ଭାରତର ପ୍ରଥମ ମହିଳା ସିରିଏଲ କିଲର ଯାହାଙ୍କୁ ମିଳିଥିଲା ଫା-ଶୀ ଦଣ୍ଡ ଆଉ ତା ପରେ ଜାଣନ୍ତୁ ଅସଲ ଘଟଣା କଣ ହୋଇଥିଲା
May 28, 2023, 14:42 IST

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ଖବର ଏବଂ ସବୁ ଅଞ୍ଚଳର ଆଉ ଏହାସହ ଅନେକ ପୁରାତନ ଖବର ବି ପାଇପାରିବେ ।
ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି ଏକ ଘଟଣା ଜାଣିପାରିବେ ଯାହା ଆପଣଙ୍କ କାମରେ ଲାଗିବ । ଏହି ଭିଡିଓ ଏବେ ବହୁତ ପରିମାଣରେ ଭାଇରାଲ ହେଉଛି ।
ଦୁଃଖ ସମସ୍ତଙ୍କ ଭାଗ୍ୟରେ ଥାଏ । ଦୁଃଖ ସମସ୍ତଙ୍କୁ ମିଳିଥାଏ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ କି ଜଣେ ମହିଳା ଯିଏ ହେଉଛନ୍ତି ଜଣେ ସିରିଏଲ କିଲର ।

ଏହି ମହିଳା ଜଣକ ପାଠ ପଢ଼ି ନାହାନ୍ତି କିନ୍ତୁ ଏଭଳି ନିର୍ଲଜ୍ଜ କାମ କରିଛନ୍ତି ଯାହା ପାଇଁ ସେ ଦଣ୍ଡ ବି ପାଇଛନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ମହିଳା ଜଣଙ୍କ କଣ କରିଥିଲେ ଜାଣିପାରିବେ ଆଉ ତାଙ୍କୁ କି ଦଣ୍ଡ ମିଳିଛି ସେହି କଥା ବି ଜାଣିପାରିବେ । ଏବେ ଏହା ଭାଇରାଲ ହେଉଛି ।
ଏହି ମହିଳା ଜଣକ ନିଜ ଲୋଭ ଗୁଣ ଯୋଗୁଁ ମହିଳାଙ୍କର ହ-ତ୍ୟା କରିଥିଲେ । ପୋଲିସକୁ ଏହି ଘଟଣା ଜଣା ନଥିଲା । ଏହି କାହାଣୀ ହେଉଛି ସାଇନାଇଡ ମଲ୍ଲିକା ବା କେମ୍ପମାଙ୍କର । ୨୦୦୮ ମସିହାରେ କର୍ଣ୍ଣାଟକ ରାଜ୍ୟର
ଏକ ଅଞ୍ଚଳରେ ଲଗାତାର ମହିଳାମାନଙ୍କର ମୃତଦେହ ମିଳୁଥିଲା । ଯେଉଁଥିରେ କାହାର ମାରିବା ଚିହ୍ନ ନଥିଲା ନା ହତ୍ୟା କରିବାର କିଛି ଚିହ୍ନ ଥିଲା । କିନ୍ତୁ ଏହି ମହିଳା ମାନଙ୍କର ମରିବାରେ ଗୋଟିଏ ଜିନିଷ ସାଧାରଣ ଥିଲା ସାଇନାଇଡ ।
ସାଇନାଇଡ ହେଉଛି ଏକ ବିଷାକ୍ତ ବିଶର ନାମ । ଏହି ମହିଳା ଜଣକ ଜଣେ ମହିଳାଙ୍କ ମିସିଂ ରିପୋର୍ଟ ଦେଖି ତାଙ୍କୁ ୬ ମାସ ପର୍ଯ୍ୟନ୍ତ ଗିରଫ କରାଯାଇଥିଲା । ଆଉ ଏହାପରେ ସେ ଜେଲରୁ ଆସିବା ପରେ ମନ୍ଦିରରେ ରହୁଥିଲା ।
ଆଉ ଏହାପରେ ସେ ଲୋଭ ପାଇଁ ଏଭଳି କାମ କରିବା ପାଇଁ ପଛାଇ ନଥିଲା । ସେ ହ-ତ୍ୟା କରିଲା । ସେ ନିଜକୁ ପୂଜାରୀ କହି ହତ୍ୟା କରୁଥିଲା । ଆଉ ସେ ଜଣଙ୍କୁ ହତ୍ୟା କରି ତାର ସୁନାଗହଣା ଲୁଟିବା ପରେ ତାର ନାମ ବଦଳାଇ ଆଉ ଜଣଙ୍କୁ ହତ୍ୟା କରୁଥିଲା । ଆଉ ପୋଲିସ ୨୦୦୮ ମସିହାରେ ତାଙ୍କୁ ଗିରଫ କରିଛି ।