Movie prime

ପାଣି ଭିତରୁ ବାହାରିଲା ଉଡନ୍ତା କୁମ୍ଭୀର ଲୋକେ ଦେଖି ହେଲେ ଆଶ୍ଚର୍ୟ୍ଯ ଦେଖନ୍ତୁ କ୍ୟାମେରାରେ ରେକର୍ଡ ହେଲା ଏହି ବିରଳ ଦୃଶ୍ୟ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ରାଜ୍ୟର କେନ୍ଦ୍ରାପଡା ଜିଲ୍ଲାରେ ଏହି କୁମ୍ଭୀରମାନଙ୍କ ଆତଙ୍କ ବେଶୀ। ଗତ କିଛି ମାସରେ ବୃଦ୍ଧ,ଶିଶୁ ଏବ ଅନେକ ଲୋକଙ୍କୁ ମୃତ୍ୟୁ ମୁଖକୁ ଡାକିନେବା ବେଳେ ନିକଟରେ ଜଣେ ମହିଳାଙ୍କୁ ତୁଠରୁ ଟାଣି ନେଇ କଚାଡି କଚାଡି ଖାଇଥିଲା କୁମ୍ଭୀର।
Special report
ଆଉ ଗ୍ରାମବାସୀମାନଙ୍କ ସାମ୍ନାରେ ଘଟିଥିଲା ଏଭଳି ଅଘଟଣ। ତେବେ ଏଭଳି ଭୟଙ୍କର ଦୃଶ୍ୟ ଲୋକମାନଙ୍କ ମନରୁ ନଲିଭୁନୁ ବର୍ତ୍ତମାନ ଇଣ୍ଟରନେଟରେ ଏକ କୁମ୍ଭୀରର ଭିଡିଓ ସାମ୍ନାକୁ ଆସିଛି। 
ବନ୍ଧୁଗଣ ପାଣି ଭିତରେ କୁମ୍ଭୀର ଉଡ଼ିବା କଥାଟି ଶୁଣିଲେ ଆଶ୍ଚର୍ୟ୍ଯ ଲାଗିବା ସ୍ଵାଭାବିକ। ମାଛ ଧରିବା ପାଇଁ ପାଣି ଭିତରକୁ ଯାଇଥିବା ମତ୍ସ୍ୟଜିବୀ ଙ୍କ ସହିତ ଏହିପରି ଘଟଣା ଘଟିଥିଲା।
ଯାହାକୁ ତାଙ୍କ ସାଥୀ ଜଣକ ମୋବାଇଲ୍ ଭିଡିଓ କରିଥିଲେ। ଜଣେ ବ୍ୟକ୍ତି କାଦୁଅ ପାଣିରେ ମାଛ ଧରିବା ପାଇଁ ଯାଇଥିଲେ। ବ୍ୟକ୍ତି ଜଣକ ମାଛ ଧରିବା ପାଇଁ ପାଣି ଭିତରେ ଡଙ୍ଗା ରଖିବା ମାତ୍ରେ କାଦୁଅ ପାଣିରୁ କୁମ୍ଭୀର ବାହାରି ଆସିଥିଲା। 
Special report
ଯାହାକୁ ସେ ଦେଖିବା ମାତ୍ରେ ଛାନିଆ ହେଇଯାଇଥିଲେ। ମାଛ ଧରିବା ପାଇଁ ବ୍ୟକ୍ତି ଜଣକ ମାଂସ ଏକ ବାଡିରେ ବାନ୍ଧି ପାଣିରେ ପକାଉଥିଲେ। ସେହି ମାଂସ ଖଣ୍ଡକୁ ଖାଇବା ପାଇଁ ଡଙ୍ଗା ନିକଟରେ ଥିବା ଏକ କୁମ୍ଭୀର ବାହାରି ଆସିଥିଲା।
ମାଂସ ଖଣ୍ଡକୁ ଖାଇବା ପାଇଁ କୁମ୍ଭୀର ଯେଉଁ ଭଳି ଡେଇଁଲା ତାହା ଦେଖି ମାଛ ଧରିବାକୁ ଯାଇଥିବା ବ୍ୟକ୍ତି ଜଣକ ଭୟଭିତ ହୋଇଗଲେ। ଏହି ଭିଡିଓ ଟି ସେ ସୋସିଆଲ ମିଡିଆରେ ସେୟାର କରିବା ମାତ୍ରେ ଏହା ଖୁବ୍ ଭାଇରାଲ ହୋଇଥିଲା। 
ଏହାକୁ ଏପର୍ଯ୍ୟନ୍ତ ଲକ୍ଷାଧିକ ଲୋକେ ଦେଖି ସାରିଲେଣି। ଏହି ଭିଡିଓ କୁ ଦେଖି ଅନେକ ଲୋକ କଡା ମନ୍ତବ୍ୟ ମଧ୍ୟ ଦେଇଛନ୍ତି। ଜଣେ ୟୁଜର ଏହି ଭିଡିଓ କୁ ଦେଖି ଲେଖିଛନ୍ତି, ସର୍ବଦା ମଇଳା ପାଣି ଠାରୁ ଦୂରରେ ରହିବା ଉଚିତ୍।
ଏବଂ ଅନ୍ୟ ଜଣେ ଲେଖିଛନ୍ତି ଏହି କୁମ୍ଭୀର ଟି ଉଡାଜାହାଜ ପରି ବାହାରୁଛି। ଆଉ ଅନ୍ୟଜଣେ ଲେଖିଛନ୍ତି, ଏହି କୁମ୍ଭୀରଟି ହେଉଛି ଦାନ୍ତ କୁମ୍ଭୀର। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଉଡୁଥିବା କୁମ୍ଭୀର ଟିର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.