Movie prime

ହେ ଭଗବାନ ! ମୃ-ତ୍ୟୁ ଏମିତି ବି ଆସେ???

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ସୋସିଆଲ ମିଡ଼ିଆର ଏମିତି ଏକ ମାଧ୍ୟମ ଯେଉଁଠାରେ ସବୁ ଘଟଣା ଲୋକଙ୍କ ପାଖରେ ସହଜରେ ଶୀଘ୍ର ପହଂଚି ଯାଇଥାଏ ଯାହା ଆପଣ ମାନେ ମଧ୍ୟ ଦେଖିଥିବେ।
ଆଉ ଏଠାରେ ସେହିପରି ଏକ ଘଟଣା ଛାତି ଥରାଇ ଦେଲାଭଳି ଦେଖିବାକୁ ମିଳୁଛି ଯାହା ଏବେ ଭାଇରଲ ହୋଇଛି। ଆଉ ଏହିପରି ଅନେକ ସମୟରେ ଘଟଣା ସବୁ ଘଟିଯାଉଛି ଯାହା ଆପଣମାନେ ସୋସିଆଲ ମିଡ଼ିଆରେ ଦେଖିବାକୁ ପାଇଥିବେ। 
ଦୁନିଆରେ କାହାର ସମୟର କେତେବେଳେ ସରିଯିବ ଆଉ କେଉଁ ମୁହୂର୍ତରେ କିଏ ଦୁନିଆରୁ ଚାଲିଯିବ ତାହା କେହି ଜାଣିନାହାନ୍ତି। ମୃ-ତ୍ୟୁ କେତେବେଳେ କେଉଁ ମୁହୁର୍ତରେ କାହା ପାଖରେ ଆସି ଛିଡା ହେବ ତାହା କାହାକୁ ଜଣାନଥାଏ।
ବର୍ତମାନ ଅନେକ ବ୍ୟକ୍ତି ଚାଲୁ ଥିବା ସମୟରେ କିମ୍ବା କଥା କହୁଥିବା ସମୟରେ ମଧ୍ୟ ତଳେ ଟଳି ଜୀବନ ଚାଲି ଯାଉଛି। ତେବେ ବର୍ତ୍ତମାନ ସମୟରେ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। 
ଆଉ ଏଠାରେ ଏକ ଆଖି ଚମକାଇ ଦେଲା ଭଳି ଦୃଶ୍ୟ ନଜରକୁ ଆସିଛି ଯାହା ସବୁ କ୍ୟାମେରା ରେ ରେକର୍ଡ ହୋଇଛି। ଆଉ ଏଠାରେ ଯେଉଁ ଦୃଶ୍ୟ ନଜରକୁ ଆସିଛି ଏହିପରି ସବୁ ଘଟଣା ବର୍ତ୍ତମାନ ସମୟରେ ସବୁ ଦିନ ଘଟୁଛି ଯାହା ଆପଣ ମାନେ ମଧ୍ୟ ଦେଖିଥିବେ।
ତେବେ ବନ୍ଧୁଗଣ ନୂଆ ଦିଲ୍ଲୀର ଦମନର ଦେବକା ସ୍ଥିତ ଏକ ସିସିଟିଭିରେ ମୃ-ତ୍ୟୁର ଏକ ଲାଇଭ ଭିଡିଓ ସାମ୍ନାକୁ ଆସିଛିର। ଏହି ଭିଡିଓ ଦେଖି ଲୋକ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ମୃ-ତ୍ୟୁର ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। 
ଭିଡିଓରେ ଦେଖା ଯାଉଥିବା ଏହି ବ୍ୟକ୍ତି ଜଣକ ଫୋନରେ କଥାବାର୍ତ୍ତା କରୁଥିବା ସମୟରେ ସ୍କୁଟିରୁ ହଠାତ ତଳକୁ ଟଳି ପଡ଼ିଥିଲେ। ସ୍କୁଟିଟି ମଧ୍ୟ ବ୍ୟକ୍ତିଙ୍କ ଉପରେ ପଡ଼ିଯାଇଥିଲା।
ଏହା ପରେ ତାଙ୍କ ପାଖରେ ଥିବା ଲୋକ ମାନେ ସାଙ୍ଗେ ସାଙ୍ଗେ ସ୍କୁଟିଟିକୁ ହଟେଇବାକୁ ଚେଷ୍ଟା କରୁଛନ୍ତି। ଏହାପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା।
ଆଉ ଡାକ୍ତରଖାନାରେ ଡାକ୍ତର ମାନେ ତାଙ୍କୁ ମୃ-ତ ଘୋଷଣା କରିଥିଲେ। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.