Movie prime

ଆଉ ନାହାନ୍ତି ପିଣ୍ଟୁ ନନ୍ଦ, ରାତି ୧୧ ଟା ରେ କଲେ ଶେଷ ନିଃଶ୍ୱାସ ତ୍ୟାଗ

 
Pintu nanda dead
ଓଡ଼ିଆ ସିନେ ଜଗତ କୁ ଜବରଦସ୍ତ ଝଟକା, ଆଉ ନାହାନ୍ତି ଅଭିନେତା ପିଣ୍ଟୁ ନନ୍ଦ, ଜଣାଶୁଣା ଅଭିନେତା ତଥା କଳାକାର ପିଣ୍ଟୁ ବିଗତ ୧ ମାସ ଧରି ଲିଭର ଜନିତ ରୋଗ ରେ ପୀଡ଼ିତ ହୋଇ ଅତ୍ୟନ୍ତ ଗୁରୁତର ଭାବେ ପ୍ରଥମେ ଓଡ଼ିଶା ର ଏମ୍ସ , ପରେ ଦିଲ୍ଲୀ ଆଉ ଶେଷ ରେ ହାଇଦ୍ରାବାଦ ର ଯଶୋଦା ହସ୍ପିଟାଲ ରେ ଚିକିତ୍ସାଧୀନ ଥିଲେ
କିନ୍ତୁ ବୁଧବାର ରାତ୍ରି ୧୧:୨୫ ମିନିଟ ରେ ସେ ନିଜର ଅନ୍ତିମ ନିଃଶ୍ୱାସ ତ୍ୟାଗ କରିଥିଲେ ଆଉ ଏଇ ନେଇ ଅଭିନେତା ଶ୍ରୀତମ ନିଜେ ଟୁଇଟର ରେ ଭିଡିଓ ଦେଇ ସୂଚନା ଦେଇଛନ୍ତି
ଯକୃତ ପ୍ରତ୍ୟାରୋପଣ ରେ ବିଳମ୍ୱ ଆଉ ତଥା ପଇସା ଯୋଗାଡ ରେ ବିଳମ୍ୱ ଭିତରେ ଅଚାନକ ଏମିତି ଖବର ସମସ୍ତ ଓଡ଼ିଶା ବାସି ଙ୍କୁ ସ୍ତବ୍ଧ କରିଦେଇଛି

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.