Movie prime

ଓଃ କି ବିଭତ୍ସ ମୃ-ତ୍ୟୁ.. ମୁଣ୍ଡ ଦହି ବାହାରିଗଲା..ରିଲ୍ କରୁ କରୁ ପଛରୁ ଟ୍ରେନ ଖଣ୍ଡ ଖଣ୍ଡ କରିଦେଲା ଦେହ..

 
Gg
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ପୁଣିଥରେ ରିଲ୍ସ କରିବା ସମୟରେ ଜଣେ ଯୁବକଙ୍କ ମୃ-ତ୍ୟୁ ଘଟିଛି।ଯୁବକ ଜଣଙ୍କ ଫେମସ ବଦଳ ରେ ତାଙ୍କର ମୃ-ତ୍ୟୁ ହୋଇଛି।ରିଲ୍ସ ଭିଡିଓ ଭାଇରାଲ ହେବାର ନିଶା ଯୁବକ ଙ୍କୁ ଭାରି ପଡ଼ିଛି।
ଭାଇରାଲ ତ ହୋଇ ପାରିଲେ ନାହିଁ,ଶେଷ ରେ ଏଭଳି ଘଟଣା ଘଟିଛି। ଇନଷ୍ଟାଗ୍ରାମ ରେ ରିଲ୍ସ କରୁଥିବା ବେଳେ ଟ୍ରେନ ଧକ୍କା ରେ ଜଣେ ଯୁବକ ଙ୍କ ର ମୃ-ତ୍ୟୁ ଘଟିଛି।
Jh
ଗତକାଲି ଅପରାହ୍ନରେ ସମୀରା ରେଳ ଷ୍ଟେସନ ନିକଟ ରେ ରେଳ ଧାରଣ ରେ ଭଦ୍ରକ ଜିଲ୍ଲା ର ଅକ୍ଷୟ ପାତ୍ର ତାଙ୍କର ପାଞ୍ଚ ଜଣ ଅନ୍ୟ ସାଙ୍ଗ ମାନଙ୍କ ସହିତ ରିଲ୍ସ କରୁଥିଲେ।କିନ୍ତୁ ଏହି ସମୟରେ ସେହି ଲାଇନ୍ ରେ ଯାଉଥିବା ନୀଳାଚଳ ଏକ୍ସପ୍ରେସ ଟ୍ରେନ ଅକ୍ଷୟ ଙ୍କୁ ଜୋରେ ଧକ୍କା ଦେଇଥିଲା।
ଘଟଣା ସ୍ଥଳରେ ତାଙ୍କର ମୃ-ତ୍ୟୁ ହୋଇ ଯାଇଥିଲା।ଅକ୍ଷୟ ଙ୍କ ମୃ-ତ୍ୟୁ ଦେଖି ତାଙ୍କ ସହ ଥିବା ଅନ୍ୟ ସାଥି ମାନେ ଘଟଣା ସ୍ଥଳରୁ ଚଂପଟ ମାରିଥିଲେ।ଆଉ ଘଟଣା ର ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
55
ସ୍ଥାନୀୟ ବାସିନ୍ଦା ଲମ୍ବୋଦର ମହାରଣା ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ଅକ୍ଷୟ ଟ୍ରେନ ପାଖକୁ ଚାଲି ଆସିଥିଲେ।ସେଠାରେ ଆସି ରିଲ୍ସ କରୁଥିଲେ।୩ ଟା ବେଳେ ନୀଳାଚଳ ଏକ୍ସପ୍ରେସ ଯାଇଥିଲା।
ବର୍ତମାନ ଯେଉଁ ଇନଷ୍ଟା ଗ୍ରାମ ରେ ପିଲାମାନେ ମାତୁଛନ୍ତି ଏପରି ଅବସ୍ଥା ହେଉଛି।ଏସବୁ ଦେଖି ବହୁତ ଦୁଃଖ ଲାଗୁଛି।ବାପା ମା ଙ୍କ ର ଗୋଟିଏ ବୋଲି ପୁଅ ଥିଲେ। ବାପା ମା ଙ୍କୁ ଛାଡି ଯୁବକ ଜଣଙ୍କ ଆରପାରି କୁ ଚାଲି ଯାଇଛନ୍ତି।
ଏହା ଦେଖି ଯୁବକଙ୍କ ପରିବାର ଲୋକମାନେ ଏବଂ ଗ୍ରାମବାସୀ ମାନେ ଦୁଃଖ ରେ ଭାଙ୍ଗି ପଡିଛନ୍ତି।ଅକ୍ଷୟ ଙ୍କ ସହିତ ଅନ୍ୟ ଯୁବକ ମାନେ ନିକଟ ରେ ପଡ଼ିଥିବା ଏକ ଯାତ୍ରା ଦଳ ର ନାଚ କଳାକାର ଭାବରେ କାର୍ଯ୍ୟ କରୁଥିବା ସ୍ଥାନୀୟ ଲୋକମାନେ ସୂଚନା ଦେଇଛନ୍ତି ।
ଏହି ଖବରଟି ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.