Movie prime

ମୃତ୍ୟୁ ଆଗରୁ ପିଣ୍ଟୁ ଗାଇଥିଲେ ଗୋଟେ ଗୀତ ଯାହା ଏବେ ଖୁବ୍ viral ହେବାକୁ ଲାଗୁଛି, ଏଯାଏଁ ୧୨ କୋଟି ରୁ ଉର୍ଦ୍ଧ ଦେଖି ସାରିଲେଣି

 
Special report
ଆପଣମାନେ ଓଲିଉଡ଼ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ।ସେ ତାଙ୍କ ଅଭିନୟ ମାଧ୍ୟମରେ ସମସ୍ତ ଓଡ଼ିଶାବାସୀ ଙ୍କ ହୃଦୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।
ସେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ୫୦ ରୁ ଉର୍ଦ୍ଧ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି।ଦର୍ଶକ ମାନେ ତାଙ୍କ ଅଭିନୟ ଦେଖିବା ପାଇଁ ବହୁତ ପସନ୍ଦ କରିଥାନ୍ତି।
କେତେବେଳେ ତାଙ୍କୁ ଗୋଟିଏ କମେଡ଼ିଆନ ହିସାବରେ ଦେଖିଛନ୍ତି ତ ଆଉ କେତେବେଳେ ଭିଲିୟାନ, ପୁଣି କେତେବେଳେ ସପୋର୍ଟିଂ ଭୂମିକାରେ ଦେଖିଥିବେ।
କେବଳ ସେତିକି ନୁହେଁ ଅନେକ ଚଳଚ୍ଚିତ୍ର ରେ ସେ ହିରୋ ମଧ୍ୟ ହୋଇଛନ୍ତି।ମୃ-ତ୍ୟୁ ପୂର୍ବରୁ ପିଣ୍ଟୁ ନନ୍ଦ ହସି ହସି ଏକ ଓଡ଼ିଆ ଗୀତ ଗାଇଥିବା ର ଭିଡିଓ ବର୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।
ପିଣ୍ଟୁ ନନ୍ଦ ଙ୍କ ସହିତ ଅଭିଜିତ ମଜୁମଦାର ମଧ୍ୟ ଏହି ଗୀତ ଗାଇଛନ୍ତି।'ଗାଁ ମୁଣ୍ଡରେ ଟୁପୁରୁ ଟାପୁରୁ ମୋରି ପାଇଁ ଆଇ ଲୋ, ଆଲୋ ମୋ ଆଇ"ଏହି ଗୀତଟି ପିଣ୍ଟୁ ନନ୍ଦ ଗାଇଥିଲେ।
ବର୍ତମାନ ପପୁଲାର ଓଲିଉଡ଼ ଅଭିନେତା ପିଣ୍ଟୁ ନନ୍ଦ ଆମ ଗହଣରେ ଆଉ ନାହାଁନ୍ତି।ଚିକିତ୍ସାଧୀନ ଅବସ୍ଥାରେ ହାଇଦ୍ରାବାଦ ର ଯଶୋଦା ହସ୍ପିଟାଲ ରେ ତାଙ୍କର ଦେ-ହା-ନ୍ତ ହୋଇଛି।
ଆରପାରି ରେ ଓଲିଉଡ଼ ର ଲୋକପ୍ରିୟ କଳାକାର ପିଣ୍ଟୁ ନନ୍ଦ।ଏବଂ ତାଙ୍କର ମୃ-ତ୍ୟୁ ର ଖବର ଆସିବା ପରେ ଓଲିଉଡ଼ ଜଗତରେ ଶୋକର ଛାୟା ଖେଳି ଯାଇଛି।କଳାକାର ମାନେ ଆଉ ଓଡ଼ିଶାବାସୀ ମାନେ ବହୁତ ଦୁଃଖ ପ୍ରକାଶ କରିଛନ୍ତି।
ସେ ଅଭିନୟ କରିଥିବା ଚଳଚ୍ଚିତ୍ର ଗୁଡ଼ିକ ହେଉଛି ଜୟ ଜଗନ୍ନାଥ,ବାହୁଡ଼ି ବେ ମୋ ଜଗା ବଳିଆ,ଆଉ ଲଭ ମାଇଁ ଇଣ୍ଡିଆ,ପ୍ରେମ ପାଇଁ ମହାଭାରତ,ସାଥିରେ,କଥା ଦେଲି ମଥା ଛୁଇଁ, ଲଭ ମାଷ୍ଟର,ପ୍ରେମ ଋତୁ ଆସିଲାରେ ଏଭଳି ଅନେକ ସିନେମା ରେ ନିଜ ଅଭିନୟ ର ଯାଦୁ ଦେଖାଇଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.