Movie prime

ଜନ୍ମଦିନ ରେ ବାପା ମା ଅନଲାଇନ୍ ରେ ମଗେଇଲେ କେକ.. କେକ୍ ରେ ବିଷ ଥିଲା ଆଉ କୁନି ଝିଅ ସହ ହେଲା ଏମିତି

 
Hh
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବା ସହିତ ବହୁତ ଦୁଃଖ କରିବେ।ଜନ୍ମ ଦିନ ରେ ଆସିଥିଲା ମୃ-ତ୍ୟୁ ର କେକ୍।ଏହା ଶୁଣି ଆପଣମାନେ ଆଶ୍ଚର୍ଯ୍ୟ ହେଲେ ମଧ୍ୟ ଏହା ସତ।
ଯାହାକୁ ଖାଇ ସବୁଦିନ ପାଇଁ ଶୋଇଗଲା ଗୋଟିଏ କୁନି ଝିଅଟି। ବିଶ ପାଲଟି ଯାଇଥିଲା ଜନ୍ମ ଦିନ ର କେକ୍।ଜନ୍ମ ଦିନ ର କେକ୍ ଖାଇ ୧୦ ବର୍ଷ ର ଝିଅଟି ର ମୃ-ତ୍ୟୁ ହୋଇଛି।ଏଭଳି ଏକ ଦୁଃଖ ଘଟଣା ଘଟିଛି ଗଞ୍ଜାମ ରେ।
Bb
ଝିଅର ଜନ୍ମ ଦିନ ପାଳନ ପାଇଁ ପରିବାର ଲୋକେ ଅନଲାଇନ୍ ରେ କେକ୍ ଅର୍ଡର କରିଥିଲେ।ଚକୋଲେଟ୍ କେକ୍ ଅର୍ଡର କରାଯାଇଥିଲା।କେକ୍ କାଟିବା ସହ ଝିଅର ଜନ୍ମ ଦିନ ପାଳନ କରିଥିଲେ ପରିବାର ଲୋକେ।
ତେବେ କେକ୍ ଖାଇବା ପରେ ପରିବାର ର ସମସ୍ତେ ଅସୁସ୍ଥ ହୋଇ ପଡ଼ିଥିଲେ। ବର୍ଥ ଡେ ଗାର୍ଲ୍ ମାନବି ମଧ୍ୟ କେକ ଖାଇବା ପରେ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ।ଏହାପରେ ପରିବାର ଲୋକେ ତାଙ୍କୁ ହସ୍ପିଟାଲ ନେଇ ଯାଇଥିଲେ।
କିନ୍ତୁ ସେଠାରେ ତାଙ୍କର ମୃ-ତ୍ୟୁ ଘଟିଥିଲା।ମୃ-ତ ମାନବି ଙ୍କ ଜେଜେ ଙ୍କ ସୂଚନା ଅନୁସାରେ କେକ ଖାଇବା ପରେ ମାନବି ଙ୍କୁ ପ୍ରବଳ ଶୋଷ ଲାଗିଥିଲା।ସେ ବାରମ୍ବାର ପାଣି ପିଇବା ପରେ ସୋଇ ପଡ଼ିଥିଲେ।
Hb
ଏହାପରେ ତାଙ୍କୁ ନିକଟସ୍ଥ ହସ୍ପିଟାଲ କୁ ନିଆ ଯାଇଥିଲା।ସେଠାରେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ। ପଟିଆଲା ର କେକ ଖାନା ନାମକ ଏକ ଦୋକାନ ରୁ ଏହି କେକ ଅର୍ଡର କରାଯାଇଥିବା ସୂଚନା ମିଳିଛି।
ଅଭିଯୋଗ ଅନୁସାରେ ସଂପୃକ୍ତ ଦୋକାନି ମାଲିକ ଙ୍କ ବିରୁଦ୍ଧ ରେ ମାମଲା ରୁଜୁ ହୋଇଛି।ମୃ-ତ-ଦେ-ହ ବ୍ୟବଚ୍ଛେଦ କରାଯାଇ ଥିବା ବେଳେ କେକ ସାମ୍ପୂଲ୍ ପରୀକ୍ଷା ପାଇଁ ପଠା ଯାଇଛି।କେକ୍ ରେ ବିଶ ମିଶିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।
ତେବେ ଗତ ୨୬ ତାରିଖ ରୁ ଏହି ଘଟଣା ଘଟିଥିବା ବେଳେ ଏବେ ଏହା ସାମ୍ନାକୁ ଆସିଛି।ଏହି ଖବରଟି ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.