Movie prime

ପାର୍ଲର ରେ ଗଲା ଯୁବତୀ ଙ୍କ ଇଜ୍ଜତ, ମସାଜ୍ କରୁ କରୁ ହୋଇଗଲା ଏମିତି କାଣ୍ଡ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି କୁହାଯାଏ ପ୍ରେମ ହେଉଛି ଅନ୍ଧ, ଏହା କେବେ ଏବଂ କାହା ସହିତ ଘଟିବ ଆମେ କହି ପାରିବୁ ନାହିଁ ।
ଆଜ୍ଞା ହଁ ପ୍ରେମ କୁ ନେଇ ବର୍ତ୍ତମାନ୍ ସମୟରେ ଅନେକ ନୂଆ ନୂଆ ଘଟଣା ମାନ ମଧ୍ଯ ଘଟିବାକୁ ଲାଗିଛି ଯାହାକୁ କି ଆପଣ ମାନେ ବିଶ୍ବାସ ମଧ୍ୟ କରି ପାରିବେ ନାହିଁ। ଆମେ ଏବେ ଆପଣଙ୍କୁ ସେଭଳି ଏକ ଘଟଣା ସମ୍ପର୍କ ରେ କହିବାକୁ ଯାଉଛୁ।
Special Report
ଆପଣ ମାନେ ଜାଣିଥିବେ ଦିଅର ଭାଉଜ ହେଉଛି ଏକ ପବିତ୍ର ସମ୍ପର୍କ ହେଲେ ଏବେ ଏହି ସଂପର୍କରେ କଳଙ୍କ ଲାଗି ଯାଇଛି। ଜଣେ ମହିଳା ନିଜ ସ୍ଵାମୀ ଙ୍କୁ ବିବାହ କରି ସ୍ୱାମୀ ଙ୍କ ସହ ରହୁଥିଲେ ହେଲେ ସେ ଧୀରେ ଧୀରେ ତାଙ୍କର ଦିଅର ଙ୍କ
 ନିକଟତର ହେବାପାଇଁ ଲାଗିଲେ। ଦିଅର ଓ ମହିଳା ଜଣକ ଙ୍କ ସ୍ଵାମୀ ଉଭୟ ମିଶି ସୁରଟ ରେ କାମ କରୁଥିଲେ। ଏହାପରେ ମହିଳା ଜଣକ ତାଙ୍କର ସ୍ଵାମୀ ଙ୍କ ନିକଟକୁ,
Special Report
ସୁରଟ ମଧ୍ୟ ଯାଇଥିଲେ। ଏହାପରେ ଧୀରେ ଧୀରେ ସେ ତାଙ୍କର ଦିଅର ଙ୍କ ସହ ନିକଟତର ହେବାକୁ ଲାଗିଲେ। ଏକଥା ତାଙ୍କର ସ୍ଵାମୀ ମଧ୍ୟ ଜାଣିବାକୁ ପାଇଥିଲେ ମାତ୍ର ଏହାପରେ ମହିଳା ତାଙ୍କର ଦିଅର ସହ ଏକାଠି ରହିବାକୁ ଲାଗିଲା।
Special Report
ଏହାପରେ ମହିଳା ଜଣକ ଙ୍କ ସ୍ଵାମୀ ଏକ ଚୁଡାନ୍ତ ନିଷ୍ପତ୍ତି ନେଇଥିଲେ। ଯାହାକୁ ଶୁଣିବା ପରେ ସଂପୂର୍ଣ୍ଣ ଗ୍ରାମବାସୀ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିଲେ। ଆଉ କେହି ମଧ୍ୟ ଏହି କଥାକୁ ବିଶ୍ବାସ କରି ପାରି ନଥିଲେ।
ସ୍ବାମୀ ଜଣକ ଏହା ନିଷ୍ପତ୍ତି ନେଇଥିଲେ କି ସେ ତାଙ୍କର ସ୍ତ୍ରୀ ର ବିବାହ ତାଙ୍କର ସାନ ଭାଇ ଙ୍କ ସହ କରାଇ ଦେଇଥିଲେ। କାରଣ ଉଭୟ ଉଭୟ ଙ୍କୁ ଖୁବ ଭଲ ପାଉଥିଲେ। ଏବେ ସୋସିଆଲ ମିଡ଼ିଆରେ ତାଙ୍କର ଖବର ଖୁବ ଭାଇରାଲ୍ ହେବାରେ ଲାଗିଛି।
Special Report
ଏବଂ ତାଙ୍କର ବିବାହର ଫଟୋ ଓ ଭିଡିଓ ମଧ୍ଯ ସୋସିଆଲ ମିଡ଼ିଆ ରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ତେବେ ଆପଣଙ୍କୁ ଏହି ଖବର ଶୁଣି କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.