Movie prime

ହେ ଭଗବାନ ଏଭଳି ଲୋକ କୁ ଧର୍ମ ସହିବନି...ନିଜ ୪ ବର୍ଷ ପିଲା ଆଗରେ ସ୍ତ୍ରୀ ସହ ସ୍ବାମୀ କଲା ଖରାପ କାମ

 
Gh
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ପ୍ରଥମ ସ୍ତ୍ରୀ ପିଲା ଥାଉ ଥାଉ ପ୍ରେମିକା ର ପ୍ରେମ ରେ ପାଗଳ ହେଲା ସ୍ଵାମୀ।ଶେଷ ରେ ନିଜ ସ୍ତ୍ରୀ ପିଲା କୁ ଜୀବନ ରୁ ମାରି ଦେବା ପାଇଁ ପଛାଇଲା ନାହିଁ।ଏଭଳି ଏକ ଘଟଣା ବିଷୟ ରେ ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
ଫେସ୍ ବୁକ୍ ରୁ ପ୍ରେମ କରି ବିବାହ କରି ଥିଲେ।ହେଲେ ଶେଷ ରେ ସେହି ସ୍ତ୍ରୀ କୁ ମା-ରି-ବା ପାଇଁ ଥରେ ହେଲେ ବି ତାଙ୍କ ହାତ ଥରୁ ନ ଥାଏ।ଯେ କେହି ଏହି ଘଟଣା ବିଷୟ ରେ ଜାଣିବାକୁ ପାଇଛନ୍ତି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।
Bh
ସୂଚନା ଅନୁସାରେ ଜଣେ ଯୁବତୀ ଫେସବୁକ୍ ରେ ପ୍ରେମ କରି ବିବାହ କରି ଥିଲେ।ବିବାହ ପରେ ଉଭୟ ସ୍ବାମୀ ସ୍ତ୍ରୀ ବହୁତ ଭଲ ରେ ଥିଲେ।ସେମାନଙ୍କ ର ଗୋଟିଏ କନ୍ୟା ସନ୍ତାନ ଜନ୍ମ ହୋଇ ଥିଲା।
ହେଲେ ସେହି ସ୍ଵାମୀ ଜଣକ ନିଜ ଅଫିସ ରେ ଅନ୍ୟ ଜଣେ ଝିଅ କୁ ପ୍ରେମ କରିବାକୁ ଲାଗିଲେ।ଏହାକୁ ପ୍ରଥମ ସ୍ତ୍ରୀ ଜାଣିବା ପରେ ତାଙ୍କ ପାଦ ତଳୁ ଯେପରି ମାଟି ଖସି ଗଲା।ଯୁବକ ଜଣକ ସବୁଦିନ ନିଜ ପ୍ରଥମ ସ୍ତ୍ରୀ କୁ ମାରୁ ଥିଲେ।
ଏଥିରେ ରାଗି ଯାଇ ପ୍ରଥମ ସ୍ତ୍ରୀ ନିଜ ଝିଅ କୁ ନେଇ ଅଲଗା ସ୍ଥାନ ରେ ଭଡ଼ା ନେଇ ରହିଥିଲେ।ଗୋଟିଏ ସ୍କୁଲ ରେ ଚାକିରି କରି ସେ ନିଜେ ଓ ତାଙ୍କ ଝିଅ ଶାନ୍ତି ରେ ଥିଲେ।ଅନ୍ୟପଟେ ତାଙ୍କ ସ୍ଵାମୀ ତାଙ୍କ ପ୍ରେମିକା କୁ ବିବାହ କରିବା ପାଇଁ ପାଗଳ ହୋଇ ଯାଉଥିଲା।
Hh
ହେଲେ ପ୍ରଥମ ସ୍ତ୍ରୀ ଙ୍କ ଠାରୁ ତାଙ୍କୁ କୌଣସି ପ୍ରକାର ଛାଡ ପତ୍ର ମିଳି ନ ଥିଲା।ସେ ବାଧ୍ୟ ହୋଇ ପ୍ରଥମ ସ୍ତ୍ରୀ ଓ ଝିଅ ରହୁଥିବା ଘର କୁ ଗଲେ।ସେଠାରେ କୌଣସି ଏକ ଧା-ରୁ-ଆ ଅସ୍ତ୍ର ରେ ତାଙ୍କ ସ୍ତ୍ରୀ ବେକ କୁ କା-ଟି ଦେଲେ।
ଏହା ପରେ ନିଜ ଝିଅ କୁ ମଧ୍ୟ ହତ୍ୟା କରି ଦେଇ ଥିଲେ।ପରେ ସେମାନଙ୍କୁ ବାଥ୍ ରୁମ୍ ଭିତରେ ବନ୍ଦ କରି ପଳାଇ ଯାଇ ଥିଲେ।ଅନେକ ଦିନ ପରେ ଶବ ରୁ ଗନ୍ଧ ଆସିବାରୁ ସ୍ଥାନୀୟ ଲୋକ ମାନେ ପୋଲିସ କୁ ଖବର ଦେଇ ଥିଲେ।
ପୋଲିସ ଖବର ପାଇ ଘଟଣା ର ତଦନ୍ତ କରିବା ପରେ ତାଙ୍କ ସ୍ବାମୀ ତାଙ୍କୁ ମାରିଚି ବୋଲି ଜଣା ପଡି ଥିଲା।ସେ ମଧ୍ୟ ନିଜ ଭୁଲ କୁ ସ୍ବୀକାର କରି ଥିଲେ।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.