Movie prime

ଶାଢ଼ୀ ପିନ୍ଧୁ ପିନ୍ଧୁ ଯୁବତୀ ଙ୍କ ଫଟୋ ଭାଇରାଲ..ଶାରୀରିକ ସଂପର୍କ ରଖିବାକୁ ସର୍ତ୍ତ ରଖିଲା ବ୍ଲାକ ମେଲର

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Hj
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି।
ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ବନ୍ଧୁଗଣ ଏକ ଷ୍ଟୁଡିଓ ଭିତରେ କ୍ୟାମେରା ମ୍ୟାନ ଏବଂ ତାଙ୍କ ଆସିଷ୍ଟାଣ୍ଟ ଥିଲେ। ଆଉ ସେତିକିବେଳେ ଜଣେ ମହିଳା ଷ୍ଟୁଡିଓକୁ ଫୋଟ ଉଠେଇବା ପାଇଁ ଆସିଥିଲେ। 
Hh
କିନ୍ତୁ କ୍ୟାମେରା ମ୍ୟାନ ତାଙ୍କର ଫୋଟ ଉଠେଇବା ପୂର୍ବରୁ ମହିଳା ଜଣଙ୍କ ପିନ୍ଧିଥିବା ଶାଢ଼ୀକୁ ଠିକ୍ ଭାବରେ ସଜାଡିବାକୁ କହିଥିଲେ। ଆଉ ମହିଳା ଜଣଙ୍କ ମଧ୍ୟ ଶାଢୀ ଖୋଲି ସଜାଡିବାକୁ ଲାଗିଥିଲେ।
କିନ୍ତୁ ଠିକ୍ ସେତିକିବେଳେକୁ ଷ୍ଟୁଡିଓ ଭିତରେ ଲାଗିଥିବା ଗ୍ରୀନ କପଡା ଭିତରୁ ହଠାତ କ୍ୟାମେରା ଲାଇଟ ଦେଖିବାକୁ ମିଳିଥିଲା। ଯାହାକୁ ଦେଖି ମହିଳା ଜଣଙ୍କ ଭୟଭୀତ ହେଇଯାଇଥିବା ବେଳେ କପଡା ପଛ ପଟେ ଲୁଚିଥିବା ଯୁବକଙ୍କୁ ଟାଣି ଆଣିଥିଲେ। 
ଆଉ ଏତିକି ବେଳେ ଷ୍ଟୁଡ଼ିଓରେ ଥିବା କ୍ୟାମେରା ମ୍ୟାନ ଆସି ପହଁଚି ଯାଇଥିଲା। ମହିଳା ଜଣଙ୍କ ସବୁ ଘଟଣା କ୍ୟାମେରା ମ୍ୟାନକୁ କହିବା ବେଳେ ସେହି କ୍ୟାମେରା ମ୍ୟାନ ଜଣଙ୍କ ନିକ ଆସିଷ୍ଟାଣ୍ଟକୁ ମାଡ ମାରିବା ସହିତ ତାଙ୍କ କ୍ୟାମେରାରୁ ଭିଡ଼ିଓ କାଟି ଦେଇଥିବା ଦେଖିବାକୁ ମିଳିଥିଲା।
ଏହି ସବୁ ଦୃଶ୍ୟ ଷ୍ଟୁଡିଓରେ ଲାଗୁଥିବା କ୍ୟାମେରାରେ ରେକର୍ଡ ହେଇଯାଇଥିବା ବେଳେ ଏବେ ସେହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।