Movie prime

ସତ ହୋଇଥିଲେ ସାଙ୍ଘାତିକ : PDS ଚାଉଳ ରେ ମିଶୁଛି ପ୍ଲାଷ୍ଟିକ?? ସରକାରୀ ବାବୁ ଙ୍କ ସାହାଯ୍ୟ ରେ ଚାଲିଛି ଏମିତି ଖେଳ?

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ ଏଭଳି କିଛି ଖବର ଆପଣମାନେ ଜାଣିପାରିବେ ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଖବର ଆସିଛି ସରକାରଙ୍କ ଦ୍ଵାରା ମିଳୁଥିବା ରାସନ୍ ଚାଉଳକୁ ନେଇ । ଏବେ ଏହାକୁ ନେଇ ଅନେକ ଖବର ଆସୁଛି ।
ସୁନ୍ଦରଗଡ଼ ଜିଲ୍ଲାରୁ ଆସିଛି ଏହି ଖବର । ସରକାର ରାସନ୍ କାର୍ଡ ଦ୍ଵାରା ଚାଉଳ ଦେଇଥାନ୍ତି । ଯାହାଦ୍ଵାରା ଅନେକ ଲୋକ ଉପକୃତ ହୋଇଥାନ୍ତି । ଅନେକ ଲୋକ ଖାଇବା ପାଇଥାନ୍ତି । କିନ୍ତୁ ଏବେ ଏହି ଚାଉଳ ସହ ଅନେକ ଖବର ଆସୁଛି ।
ଚାଉଳରେ ଏଭଳି କିଛି ଜିନିଷ ଆସୁଛି ଯାହା ଚାଉଳ ଭଳି ଦେଖାଯାଉଛି । କିନ୍ତୁ ଏହା ଚାଉଳ ନୁହେଁ । ଏହାକୁ ପାଣିରେ ଭିଜାଇଲେ ଏହା ଅଠା ଲାଗୁଛି । ଆଉ ରୋଷେଇ କରିଲେ ଶୀଘ୍ର ସିଝି ଯାଉଛି । 
ଏହାକୁ ଚୋବାଇଲେ ଏହା ଛିଡ଼ୁ ନାହିଁ । ସରକାର ଦେଉଥିବା PDS ଚାଉଳକୁ ନେଇ ଏବେ ପ୍ରଶ୍ନ ଉଠୁଛି । ପ୍ରଶ୍ନ ଆସୁଛି ଖାଉଟିଙ୍କୁ ଦିଆଯାଇଛି କି ପ୍ଲାଷ୍ଟିକ ଚାଉଳ ? ଭଲ ଚାଉଳ ସହ ମିଶି କରି ରହିଛି ଏହି ଧଳା ଚାଉଳ ।
ଏହି ଚାଉଳ ଦେଖି ଖାଉଟିଙ୍କ ମନରେ କକୁଆ ଭୟ ଦେଖାଯାଇଛି । ଏହି ଚାଉଳ ଦେଖିବାକୁ ମୋଟା ଆଉ ସଫା । ଧଳା ଦେଖା ଯାଉଥିବା ଚାଉଳକୁ ନେଇ ଏବେ ସୁନ୍ଦରଗଡ଼ ଜିଲ୍ଲାରେ ଚର୍ଚ୍ଚା ହେଉଛି । ଚଳିତ ଥର ଏହି ଚାଉଳ କଣ୍ଟ୍ରୋଲରେ ମିଳିଛି ।
ଏହାକୁ ଦେଖି ଲୋକମାନେ ଖାଇବାକୁ ଇଛା କରୁ ନାହାନ୍ତି । ଚାଉଳରେ ଏଭଳି ପ୍ଲାଷ୍ଟିକ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଲୋକମାନେ ଏହାକୁ ଦେଖି ଡରି ଯାଇଛନ୍ତି । ଏହି ଚାଉଳ ରୋଷେଇ କରି ଖାଇଲେ ଦାନ୍ତରେ ଲାଗି ଯାଉଛି ।
ଏହି ଖବର ଆସିବା ପରେ ସେଠାରେ ନ୍ୟୁଜ୍ ରିପୋର୍ଟର ପହଞ୍ଚିଥିଲେ । ଆଉ ସେମାନେ ଏହାକୁ ଯାଞ୍ଚ କରିଥିଲେ । ଏହି ଚାଉଳ ନେଇ ଘରେ ରଖିଛନ୍ତି କିନ୍ତୁ ଏହାକୁ ଖାଉ ନାହାଁନ୍ତି । ବିଶେଷଜ୍ଞ କହିଛନ୍ତି ଏହା ପ୍ଲାଷ୍ଟିକ ଚାଉଳ ନୁହେଁ ଏହା ହେଉଛି ଆଇରନ ଯୁକ୍ତ ଜିନିଷ ।