଁ ଦୁଇ ପଇସା ରୋଜଗାର କରିବା ପାଇଁ ନିଜ ଅନ୍ନିଛା ସତ୍ତ୍ୱେ ମଧ୍ୟ ସେମାନେ ଦେ-ହ ବ୍ୟ-ବ-ସା-ୟ କୁ ଆପଣେଇ ନେଇ ଥାଆନ୍ତି । ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ସେମାନେ ଏଭଳି କରିଥାଆନ୍ତି।

ଆମେ ଆପଣଙ୍କୁ ଏବେ ମାଳି ସାହି ର ଦୃଶ୍ୟ ଦେଖାଇବାକୁ ଯାଉଛୁ ସେଠାରେ ଥିବା ଯୁବତୀ ମାନେ ନୀତି ଦିନ ଏହି କାର୍ଯ୍ୟରତ ଥାଆନ୍ତି। ସେମାନେ ସବୁ ସମୟରେ ନିଜ ଘର ଦୁଆର ରେ ଛିଡ଼ା ହୋଇ ଗ୍ରାହକ ମାନଙ୍କୁ ଡାକି ଥାଆନ୍ତି କାଳେ କିଏ ତାଙ୍କ ପ୍ରତି ଆକର୍ଷିତ ହୋଇ ଆସିବ ଓ ତାଙ୍କ ସହ ଡିଲ କରି ତାଙ୍କ କାରବାର ସେମାନେ ଆରମ୍ଭ କରି ପାରିବେ।

ଗ୍ରାହକ ମାନଙ୍କର ଆକର୍ଷଣ ର କେନ୍ଦ୍ର ବିନ୍ଦୁ ପାଲଟିବା ପାଇଁ ଏଠାରେ ଥିବା ଯୁବତୀ ମାନେ ମଧ୍ୟ ଅନେକ ପ୍ରକାରର ସଜ ବାଜ ହୋଇଥାଆନ୍ତି। ଯେପରି ଗ୍ରାହକ ମାନେ ତାଙ୍କ ପ୍ରତି ଆକର୍ଷିତ ହେବେ ଓ କିଛି ଟଙ୍କା ଦେଇ ସେମାନଙ୍କ ସହ ନିଜ ସମୟ ଅତିବାହିତ କରିବେ ଯାହା ଦ୍ବାରା ସେମାନେ ନିଜ ପେଟ ପୋଷି ପାରିବେ।