Movie prime

ପଡିଶା ଘର ଭାଉଜ ସହ ଅନୈତିକ କାମ ରେ ଲିପ୍ତ ଥିବା ବେଳେ ଧରିଲେ ଗାଁ ଲୋକେ ଆଉ ତାପରେ ଯାହା କଲେ..

 
Special report
ନମସ୍କାର ପାଠକ ବନ୍ଧୁ।ସ୍ଵାମୀ ନ ଥିଲା ବେଳେ ପର ପୁରୁଷ ସହିତ ସ୍ତ୍ରୀ କରୁଛି ରା-ସ ଲୀ-ଳା। ଯେଉଁ ଖଟ ରେ ନିଜ ସ୍ଵାମୀ ସହ ରାତି ରେ ଶୋଉ ଥିଲା ସ୍ତ୍ରୀ ଏବେ ସେହି ଖଟ ରେ ଅନ୍ୟ ଜଣେ ବିବାହିତ ପୁରୁଷ ଙ୍କ ସହିତ ରଖିଛି ସମ୍ପର୍କ।
Special report
ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବିହାର ରାଜ୍ୟ ରେ।ଏଠାରେ ଜଣେ ମହିଳା ଙ୍କ ସ୍ଵାମୀ ବାହାର ରାଜ୍ୟ ରେ ଦାଦନ ଖଟିବାକୁ ଯାଇ ଥିଲେ।ହେଲେ ତାଙ୍କ ସ୍ତ୍ରୀ ଘରେ ଅନ୍ୟ ଜଣେ ବିବାହିତ ପୁରୁଷ ଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖିଥିଲେ।
ସୂଚନା ଅନୁସାରେ ଗତ କିଛି ବର୍ଷ ତଳେ ମହିଳା ଓ ତାଙ୍କ ସ୍ଵାମୀ ଙ୍କ ବିବାହ ହୋଇ ଥିଲା।ବିବାହ ପରେ ଉଭୟ ଖୁସି ଥିଲେ।ନିଜର ଦୁଇ ଦୁଇ ଟି ସନ୍ତାନ ଥିଲା।ହେଲେ ତାଙ୍କ ସ୍ଵାମୀ ପରିବାର ଚଳାଇବା ପାଇଁ ବାହାର ରାଜ୍ୟ କୁ ଚାଲି ଯାଉଥିଲେ।
ଏହି ସମୟ ରେ ମହିଳା ଜଣକ ନିଜ ଘର କୁ ରାତିରେ ଅନ୍ୟ ଜଣେ ବିବାହିତ ପୁରୁଷ ଙ୍କୁ ଡାକୁଥିଲେ।ସେହି ବ୍ୟକ୍ତି ଜଣକ ଆଗରୁ ବିବାହିତ ଥିଲେ।ତାଙ୍କର ଦୁଇ ଦୁଇ ଟି ସନ୍ତାନ ମଧ୍ୟ ଥିଲା।ହେଲେ ତାଙ୍କୁ ଟି କେ ବି ଲାଜ ଲାଗିଲା ନାହିଁ ଏଭଳି କାର୍ଯ୍ୟ କରିବା ପାଇଁ।
Special report
ଦିନେ ରାତିରେ ଗାଁ ର ଲୋକ ମାନେ ସବୁ କିଛି ଦେଖି ଦେଇଥିଲେ।ମହିଳା ଓ ତାଙ୍କ ପ୍ରେମିକ ଘର ଭିତରେ ଅସଂଜତ ଅବସ୍ଥା ରେ ଥିଲେ।ଏହା ଦେଖିଲେ ପରେ ଉଭୟ ଙ୍କୁ ଗ୍ରାମ ର ଲୋକ ମାନେ ବାହାର କୁ ଆଣି
ଏକ ବଡ ବିଦ୍ୟୁତ ଖୁଣ୍ଟ ରେ ବାନ୍ଧି ଦେଇଥିଲେ। ସକାଳ ହେବାରୁ ଉଭୟ ଙ୍କୁ ବିବାହ କରାଇ ଦେଇଥିଲେ।ଏହାକୁ ସହି ପାରି ନ ଥିଲେ ପୁରୁଷ ଙ୍କ ସ୍ତ୍ରୀ।ସେ ଗାଁ ଲୋକ ଙ୍କୁ ଏଭଳି ନ କରିବା ପାଇଁ ଅନୁରୋଧ କରିଥିଲେ।
ହେଲେ ଗ୍ରାମ ର କୌଣସି ଲୋକ ଶୁଣି ନ ଥିଲେ।ସେମାନେ ତାଙ୍କ ଭୁଲ ପାଇଁ ଉପଯୁକ୍ତ ଦଣ୍ଡ ଦେଲେ।ଏ କଥା ଶୁଣି ମହିଳା ଙ୍କ ସ୍ଵାମୀ ମଧ୍ୟ ଘର କୁ ଫେରିଛନ୍ତି।କାନ୍ଦି କାନ୍ଦି ତାଙ୍କ ଅବସ୍ଥା ଖରାପ ହୋଇ ଯାଇଛି।ଯେ କେହି ବି ଏଭଳି ଘଟଣା ଶୁଣିଛି ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.