Movie prime

ପିଜା ଡେଲିଭରି ପୁଅ ସହ ଅନୈତିକ କାଣ୍ଡ ରେ ଲିପ୍ତ ହେଇଗଲା କଲେଜ୍ ଛାତ୍ରୀ..

 
Special report
ନମସ୍କାର ପାଠକ ବନ୍ଧୁ।ଏବେ ସମାଜ ରେ କିଭଳି ଘଟଣା ମାନ ଘଟୁଛି ଆପଣ ମାନେ ସମସ୍ତେ ଜାଣି ଥିବେ।ଏବେ ର ଅନ ଲାଇନ ଯୁଗ ରେ ସବୁ କିଛି ଆମେ ଘରେ ବସି ଫୋନ୍ ରେ ଅର୍ଡର କରି ଦେଉଛୁ।ଏହା ଆମ ଜୀବନ କୁ ଆହୁରି ସହଜ କରି ଦେଇଛି।
ଡେଲିଭରି ବଏ ଆସି ଆମ ଘର ସାମନା ରେ ଦେଇ ଦେଇ ଥାଏ।ହେଲେ ଆପଣ ମାନେ ଥରେ ଭାବନ୍ତୁ ଯଦି ଆମେ ତାଙ୍କରି ସହିତ ଏମିତି ଖରାପ କାମ କରିବୁ ତେବେ ସେମାନେ କିପରି ଆସି ଆମ କାମ କରିବେ।ଆଜି ଆମେ ସେଭଳି ଏକ ଘଟଣା ବିଷୟରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
ସୂଚନା ଅନୁସାରେ ଗୋଟିଏ ଝିଅ ର ତାଙ୍କ ଘରେ କେହି ନ ଥିଲେ।ଏହି ସମୟ ରେ ତାର କିଛି ଭଲ ଖାଇବାକୁ ଇଚ୍ଛା ହେଲା।ସେଥିପାଇଁ ସେ ତାର ମୋବାଇଲ ରେ ଖାଦ୍ୟ ଅର୍ଡର କରି ଦେଲା।କିଛି ସମୟ ପରେ ଡେଲିଭରି ବଏ ଆସି ଖାଦ୍ୟ ନେଇ ପହଞ୍ଚିଲା।
Special report
ଝିଅ ଟି କବାଟ ଖୋଲି ତା ପାଖକୁ ଗଲା।ସେ ଯୁବକ ଜଣ କୁ ଦେଖି ସେ ପାଗଳ ହୋଇ ଗଲା।ନିଜକୁ ଆଉ ସମ୍ଭାଳି ପାରିଲା ନାହିଁ।ପ୍ରଥମେ ଝିଅ ଟି ନିଜ ଘର ର ଚାରି ପାଖ କୁ ଭଲ ଭାବେ ଦେଖିଲା।
ଏହା ପରେ ଯୁବକ ଜଣକ ର ହାତ ଧରି ତାକୁ ନିଜ ଘର ର ରୁମ୍ ଭିତରକୁ ନେଇଗଲା।ଏ କଥା ର ପ୍ରତିବାଦ ଡେଲିଭରି ବଏ ମଧ୍ୟ କରି ନ ଥିଲା।ଉଭୟ ସେହି ରୁମ୍ ଭିତରେ ବହୁତ ସମୟ ଧରି ରହିଥିଲେ।ସେମାନେ ଭାବୁ ଥିଲେ ରୁମ୍ ରେ କେହି ନାହାନ୍ତି।
ହେଲେ ଏହାକୁ ସବୁ ଦେଖୁଥିଲା ସି ସି ଟିଭି କ୍ୟାମେରା।କିଛି ସମୟ ପରେ ଝିଅ ଟି ଉକ୍ତ ଯୁବକ ଙ୍କ ହାତ ଧରି ରୁମ୍ ବାହାରକୁ ଆସିଲା।ତାର ମୁଣ୍ଡ ର ଚୁଟି ସଜାଡି ସଜାଡି ସେ ପ୍ରଥମେ ଦେଖିଲା ବାହାରକୁ ଯେପରି କେହି ଆସୁ ନ ଥିବେ।
ଏହା ପରେ ସେ ଯୁବକ ଜଣ କୁ ବାହାରେ ଛାଡି ଚାରି ଆଡ଼କୁ ଅନେଇଲା।ବାହାରେ କେହି ନ ଥିବାର ସୁଯୋଗ ନେଇ ସେ ଘର ଭିତର କୁ ଚାଲି ଗଲା।
ଏଭଳି ଦୃଶ୍ୟ ଏକ ସି ସି ଟିଭି କ୍ୟାମେରା ରେ କଏଦ ହୋଇ ଯାଇ ଥିଲା।ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.