Movie prime

ଓଡ଼ିଶା ର ପ୍ରତିଷ୍ଠିତ ବେସରକାରୀ ଅଫିସ ରେ ଚାଲିଥିଲା ଝିଅ ଧନ୍ଦା, cctv ରେ ସବୁ ଘଟଣା କୟଦ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ଆମ ସମାଜରେ କିଭଳି ଘଟଣା ମାନ ଘଟୁଛି। ଦିନକୁ ଦିନ ଆମ ସମାଜରେ ଏଭଳି ଘଟଣା ଘଟୁଛି ଯାହାକି ଅନ୍ୟ ମାନଙ୍କ ଉପରେ ନିଶ୍ଚିତ ଭାବରେ ଖରାପ ପ୍ରଭାଵ ପକାଉଛି।
Special Report
ଏହା ମଧ୍ୟ ଅତ୍ୟନ୍ତ ନିନ୍ଦନୀୟ ଅଟେ। ସୋସିଆଲ ମିଡିଆରେ ଏଭଳି ଘଟଣା ମାନ ମଧ୍ୟ ପ୍ରତ୍ୟେକ ଦିନ ଖୁବ ଭାଇରାଲ୍ ହେବାରେ ଲାଗିଛି। ଆମେ ଏବେ ଆପଣଙ୍କୁ ସେଭଳି ଏକ ଘଟଣା ସମ୍ପର୍କ ରେ କହିବାକୁ ଯାଉଛୁ।
ତେବେ ଆପଣ ମାନେ ଜାଣିଥିବେ କି ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଅନେକ ଗୁଡ଼ିଏ ଘଟଣା ଖୁବ ଭାଇରାଲ୍ ହୋଇଥାଏ। ଆଉ ଏହାକୁ ଏକାଧିକ ଲୋକ ମାନେ ମଧ୍ୟ ଦେଖି ଥାଆନ୍ତି।
Special report
ତେବେ ଏବେ ଶାହାଜାହାନପୁର ନଗର ପାଳିକା ରେ ଏଭଳି ଏକ ଘଟଣା ଘଟି ଯାଇଛି ଯାହାକୁ ଆମ ସମାଜ ପାଇଁ ଏକ ଖୁବ୍ ନିନ୍ଦନୀୟ ଘଟଣା ଅଟେ। ଏହି ଘଟଣା ସମ୍ପର୍କିତ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବା ସହ ଏହା ଜଣକ ଫୋନ ରୁ ଅନ୍ୟ ଜଣଙ୍କ ଫୋନ କୁ ଘୁରି ବୁଲୁଛି।
ଏବେ ସୋସିଆଲ ମିଡ଼ିଆରେ ଯେଉଁ ଭିଡିଓ ଟି ଭାଇରାଲ୍ ହେଉଛି ତାହା ଏକ ନଗର ପାଳିକା ର କିରାଣୀ ଓ ଜଣେ ମହିଳା କର୍ମଚାରୀଙ୍କ ମଧ୍ୟରେ। ଦୁହେଁ ଅଫିସ୍ ମଧ୍ୟରେ କିଛି ଅନ୍ତରଙ୍ଗ ମୁହୂର୍ତ୍ତ ବିତାଇ ଥିଲେ।
Special Report
ଏବଂ ସେ ସବବେଳେ ସିସି ଟିଭି କ୍ୟାମେରା ରେ କଏଦ ହୋଇ ଯାଇଥିଲା। ଆଉ ଏବେ ଏହି ଅଶ୍ରିଳ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ନଗରପାଳିକା ର ଅଧ୍ୟକ୍ଷ ଦୁହିଁଙ୍କୁ ଚାକିରୀରୁ ବହିସ୍କାର କରିଛନ୍ତି।
ଆଉ ଏବେ ଏହି ଭିଡିଓ କୁ ଏକାଧିକ ଲୋକ ଦେଖି ସାରିଥିବା ବେଳେ ସେମାନେ ଏହି ଘଟଣାର ଖୁବ୍ ନିନ୍ଦା ମଧ୍ଯ କରିବାରେ ଲାଗି ପଡ଼ିଛନ୍ତି। ଏବେ ଏହି ଭିଡିଓ କୁ ଦେଖି ଅନେକ ଲୋକ ଏହା ମଧ୍ୟ କହିଛନ୍ତି କି
Special Report
 ନିଶ୍ଚିତ ଭାବରେ ଏଭଳି ଭିଡିଓ ଆମର ସମାଜ ଉପରେ ଖରାପ ପ୍ରଭାବ ପକାଉଛି। ତେବେ ଏହି ଭିଡିଓ ଦେଖି ସାରିବା ପରେ ଏହି ଭିଡିଓ ପ୍ରତି ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଅନୁରୋଧ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.