Movie prime

ମାଆ ପୁଅ ଯାଉଥିଲେ ସ୍କୁଟି ରେ ପଛପଟୁ ପିଟିଦେଲା କାର!! ପୁଅ ୫୦ ମିଟର ଘୋଷାଡି ହୋଇ ପଡିଲା.. ଦେଖନ୍ତୁ ଏହି Viral Video

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବଲାଙ୍ଗୀର ସିଲଭର ସିଟି ଦେଇ ଅନେକ ଗାଡ଼ି ଯିବା ଆସିବା କରିଥାଏ। ହେଲେ ସେଠାରେ ହିଁ ବାରମ୍ବାର ଦୁର୍ଘଟଣା ଘଟି ଚାଲୁଛି।
ଆଜି ସେଠାରେ ପୁଣି ଏକ ମର୍ମନ୍ତୁତ ଦୁର୍ଘଟଣା ଘଟି ଯାଇଛି। ଏହି ଦୁର୍ଘଟଣା ଦେଖିଲେ ଆପଣ ମାନେ ମଧ୍ୟ ସଂପୂର୍ଣ୍ଣ ଭାବରେ ଭୟଭୀତ ହୋଇ ଯିବେ। ଦେଖିବାକୁ ମିଳିଛି କି ଏକ କାର ଯାଉଥିବା ସମୟରେ ଦୃତ ଗତିରେ ଆସି ବାଇକ୍ ଉପରେ ଚଢାଇ ଦେଇଥିଲା।
ଆଉ ଏହି ଦୃଶ୍ୟରେ ମଧ୍ୟ ମାଆ ସ୍କୁଟି ଚଳାଉଥିବା ସମୟରେ ମଧ୍ଯ ଦୁର୍ଘଟଣା ବଶତଃ ମାଆ ପଛପଟେ ବସିଥିବା ଛୋଟ ପିଲା ଟି ଛିଟକି ପଡିଥିଲା। ଆଉ ପୁଅ ଟି ମାଆ ସ୍କୁଟି ରୁ ଛିଟିକି କି ପଡିଥିଲା।
ଏହାପରେ ମାଆ ପୁଅ ଙ୍କୁ ନିକଟସ୍ଥ ଚିକିତ୍ସା କେନ୍ଦ୍ର କୁ ପଠା ଯାଇଥିଲା। ସୁଚନା ମୁତାବକ ଦୃତ ଗତିରେ ଆସୁଥିବା ଏକ କାର ମାଆ ପୁଅଙ୍କୁ ପଛ ପଟୁ ପିଟି ଦେବାରୁ ପୁଅଟି ୫୦ ମିଟର ପର୍ଯ୍ୟନ୍ତ ଘୋଷାଡି ହୋଇ ପଡ଼ିଥିଲା।
ଆଉ ଏହି ଦୃଶ୍ୟ ଦେଖିବା ପରେ ଆପଣ ମାନେ ମଧ୍ୟ ସଂପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ଏହି କାର ଟି ପାଟଣା ଗଡ଼ ପକ୍ଷରୁ ଅତ୍ୟନ୍ତ କ୍ଷୀପ୍ର ଗତିରେ ଆସୁଥିଲା। ଏହାପରେ ବାମ ପାର୍ଶ୍ଵରେ ଯାଉଥିବା
ଏକ ସ୍କୁଟି କୁ ପଛପଟୁ ଖୁବ୍ ଜୋରେ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତି ବଲାଙ୍ଗୀର କନ୍ଦପଡ଼ା ର ବୋଲି ଜଣା ପଡ଼ିଛି। ଦୁର୍ଘଟଣା ଘଟାଇ ଥିବା କାର ଏବେ ଘଟଣା ସ୍ଥଳରେ ରହିଥିବା ବେଳେ,
ବଲାଙ୍ଗୀର ର ଟାଉନ ପୋଲିସ ପହଞ୍ଚି ଏହାର ତଦନ୍ତ ମଧ୍ଯ ଜାରି ରଖିଛି। ତେବେ ଏହି ଦୃଶ୍ୟ ଦେଖିବା ପରେ ଆପଣ ମାନେ ଏହା ଜାଣି ଯାଇଥିବେ କି ବର୍ତ୍ତମାନ୍ ସମୟରେ କିଭଳି
 ଭାବରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟୁଛି। ତେବେ ଏହି ଦୁର୍ଘଟଣା ରୁ ଆପଣ ମାନେ ନିଶ୍ଚିତ ଭାବରେ ସାବଧାନ ହୋଇ ରୁହନ୍ତୁ। ଏବଂ ସାବଧାନତା ଅବଲମ୍ବନ କରି ଗାଡ଼ି ମଧ୍ୟ ଚଳାନ୍ତୁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.