Movie prime

ଦିନକୁ ଦିନ ପ୍ରସିଦ୍ଧ ହେଉଛନ୍ତି ଓଡ଼ିଆ Youtuber ଲବ ହାଂସଦା ଦେଖନ୍ତୁ ତେଙ୍ଗେ ତେଙ୍ଗେ କରିଦେଲେ ଫେମସ

 
Bb
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଆପଣମାନେ ଅନେକ କିଛି ଖବର ପାଇ ପାରୁଛନ୍ତି ।
ଆପଣମାନେ ସମସ୍ତେ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡିଓ ଅର୍ଥାତ୍ ଇନଷ୍ଟାଗ୍ରାମ, ୟୁଟ୍ୟୁବରେ ଅନେକ ପ୍ରକାରର ଭିଡିଓ ଦେଖୁଛନ୍ତି ଯାହା ବହୁତ ପରିମାଣରେ ଭାଇରାଲ ହୋଇଥାଏ । ଏବେ ବହୁତ ପାପୁଲାର ଗୀତ ଆପଣମାନେ ତ ଜାଣିଥିବେ । ଟେଙ୍ଗେ ଟେଙ୍ଗେ ଗୀତ କିଏ ବା ନ ଜାଣିଛି । 
Hh
ବଡ ଠାରୁ ଆରମ୍ଭ କରି ଛୋଟ ପର୍ଯ୍ୟନ୍ତ ଯାହା ପାଟିରେ ଶୁଣିବ ଟେଙ୍ଗେ ଟେଙ୍ଗେ ଗୀତ । ଆଉ ଏହି ଗୀତ ବହୁତ ଭାଇରାଲ ହୋଇଯାଇଛି । ଏହି ଗୀତ ପ୍ରଥମେ କିଛି ଛୋଟ ପିଲା ଗାଇଥିଲେ । ଆଉ ସେମାନେ ଆମ ଦେଶର ନୁହଁନ୍ତି ।
ଏବେ ତାଙ୍କୁ ଦେଖା କରି ଜଣେ ଓଡ଼ିଆ ବ୍ଲଗର ପ୍ରସିଦ୍ଧ ହୋଇ ଯାଇଛନ୍ତି । ଏହାକୁ ନେଇ ଏବେ କିଛି ଖବର ଆସିଛି । ପୁରା ବିଶ୍ୱରେ ଭାଇରାଲ ହେଉଛି ଏହି ଟେଙ୍ଗେ ଟେଙ୍ଗେ ଗୀତ । ଆଉ ଏହି ସମୟରେ ଓଡ଼ିଆ ବ୍ଲଗର ଲବ୍ ହଂସଦାଙ୍କ ମୁଣ୍ଡକୁ ଏକ ପ୍ଲାନ୍ ଆସିଲା । ସେ ଟେଙ୍ଗେ ଟେଙ୍ଗେ ସହ ଯାଇ ଭିଡିଓ ବନାଇଲେ ।
ଏହାପରେ ଲବ୍ ହଂସଦା ଟେଙ୍ଗେ ଟେଙ୍ଗେ ସହ ପ୍ରସିଦ୍ଧ ହୋଇଗଲେ । ଓଡ଼ିଶାରୁ ଯାଇ ବାହାର ଦେଶରେ ବ୍ଲଗ୍ କରୁଥିବା ଲୋକଙ୍କ ଭିତରୁ ଏହି ଯୁବକ ଜଣକ ହେଉଛନ୍ତି ସର୍ବପ୍ରଥମ । ଅନେକ ଲୋକ ତାଙ୍କର ଏହି ବ୍ଲଗକୁ ବହୁତ ପସନ୍ଦ କରନ୍ତି ।
Bb
ଆଉ ଏବେ ଲବ୍ ହଂସଦା ଏହି ଟେଙ୍ଗେ ଟେଙ୍ଗେ ସହ ଭିଡିଓ କରି ବହୁତ ପ୍ରସିଦ୍ଧ ହୋଇ ଯାଇଛନ୍ତି ବୋଲି ଖବର ଆସିଛି । ଟେଙ୍ଗେ ଟେଙ୍ଗେ ସହ ଯେଉଁ ଭିଡିଓ ସେ ବନାଇଥିଲେ ତାହା ଅଧିକ ଲୋକପ୍ରିୟତା ହୋଇଛି । ଏହି ଭିଡିଓକୁ 2M ଲୋକ ଦେଖି ସାରିଲେଣି । 
ଏହି ଭିଡିଓରୁ ଏହି ବ୍ୟକ୍ତି ଜଣକ ଅନେକ ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି । ପୂର୍ବ ଆଫ୍ରିକାର ୟୁଗୋଣ୍ଡାରେ ରହିଛି ଏହି ରେଙ୍ଗୋ ଟେଙ୍ଗେ ଟେଙ୍ଗେ । ଏହି ଟେଙ୍ଗେ ଟେଙ୍ଗେକୁ କମ୍ ବୟସ ଆଉ ସେ ଏହି କମ୍ ବୟସରେ ବହୁତ ଲୋକପ୍ରିୟତା ହାସଲ କରି ସାରିଲେଣି ।
ଭାରତରୁ ଯାଇ କେହି ଟେଙ୍ଗେ ଟେଙ୍ଗେ ସହ ରିଲ୍ ବନାଇ ନାହାଁନ୍ତି କିନ୍ତୁ ଓଡ଼ିଶାରୁ ଲବ୍ ହଂସଦା ଯାଇ ଟେଙ୍ଗେ ଟେଙ୍ଗେ ସହ ଭିଡିଓ ବନାଇଛନ୍ତି । ଆଉ ଏହି ଗୀତରେ ରିଲ୍ସ ମଧ୍ୟ ବନାଇଛନ୍ତି । ଆଉ ଏବେ ଲୋକମାନେ କହୁଛନ୍ତି ଟେଙ୍ଗେ ଟେଙ୍ଗେ ସହ ଭିଡିଓ କରି ଲବ୍ ହଂସଦା ବହୁତ ପ୍ରସିଦ୍ଧ ହୋଇଗଲେ ।