Movie prime

ହେ ଭଗବାନ୍ ! ଏମିତିକା କୃପଣ ଗ୍ରାହକ କାହାକୁ ନ ମିଳୁ..ମାତ୍ର ୧୫ ଟଙ୍କା ପାଇଁ ଦୋକାନୀ ଜୀବନ ନେଲା ଗ୍ରାହକ..

 
Ff
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Gy
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି।
ଆଗକାଳରେ ଲୋକ ମାନେ ଯେଉଁସବୁ ଘଟଣା ଘଟିଥିଲା ସେ ବିଷୟରେ ସହଜରେ ଜାଣି ପାରିନଥିଲେ କାରଣ ସେତେବେଳେ ଏତେ ସୁବିଧା ନଥିଲା। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ଟଙ୍କା ପାଇଁ ମଣିଷ ସର୍ବନାଶ ହୁଏ ବୋଲି କୁହାଯାଏ। କିନ୍ତୁ ଏହା ଆଜି ପ୍ରମାଣିତ ହୋଇଛି। 
ମାତ୍ର କେତୋଟି ଟଙ୍କା ପାଇଁ ଦୋକାନୀକୁ ମାରିଦେଲା ଗ୍ରାହକ। ତେଜରାତୀ ଦୋକାନରୁ କିଣିବାକୁ ଯାଇଥିଲେ ଯୁବକ ଜଣକ। ଅଳ୍ପ ଟଙ୍କା ଦେଇନଥିବାରୁ ଦୋକାନୀ ଜଣଙ୍କ ଟଙ୍କା ମାଗିବାରୁ ଗ୍ରାହକ ଜଣଙ୍କ ଉତ୍ତ୍ୟକ୍ତ ହୋଇ ଯାଇଥିଲେ। ଫଳରେ ଧକ୍କା ଦେଇ ମାରି ଦେଇଥିଲା ଦୋକାନୀଙ୍କୁ।
Gg
ମାତ୍ର ୪୦ ଟଙ୍କା ମାଗିବାରୁ ଦୋକାନୀଙ୍କୁ ହ-ତ୍ୟା। ଏପରି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା। ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ଏ ଘଟଣା। ଭଦ୍ରକ ଟାଉନ୍ ଥାନା ପଥରଆଡ଼ି ଛକରେ ତେଜରାତି ଦୋକାନ କରିଥିଲେ ବିଜୟ ପଣ୍ଡା। 
ଆଜି ସକାଳୁ ଚରମ୍ପା ଅଞ୍ଚଳର ଜଣେ ଯୁବକ ଦୋକାନକୁ ଯାଇ ୧୮୦ ଟଙ୍କାର ସାମଗ୍ରୀ କିଣିଥିଲେ। ହେଲେ ୧୪୦ ଟଙ୍କା ଦେଇ ବଳକା ୪୦ ଟଙ୍କା ଦେଇନଥିଲେ। ଏନେଇ ଦୋକାନୀ ବିଜୟ ପଣ୍ଡା ଓ ସଂପୃକ୍ତ ଯୁବକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଯୁବକ ଜଣକ ବିଜୟଙ୍କୁ ଧକ୍କା ଦେଇଥିବା ଅଭିଯୋଗ ହୋଇଛି।
ଘଟଣାସ୍ଥଳରେ ହିଁ କାମେଶ ଅଚେତ ହୋଇପଡ଼ିଥିଲେ। ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଛନ୍ତି। ଘଟଣାକୁ ନେଇ ଥାନାରେ ଏତଲା ପରେ ପୋଲିସ୍ ଏବେ ତଦନ୍ତ କରୁଛି।