Movie prime

ବବି ଆଉ ପିଣ୍ଟୁ ଙ୍କ ସେଇ ଶେଷ କଲ୍ ରେକର୍ଡ ଯାହା ଶୁଣିଲେ ଆପଣ ଙ୍କ ଆଖି ରୁ ବି ଲୁହ ଆସିଯିବ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଆଉ ସବୁ ଅଞ୍ଚଳର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଓଲିଉଡ, ବଲିଉଡ ଏବଂ ସବୁ କଳାକାରମାନଙ୍କ ବିଷୟରେ ସବୁ ଖବର ପାଇପାରିବେ । ଆପଣମାନେ ସମସ୍ତେ ଓଲିଉଡ ଜଗତର ମହାନ୍ କଳାକାର ପିଣ୍ଟୁ ନନ୍ଦଙ୍କୁ ଜାଣିଥିବେ । ଆଉ ଆପଣମାନେ ସମସ୍ତେ ଅଭିନେତା ବବି ମିଶ୍ରଙ୍କୁ ବି ଜାଣିଥିବେ । 
ଆଉ ଏହି ଦୁଇଜଣ ଅଭିନେତା ବହୁତ ସୁନ୍ଦର ଅଭିନୟ କରନ୍ତି । ଏହି ଦୁଇଜଣଙ୍କର ଅଭିନୟ ବହୁତ ହୃଦୟସ୍ପର୍ଶୀ ଅଟେ । ଏହି ଦୁଇଜଣ ଅଭିନେତା ଲୋକମାନଙ୍କ ମନୋରଞ୍ଜନ ପାଇଁ ଅନେକ କମେଡି କରି ଲୋକମାନଙ୍କୁ ହସାଇ ଥାଆନ୍ତି ।
ଏବେ ଆମ ଗହଣରେ ଆଉ ଅଭିନେତା ପିଣ୍ଟୁ ନନ୍ଦ ନାହାଁନ୍ତି । ସେ ଆମ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲି ଯାଇଛନ୍ତି । ଏହି ଅଭିନେତା ଜଣଙ୍କର ବିୟୋଗରେ ସାରା ସିନେ ଜଗତ ଆଉ ଓଡ଼ିଶାବାସୀ ଦୁଃଖରେ ଭାଙ୍ଗି ପଡିଛନ୍ତି ।
ଅଭିନେତା ପିଣ୍ଟୁ ନନ୍ଦ ଲିଭର ସିରୋସିସ୍ ରୋଗରେ ପୀଡିତ ଥିଲେ । ଆଉ ସେ ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା ।
ଏବେ ଅଭିନେତା ପିଣ୍ଟୁ ନନ୍ଦ ଆଉ ବବି ମିଶ୍ରଙ୍କ କଥାବାର୍ତ୍ତାର ଏକ ରେକର୍ଡିଂ ସୋସିଆଲ ମିଡିଆ ସାମ୍ନାକୁ ଆସିଛି । ଯେଉଁଥିରେ ଅଭିନେତା ବବି ମିଶ୍ର ପିଣ୍ଟୁ ନନ୍ଦଙ୍କୁ କଲ କରି ଯଶୋଦା ହସ୍ପିଟାଲ ବିଷୟରେ କହିଛନ୍ତି । ଆଉ ଯଶୋଦା ହସ୍ପିଟାଲର ଜଣେ ଡାକ୍ତରଙ୍କ ସହ ରିତୁ କଥା ହୋଇଥିଲେ ବି ସେ କହିଛନ୍ତି ।
ଏହାପରେ ସେ କହିଛନ୍ତି ଡାକ୍ତର କହିଥିଲେ ଲିଭର ଟ୍ରାନ୍ସପ୍ଲାଣ୍ଟ ଏତେ ଶୀଘ୍ର ହୁଏ ନାହିଁ । ସେ ୫୦୦ ଟା ଟେଷ୍ଟ କରିବେ ତାପରେ ମେଡିସିନ ଦ୍ଵାରା ଭଲ ହୋଇପାରେ । ଆଉ ଯଦି ଲିଭର କାହାଠାରୁ ଅଣାଯାଏ ତାହେଲେ ଅପରେସନ ପାଇଁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ।
ଆଉ ସେହି ଡାକ୍ତରଙ୍କ ପାଖକୁ ପିଣ୍ଟୁ ନନ୍ଦଙ୍କ ରିପୋର୍ଟ ବି ପଠାଇ ଦିଆଯାଇଛି ବୋଲି ବବି ମିଶ୍ର ପିଣ୍ଟୁ ନନ୍ଦଙ୍କୁ କହୁଥିଲେ । ଏଭଳି ଅନେକ କଥା ବବି ମିଶ୍ର ଆଉ ପିଣ୍ଟୁ ନନ୍ଦ ହୋଇଥିଲେ ଯେତେବେଳେ ପିଣ୍ଟୁ ନନ୍ଦ ଦିଲ୍ଲୀର ମେଡ଼ିକାଲରେ ଥିଲେ । ଏହି ଭିଡିଓରେ ଆପଣ ସବୁ କଥା ଶୁଣିପାରିବେ ।