Movie prime

ଚତୁର୍ଥୀ ରାତି ରେ ସ୍ବାମୀ ସ୍ତ୍ରୀ ଦେହ ସୁଖ ରେ ମସଗୁଲ ଥିବା ବେଳେ.. କବାଟ ବାଡ଼େଇ ଭାଙ୍ଗିଦେଲା ପ୍ରେମିକ...

 
Gg
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବା ସହିତ ବହୁତ ନିନ୍ଦା କରିବେ।ପ୍ରେମିକ ସାଙ୍ଗ ରେ ମିଶି ଜଣେ ମହିଳା ନିଜ ସ୍ବାମୀ ଙ୍କୁ ମାରି ଦେଇଛନ୍ତି।
ଆଉ ନିଜ ହାତ ରେ ସିନ୍ଦୂର ପୋଛି ବିଧବା ହେଇଗଲେ।ହେଲେ କିଏ ଜାଣି ଦେବେ ବୋଲି ସ୍ବାମୀ ର ସ-ବ କୁ ଜାବୁଡି ଧରି କାନ୍ଦିବାର ଅଭିନୟ କରିଥିଲେ।ଏହି ଘଟଣା ଟି ବର୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।
Gg
ମହିଳା ଜଣଙ୍କ ହାତ ରୁ ଶଙ୍ଖା ଓ ମଥା ରୁ ସିନ୍ଦୁର ପୋଛି ଦେଇ କାନ୍ଦୁଥିବାର ଦେଖିବାକୁ ମିଳିଛି।ମହିଳା ଙ୍କ ଅବସ୍ଥା ଦେଖିଲେ ଯିଏ କିଏ ବି ଆଖିରୁ ଲୁହ ଝରାଇ କାନ୍ଦିବେ।ଏତେ କମ୍ ବୟସ ରେ ସ୍ବାମୀ ମରିଗଲା ପରେ ମହିଳା ଜଣଙ୍କ କିପରି ରହିବେ ତାକୁ ନେଇ ସମସ୍ତେ ଚିନ୍ତା ରେ ମଧ୍ୟ ପଡ଼ି ଯାଇଥିଲେ।
କିନ୍ତୁ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ସମସ୍ତଙ୍କ ସାମ୍ନାରେ ମୁଣ୍ଡ ପିଟି କାନ୍ଦୁଥିବା ମହିଳା ଜଣଙ୍କ ହେଉଛନ୍ତି ହ-ତ୍ୟା-କା-ରୀ।ମହିଳା ଙ୍କ ନାମ ହେଉଛି ଫୁଲ କୁମାରୀ।ଯିଏ କି ସାତ ମାସ ତଳେ ନୀତିଶ ନାମକ ଜଣେ ଯୁବକ ଙ୍କୁ ବିବାହ କରିଥିଲେ।
Yy
ଲୋକଙ୍କ କହିବା ଅନୁସାରେ ଦୁହିଁଙ୍କ ମଧ୍ୟରେ ବୈବାହିକ ଜୀବନ ମଧ୍ୟ ଖୁବ୍ ସୁନ୍ଦର ଭାବରେ ଚାଲିଥିଲା।କେହି ବି ତାଙ୍କ ସମ୍ପର୍କ କୁ ସନ୍ଦେହ କରୁ ନଥିଲେ।କିନ୍ତୁ ମହିଳା ଜଣଙ୍କ ଏତେ ଭୟଙ୍କର ବୋଲି କେହି ଜାଣି ନଥିଲେ।
ସୂଚନା ଅନୁସାରେ ଫୁଲ କୁମାରୀ ନାମକ ଏହି ମହିଳା ସାତ ବର୍ଷ ପୂର୍ବରୁ ରାଜ୍ କୁମାର ନାମକ ଜଣେ ଯୁବକ ଙ୍କୁ ଭଲ ପାଉଥିଲେ ।କିନ୍ତୁ ପରିବାର ଲୋକେ ଜୋର ଜବରଦସ୍ତି ଫୁଲ କୁମାରୀ ଙ୍କ ବାହାଘର ନୀତିଶ ଙ୍କ ସହିତ କରାଇ ଥିଲେ।ଦୁଇ ପ୍ରେମୀ ଯୁଗଳ ନୀତିଶ ଙ୍କୁ ରାସ୍ତା ରୁ ହଟାଇ ଏକାଠି ରହିବା ପାଇଁ ଯୋଜନା କରିଥିଲେ।
ଘଟଣା ଦିନ ଫୁଲ କୁମାରୀ ପରୀକ୍ଷା ଦେବାକୁ ଯିବ କହି ଘରୁ ବାହାରି ଯାଇଥିଲେ।ରାସ୍ତା ରେ ରାଜ୍ କୁମାର ଙ୍କ ସହିତ ମିଶି ନିଜ ସ୍ବାମୀ ଙ୍କୁ ହ-ତ୍ୟା କରିଥିଲେ।ଏହାପରେ ସ୍ବାମୀ ର ଶ-ବ କୁ କୂଅ ଭିତର କୁ ଫୋପାଡି ଦେଇଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.