Movie prime

ପାର୍କ ରେ ପ୍ରେମିକ ସହ ବୁଲି ବୁଲି ମସ୍ତି କରୁଥିବା ବେଳେ ମୋ ଛୁଆ କୁ କିଏ ଉଠେଇ ନେଇଗଲା , ଆଜ୍ଞା ମୋର ନ୍ୟାୟ ଦରକାର୍

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପବ୍ଲିକ ପାର୍କ ଭିତରେ ଯେତେବେଳେ ମହିଳା ଜଣକ ଫୋନ୍ ରେ କଥା ହେଉଥିଲେ ସେତେବେଳେ ତାଙ୍କ ଛୁଆକୁ ଟେକି ନେଇ ଯାଇଥିଲେ ଚୋର। ପାର୍କ କୁ ନିଜ ଛୋଟ ପିଲାକୁ ନେଇ ମହିଳା ଜଣକ ଆସିଥିଲେ।
Special report
ଆଉ ଏହି ସମୟରେ ନିଜ ଫୋନ ରେ କଥା ହେବାରେ ବ୍ୟସ୍ତ ଥିଲେ ମହିଳା ଜଣକ। ଆଉ ଅନ୍ୟପଟେ ଜଣେ ଯୁବକ ତାଙ୍କର ପିଲାଙ୍କୁ ଚକୋଲେଟ୍ ଦେଖାଇ ଚୋରି କରି ନେଇଗଲା।
ଏହା ଆପଣ ମାନେ ମଧ୍ୟ ଦେଖିଲେ ବିଶ୍ଵାସ କରି ପାରିବେ ନାହିଁ। ଏହା ହେଉଛି ଏକ ପବ୍ଲିକ ପାର୍କ ର ଦୃଶ୍ୟ। ଏଠାକୁ ଅନେକ ଲୋକ ବୁଲିବାକୁ ଆସିଥିବା ବେଳେ ମହିଳା ଜଣକ ତାଙ୍କର ପୁଅକୁ ନେଇ ମଧ୍ୟ ଏହି ପାର୍କ ମଧ୍ୟକୁ ବୁଲିବାକୁ ଆସିଥିଲେ।
ପାର୍କ ରେ ବୁଲୁବୁଲୁ ନିଜର ଛୋଟ ଛୁଆ କୁ ଧରି ଏକ ସ୍ଥାନରେ ବସି ପଡିଥିଲେ ସେପଟେ ନିଜ ମୋବାଇଲ ରେ କଥା ହେବାରେ ସଂପୂର୍ଣ୍ଣ ଭାବରେ ମହିଳା ଜଣକ ମଜି ଯାଇଥିଲେ।
Special report
ସେପଟେ ମାଆ ଫୋନ ରେ କାହା ସହ କଥା ହେଉଥିବାର ଦେଖି ପୁଅଟି ମାଆର ପଛପଟେ ବସି ଯାଇଥିଲା। ଆଉ ଠିକ ସେହି ସମୟରେ ପାର୍କ ମଧ୍ୟରେ ଏଭଳି ଏକ ଅଘଟଣ ଘଟି ଯାଇଥିଲା।
ମହିଳା ଜଣକ ଫୋନ ରେ କଥା ହେଉ ହେଉ ସେ ସମ୍ପୁର୍ଣ୍ଣ ଭାବରେ ହଜି ଯାଇଥିଲେ ହେଲେ ଏହି ହଜିବା ତାଙ୍କୁ ଏମିତି ମହଙ୍ଗା ପଡିବ ଏକଥା ସେ ଆଦୌ ଜାଣିପାରି ନଥିଲେ। ମହିଳା ଜଣକ କଥା ହେଉ ହେଉ ଜଣେ ଯୁବକ ମୁହଁରେ ରୁମାଲ ଗୁଡ଼ାଇ ପାର୍କ ଭିତରକୁ ଆସିଥିଲା।
ଏହାପରେ ଯୁବକ ଜଣକ ଏକ ଚକୋଲେଟ୍ ଦେଖାଇ ଏହି ଛୋଟ ପୁଅଟିକୁ ନିଜ ପାଖକୁ ଡାକି ଥିଲା। ଛୋଟ ପିଲାଟି ମଧ୍ୟ ଚକୋଲେଟ୍ ଲୋଭରେ ସେହି ଯୁବକ ଜଣକ ପାଖକୁ ଚାଲି ଯାଇଥିଲା। ସେହି ଯୁବକ ଜଣକ ଆଉ କେହି ନଥିଲା ବରଂ
ସେହି ଯୁବକ ଜଣକ ଥିଲା ଏକ ଛୁଆ ଚୋର। କଳେ ବଳେ କୌଶଳେ ସେ ଏତେ ଲୋକଙ୍କ ମଧ୍ୟରେ ଛୁଆ କୁ ଚୋରୀ କରି ନେଇ ଯାଇଥିଲା। ଆଉ ମହିଳା ଜଣକ ଯେତେ ଖୋଜିଲେ ମଧ୍ଯ ତାଙ୍କ ଛୁଆ କୁ ପାଇ ନଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.