Movie prime

ହେ ଭଗବାନ ତୁମର ୟେ କି ଲୀଳା....ଶୌଚ ବେଳେ ଆସିଲା ଦୁଇ ମୁଣ୍ଡିଆ ସାପ..

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଏକ ଘଟଣା ସମ୍ପର୍କରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ। ଆଜ୍ଞା ହଁ ଦୁଇ ମୁଣ୍ଡିଆ ଏକ ବିରଳ ପ୍ରଜାତିର ସାପ ଦେଖିବାକୁ ମିଳିଛି। ଏହା ପୁଣି ଲିଙ୍ଗରାଜ ମନ୍ଦିରରେ ଦେଖିବାକୁ ମିଳିଛି।
ଦୁଇଜଣ ବାବା ଏହି ସାପ କୁ ଧରି ବଜାରରେ ବୁଲୁଥିଲେ ଏହା ନିଶ୍ଚିତ ଭାବରେ ଆଇନ ବାହାରେ ଏକ ଅପରାଧ ଅଟେ। କାରଣ ଏଭଳି ଭାବରେ ସାପ କୁ ଧରି ବୁଲିବାର ଅଧିକାର କାହାର ନାହିଁ।
Bh
ସେଥିପାଇଁ ପୋଲିସ ଅଧିକ ସମୟ ଧରି ଏହି ବାବା ଦୁଇଜଣଙ୍କୁ ଥାନାରେ ଅଟକ ରଖି ଅନେକ ସମୟ ଧରି ପଚରା ଉଚରା କରିଥିଲେ। ଏହି ସମ୍ପର୍କରେ ପଚରା ଯିବାରୁ ସେମାନଙ୍କ ମଧ୍ୟରୁ ଜଣେ ବାବା ଏହା
କହିଥିଲେ କି ଯେତେବେଳେ ଅନ୍ୟ ଜଣେ ବାବା ନଦୀ କୁ ଶୌଚ ହେବା ପାଇଁ ଯାଇଥିଲେ ସେଠାରୁ ହିଁ ସେ ଏହି ସାପ କୁ ନେଇ ଆସିଥିଲେ। ଏଭଳି ସେମାନେ ଅନେକ ସ୍ଥାନ ମଧ୍ୟ ବୁଲିଛନ୍ତି। ଏହି ସାପ କିଛି କରୁ ନାହିଁ ବୋଲି ମଧ୍ୟ କହିଥିଲେ।
ଏହି ସାପ ମଧ୍ୟ ବିଷଧର ନୁହେଁ ବୋଲି ସେ କହିଥିଲେ। ନିଜ ପାଖରେ ସେ ହନୁମାନ ଙ୍କ ମୂର୍ତ୍ତି ମଧ୍ୟ ରଖିଛନ୍ତି। ଆଉ ତାଙ୍କ ନିକଟରେ ଲୋକମାନେ ଦାନ କରୁଥିବା ଟଙ୍କା ମଧ୍ୟ ଥିଲା।
Bb
ଯାହାକୁ ନେଇ ତାଙ୍କ ଉପରେ ଲୋକ ମାନଙ୍କ ସନ୍ଦେହ ଆହୁରି ବଢିଥିଲା। ଏଭଳି କି ତାଙ୍କର ବ୍ୟାଗ ଯାଞ୍ଚ କରିବା ସମୟରେ ବ୍ୟାଗ ଭିତରୁ ଅନେକ ଗୁଡ଼ିଏ ରୁଦ୍ରାକ୍ଷ ମଧ୍ୟ ମିଳିଥିଲା। ଯାହାକୁ ସେ ପଞ୍ଚମୁଖୀ ରୁଦ୍ରାକ୍ଷ ବୋଲି ମଧ୍ୟ କହିଥିଲେ।
ମାତ୍ର ଏହି ବାବା ଦୁଇଜଣଙ୍କ ନିକଟରେ ଯେଉଁ ସାପ ରହିଛି ତାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଲୋକମାନେ ମଧ୍ୟ ଏହାକୁ ନେଇ ତାଙ୍କ ଉପରେ ସନ୍ଦେହ କରିଛନ୍ତି।
ଆଉ ଏହି ବିରଳ ପ୍ରଜାତିର ସାପ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ତେବେ ଏହି ଘଟଣା ସଂପର୍କରେ ଜାଣିବା ପରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.