Movie prime

ପୋଲିସ ମାଡାମ କଲେ ଏମିତି ରିଲ୍ସ ସିଧା ହାତରୁ ହରାଇଲେ ସରକାରୀ ଚାକିରୀ ଦେଖନ୍ତୁ ଏହି ଦୃଶ୍ୟ କେମିତି ରିଲ୍ସ ନିଶାରେ ଚୁର ଥିଲେ ମହିଳା ପୋଲିସ ଅଧିକାରୀ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଇଣ୍ଟରନେଟ୍‌ ଯୁଗରେ ଏବେ ଯାହା ହାତରେ ଦେଖ ମୋବାଇଲ। ମୋବାଇଲ ସାହାଯ୍ୟରେ ଦେଶ ଦୁନିଆର ଖବର ସହଜରେ ଲୋକଙ୍କ ନିକଟରେ ପହଞ୍ଚିପାରୁଛି। କିଛି ଭିଡିଓ ବେଶ୍‌ ମଜାଦାର ହୋଇଥାଏ ତ ଆଉ କିଛି ଗମ୍ଭୀର।
Special report
ସେହିପରି କିଛି ଲୋକ ନିଜ ମୁର୍ଖାମୀ ଯୋଗୁ ବି ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି। ଏବେ ସେଭଳି ଏକ ମୁର୍ଖତାଭରା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଯୁବତୀ ରିଲ୍ସ ବନାଇବା ଚକ୍କରରେ ନିଜ ଚାକିରି ହରାଇ ବସିଛନ୍ତି। 
ତେବେ ବନ୍ଧୁଗଣ ଉତ୍ତରପ୍ରଦେଶରେ ଜଣେ କାର୍ଯ୍ୟରତ ମହିଳା ପୋଲିସଙ୍କ ପାଇଁ ରିଲସ କରିବା ମହଙ୍ଗା ପଡିଛି। ଡ୍ୟୁଟିରେ ଥାଇ ରିଲସ୍ କରିବା ଯୋଗୁଁ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଶେଷରେ ଚାକିରୀ ହରାଇବାକୁ ପଡିଛି।
Special report
ତେବେ ମହିଳା ପୋଲିସ ଜଣଙ୍କ ହେଉଛନ୍ତି କାନପୁରର ପ୍ରିୟଙ୍କା ମିଶ୍ର। ସେ ମାତ୍ର ୨ ଦିନ ପୂର୍ବରୁ ନିଯୁକ୍ତି ପାଇଥିଲେ। ପ୍ରିୟଙ୍କା ୨୦୨୦ ମସିହାରେ ପୋଲିସ ବିଭାଗରେ କନଷ୍ଟେବଳ ଭାବେ ନିଯୁକ୍ତି ପାଇଥିଲେ। 
ପରେ ସେ ଝାନ୍ସୀରେ ତାଲିମପ୍ରାପ୍ତ ହୋଇ ଆଗ୍ରା ଏମଏମ ଗେଟ ପୋଲିସ ଷ୍ଟେଶନର ମହିଳା ହେଲ୍ପ ଡେସ୍କରେ ପୋଷ୍ଟିଂ ହୋଇଥିଲେ। ହେଲେ ପ୍ରିୟଙ୍କା ଡ୍ୟୁଟିରେ ଥିବାବେଳେ ହାତରେ ରିଭଲଭର ଧରି ଏକ ରିଲ୍ସ ତିଆରି କରି ତାହାକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ।
Special report
ଯେଉଁଥିପାଇଁ ସେ ସୋସିଆଲ ମିଡିଆରେ ଟ୍ରୋଲ ହେବା ସହ ଡ୍ୟୁଟିରେ ଥାଇ ରିଲ୍ସ ତିଆରି କରିବା ଉପରେ ପ୍ରଶ୍ନ ଉଠାଇଥିଲେ। ଶେଷରେ ବାଧ୍ୟ ହୋଇ ପ୍ରିୟଙ୍କା ଚାକିରୀରୁ ଇସ୍ତଫା ଦେଇଥିଲେ। 
Special report
କିନ୍ତୁ କିରାଣୀ ଜିତେନ୍ଦ୍ର ପ୍ରିୟଙ୍କାଙ୍କ ଦୋଷ ଘୋଡାଇ ତାଙ୍କୁ ଆଉ ଥରେ ଚାକିରୀରେ ଯୋଗ ଦେବାକୁ କହିଥିଲେ। ଯେଉଁଥିପାଇଁ ପୁଣିଥରେ ପ୍ରୟଙ୍କା ଚାକିରୀରେ ଯୋଗ ଦେଇଥିଲେ।
କିନ୍ତୁ ଏହି ଏହି ମାମଲା ସମ୍ପର୍କରେ ପୋଲିସ କମିଶନର ଜାଣିବା ପରେ କିରାଣୀଙ୍କୁ ନିଲମ୍ବନ କରିଥିଲେ। ଏହା ସହିତ ପ୍ରିୟଙ୍କା ଶର୍ମାଙ୍କ ପୋଲିସ ସେବାକୁ ଫେରିବା ଆଦେଶ ମଧ୍ୟ ବାତିଲ କରାଯାଇଥିଲା। ଫଳରେ ୨ ଦିନପରେ ପୁଣି ପ୍ରୟଙ୍କା ନିଜର ଚାକିରୀ ହରାଇଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.