Movie prime

ହେ ଭଗବାନ୍, ଏମିତି ଜୀବନ କାହାରି ନ ଯାଉ..ବସ ଡ୍ରାଇଭର ଦେହ ରେ ଗଳି ଗଲା ୫୦୦ ଲୁହା ରଡ଼..

 
Bb
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ମୃ-ତ୍ୟୁ କେତେବେଳେ ଆସିଥାଏ ତାହା କେହି ଜାଣି ନାହାଁନ୍ତି।
ଗୋଟିଏ ଯାତ୍ରୀବାହି ବସ୍ ସହିତ ଲୁହା ଏଙ୍ଗେଲ ବୋଝେଇ କରି ଯାଉଥିବା ଏକ ପିକଅପ ଗାଡି ର ମୁହାଁମୁହିଁ ଧକ୍କା ହେବା ଫଳରେ ବସ ଡ୍ରାଇଭର ଙ୍କ ମୃ-ତ୍ୟୁ ହେବା ସହିତ ଜଣେ ଅତି ଗୁରୁତର ଓ ୧୩ ଜଣ ଆହତ ହୋଇଛନ୍ତି।ଏପରି ସଡ଼କ ଦୁର୍ଘଟଣା କନ୍ଧମାଳ ଜିଲ୍ଲାର ମାଲଙ୍ଗା ଛକ ନିକଟ ରେ ଘଟିଛି।
Hh
ମିଳିଥିବା ସୂଚନା ଅନୁସାରେ ସିଲ୍କ ସଫାରୀ ନାମକ ଏକ ଯାତ୍ରୀବାହି ବସ୍ ଉଦୟ ଗିରି ଠାରୁ ଫୁଲବାଣୀ ଅଭିମୁଖେ ଯାଉଥିଲା। ହେଲେ ମାଲଙ୍ଗା ଛକ ନିକଟ ରେ ଭୁବନେଶ୍ୱର ରୁ ବାଲିଗୁଡା ଲୁହା ଏଙ୍ଗେଲ୍ ନେଇ ଯାଉଥିବା ଗୋଟିଏ ପିକ ଅପ ସହିତ ଧକ୍କା ହୋଇଥିଲା।
ତେବେ ଯାତ୍ରୀବାହି ବସ୍ ଟି ରେ ପ୍ରାୟ ୨୫ ରୁ ଉର୍ଦ୍ଧ ଲୋକ ମାନେ ଯାତ୍ରା କରୁଥିବା ବେଳେ ବସ୍ ର ଡ୍ରାଇଭର ଆଦିକନ୍ଦ ପଣ୍ଡା ଓ ଡ୍ରାଇଭର ଙ୍କ ପଛ ପଟ ସିଟ ରେ ବସିଥିବା ଜଣେ ମହିଳା ଗୁରୁତର ଆହତ ହେବା ସହିତ ୧୨ ଜଣ ବସ୍ ଯାତ୍ରୀ ଆହତ ହୋଇଥିଲେ।
Hh
ସେପଟେ ପିକ୍ ଅପ ଗାଡ଼ି ଡ୍ରାଇଭର ମଧ୍ୟ ଗାଡ଼ି ରେ ଫସି ରହି ଯାଇଥିବା ବେଳେ ତାଙ୍କୁ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରି ସମସ୍ତଙ୍କୁ ସ୍ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ନିଆ ଯାଇଥିଲା।
ତେବେ ଏହି ଦୁର୍ଘଟଣା ରେ ଲୁହା ଏଙ୍ଗେଲ ଗୁଡ଼ିକ ବସ ଡ୍ରାଇଭର ଆଦିକନ୍ଦ ପଣ୍ଡା ଙ୍କ ଡାହାଣ କାନ୍ଧ ଓ ଛାତି ରେ ଆଘାତ ଲାଗି ଥିବାରୁ ସେ ଅତି ଗୁରୁତର ହେବା ସହିତ ତାଙ୍କ ପଛ ସିଟ ରେ ବସିଥିବା ମହିଳା ମଧ୍ୟ ଗୁରୁତର ଭାବରେ ଆହତ ହୋଇଥିଲେ।
ତେଣୁ ସେମାନଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ କୁ ପଠା ଯାଇଥିଲେ ମଧ୍ୟ ବସ୍ ଡ୍ରାଇଭର ଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଥିଲା ବେଳେ ତାଙ୍କର ମୃ-ତ୍ୟୁ ହୋଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.