Movie prime

ହେ ଭଗବାନ ଯୁବକ ଜଣକ ଏମିତି କି ଭୁଲ୍ କରି ଥିଲା କି..ହାତ ଗୋଡ ବାନ୍ଧି ଜୀ-ଅ-ନ୍ତା ବାଘ ଆଗକୁ ପକାଇଦେଲେ ଗାଆଁ ଲୋକେ

 
Huhj
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ବାଘ ଉପରକୁ ଡେଇଁ ପଡିଲା ଯୁବକ।ବାଘ କୁ ବଞ୍ଚାଇବାକୁ ଯାଇ ତା ଉପରକୁ ଡେଇଁ ତାର ଜୀବନ ରକ୍ଷା କରିଛି ଯୁବକ।ଆପଣ ମାନଙ୍କୁ ଏହି କଥା ଟି ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ସତ।
ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଚି।ଲୋକ ମାନେ ସେହି ଯୁବକ ଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି।ଗୋଟିଏ ଭୋକିଲା ବାଘ ରେ ଜୀବନ ରକ୍ଷା କରିଛି ଯୁବକ।ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏ କଥା ଟି ସତ।
Bb
ସୂଚନା ଆପଣ ମାନେ ସମସ୍ତେ ଜାଣି ଥିବେ ବାଘ ହେଉଚି ଗୋଟିଏ ହିଂସ୍ର ଜନ୍ତୁ।ମଣିଷ ମାନଙ୍କୁ ଖାଇବା ପାଇଁ ସେ ସବୁବେଳେ ଚେଷ୍ଟା କରି ଥାଏ।ହେଲେ ସବୁବେଳେ ମଣିଷ ମାନେ ତାର ଜୀବନ ବଞ୍ଚାଇବାକୁ ଚେଷ୍ଟା କରନ୍ତି।
ଘଟଣା ଦିନ ରାତିରେ ବାଘ ଟି ଜଙ୍ଗଲ ରେ ବୁଲୁ ଥିଲା।ଏହି ସମୟ ରେ ସେ ଯାଉ ଥିବା ରାସ୍ତା ରେ ଗୋଟିଏ ବଡ କୁଅ ଥିଲା।ବାଘଟି ସେଠାରେ ପଡ଼ି ଯାଇ ଥିଲେ।ଏହା ପରେ ଜୋର୍ ରେ ଚିତ୍କାର କରୁ ଥିଲା।ଲୋକ ମାନେ ଭୟବିତ ହୋଇ ଯାଇ ଥିଲେ।
ସମସ୍ତେ ବାଘ କୁ ବଞ୍ଚାଇବାକୁ ଚେଷ୍ଟା କରି ଥିଲେ।ହେଲେ ସମ୍ଭବ ନ ଥିଲା।ଏହା ପରେ ବନ ବିଭାଗ କର୍ମଚାରୀ ଆସି ବାଘ କୁ ବଞ୍ଚାଇ ଥିଲେ।ସେମାନେ ପ୍ରଥମେ ଗୋଟିଏ ଜନ୍ତା କୁ ବାଘ ନିକଟ କୁ ପଠାଇ ଥିଲେ।ବାଘ ଟି ସେ ଯନ୍ତା ଭିତରେ ପଶୁ ନ ଥିଲା।
Jj
ଏହା ପରେ ଜଣେ ଯୁବକ ଦଉଡ଼ି ସାହାର୍ଯ୍ୟ ରେ ସେହି କୁଅ ଭିତରେ ପଶି ଥିଲା।ଏହା ପରେ ବାଘ ଟି ତାକୁ ଖାଇବା ପାଇଁ ପାଗଳ ହୋଇ ଯାଉ ଥିଲା।ଯୁବକ ଜଣକ ଯୋଜନା କରି ବାଘ କୁ ଯନ୍ତା ଭିତରେ ପୁରାଇ ଦେଇ ଥିଲା।
ଏହା ପରେ ବନ ବିଭାଗ କର୍ମଚାରୀ ମାନେ ବାଘ କୁ ଉପରକୁ ଆଣି ଜଙ୍ଗଲ ରେ ଛାଡ଼ି ଦେଇ ଚାଲି ଗଲେ।ଏହା କୁ ଦେଖି ସମସ୍ତେ ବହୁତ ଖୁସି ହେଲେ।
ଆଜି ସେହି ଯୁବକ ଙ୍କ ପାଇଁ ଗୋଟିଏ ଜୀବନ ବଞ୍ଚି ଯାଇଚି।ଲୋକ ମାନେ ସେହି ଯୁବକ ଙ୍କ ର ଖୁବ୍ ପ୍ରଶଂସା କରୁଛନ୍ତି।ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.