Movie prime

ପୋ-ଲି-ସ ବାବୁଙ୍କ ନାଁ ରେ ଆସିଲା ସାଙ୍ଘାତିକ ଅଭିଯୋଗ ଦେଖନ୍ତୁ କଣ କଲେ ଏମିତି କାମ - Exclusive

 
Bb
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ଏହି ସୋସିଆଲ ମିଡ଼ିଆ ଦ୍ଵାରା ସବୁ ଅଞ୍ଚଳର ଖବର ପାଇବା ଶହ ଦେଶ,
ବିଦେଶ ସବୁ ଖବର ରଖୁଥିବେ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ଯୁଗରେ ପୋଲିସ ହୋଇ ମଧ୍ୟ ଏଭଳି କାମ କରୁଛନ୍ତି ଯାହା ଏହି ସମାଜ ପାଇଁ ଖରାପ ଅଟେ । 
Hh
ସମାଜରେ ଅନେକ ଲୋକ ଅଛନ୍ତି ଆଉ ପୋଲିସ ଚାକିରି କରୁଥିବା ଲୋକମାନଙ୍କୁ ଅନେକ ଲୋକ ବିଶ୍ୱାସ କରିଥାନ୍ତି । କିନ୍ତୁ ଯଦି ପୋଲିସ ସାଧାରଣ ଜନତାଙ୍କ ସୁରକ୍ଷା କରୁଥିବା ଲୋକ ଏଭଳି କାମ କରିବ ତାହେଲେ ଏହି ସମାଜ ଆଉ କାହାକୁ ଦୋଷ ଦେବ ।
ଏହି ପୋଲିସ ବାବୁ ଜଣକ ଥାନାରେ ରହି ପୋଲିସ ବୋଲି ତାଙ୍କର କେହି କିଛି କରିପାରିବେ ନାହିଁ ବୋଲି କହୁଥିଲେ କିନ୍ତୁ ଏବେ ତାଙ୍କ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ । ଏହି ପୋଲିସ ଜଣକ ନାଁରେ ଅଭିଯୋଗ ଆଣିଛନ୍ତି ଜଣେ ମହିଳା । ଏହି ମହିଳା ଜଣକ ହେଉଛନ୍ତି ପୋଲିସ ବାବୁଙ୍କର ପ୍ରଥମ ସ୍ତ୍ରୀ ।  
ଏହି ମହିଳା ଜଣକ ପୋଲିସ ବାବୁଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଫେବୃଆରୀ ୧୪ ତାରିଖରେ ଏହି ମହିଳାଙ୍କୁ ପୋଲିସ ବାବୁ ବିବାହ କରିଥିଲେ । ଆଉ ଏହାପରେ ପୁଣି ମାର୍ଚ୍ଚ ୩ ତାରିଖରେ ଆଉ ଜଣେ ମହିଳାଙ୍କୁ ବିବାହ କରିଥିଲେ ପୋଲିସ ବାବୁ ଜଣକ ।
Hu
ଏହି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଙ୍ଗାଳି ଥାନା ଅଧୀନରେ ଥିବା ରାମଚନ୍ଦ୍ରପୁର ଗାଁରେ । ଏହି ମହିଳା ଜଣକ ନାମ ହେଉଛି ମିଲି । ଏହି ପୋଲିସ ବାବୁଙ୍କ ନାମ ହେଉଛି ସୁଧୀର ପାତ୍ର। ମିଲି ଏବଂ ସୁଧୀର ପରସ୍ପରକୁ ଭଲ ପାଉଥିଲେ । 
ସେମାନେ ୮ ବର୍ଷ ଭଲପାଇବା ପରେ ସମଲେଇ ମନ୍ଦିରରେ ଫେବୃଆରୀ ୧୪ ତାରିଖରେ ବିବାହ କରିଥିଲେ । ଆଉ ଏହାପରେ ପୁଣି ମାର୍ଚ୍ଚ ୩ ତାରିଖରେ ସେ ଆଉ ଜଣେ ମହିଳାଙ୍କୁ ବିବାହ କରିଥିଲେ ।
ଏହାପରେ ଏହି ପ୍ରଥମ ସ୍ତ୍ରୀ ଜଣକ ଥାନାରେ ଅଭିଯୋଗ କରିଥିଲେ କିନ୍ତୁ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଆଉ ଏବେ ସେ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି । ଦେଖାଯାଉ ଏହି ଘଟଣା ଆଗକୁ କେଉଁ ମୋଡ ନେଉଛି ।