Movie prime

ପାଠ ପଢ଼ାଇବା ଛାଡି ପ୍ରଧାନ ଶିକ୍ଷକ ସ୍କୁଲରେ ରୋଷେଇୟା ସହ କରୁଥିଲେ ରାସଲୀଳା ଦେଖନ୍ତୁ ଧରିଲେ ଗାଁ ଲୋକେ ପିନ୍ଧାଇଲେ ଚପଲ ମାଡ଼

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଶ୍ରେଣୀ ଗୃହରେ ରୋଷେୟାଙ୍କ ସହିତ ଅ-ନୈ-ତି-କ ସମ୍ପର୍କ ରଖିଥିଲେ ଶିକ୍ଷକ। ପିଲାଙ୍କୁ ପାଠ ପଢେଇବା ଛାଡ଼ି ପ୍ରଧାନ ଶିକ୍ଷକ ରୋଷେୟା ସହ ରା-ସ-ଲୀ-ଳା କରୁଥିବାର ସୁରାକ ପାଇ ସ୍କୁଲରେ ପହଞ୍ଚି ଗଲେ ଗ୍ରାମବାସୀ। ଅସଂଜତ ଅବସ୍ଥାରେ ଦୁହିଁଙ୍କୁ ଧରିଲେ ଗ୍ରାମବାସୀ।
ଆଉ ଧରାପଡ଼ିବା ପରେ ଗାଁ ଲୋକଙ୍କ ଠାରୁ ନିର୍ଦ୍ଧୁମ ମାଡ଼ ଖାଇଲେ ପ୍ରଧାନ ଶିକ୍ଷକ। ଶିକ୍ଷକଙ୍କ ବେକରେ ଚପଲ ମାଳ ପିନ୍ଧେଇ ଗାଁ ବୁଲେଇଲେ ଗ୍ରାମବାସୀ। ଘଟଣାଟି ହେଉଛି ସୁନ୍ଦରଗଡ ଜିଲ୍ଲା କେ ବଲାଙ୍ଗ ଥାନା ଅନ୍ତର୍ଗତ ଖଡିଆବାହାଲ ସେବାଶ୍ରମରେ ଘଟିଛି ଏହି ଘଟଣାଟି। 
Special Report
ଖଡିଆବାହାଲ ସେବାଶ୍ରମର ପ୍ରଧାନ ଶିକ୍ଷକ ରୋହିତ କୁମାର ରାଏଙ୍କର ଦୀର୍ଘବର୍ଷ ହୋଇଯିବ ସ୍କୁଲର ରୋଷେୟାଙ୍କ ସହ ଅ-ନୈ-ତି-କ ସମ୍ପର୍କ ରହିଥିବାରୁ ଅଭିଯୋଗ ହୋଇ ଆସୁଥିଲା। ଏହାକୁ ନେଇ ଦୁଇବର୍ଷ ତଳେ ସ୍କୁଲ୍ କମିଟି ବୈଠକ ବସାଇ ଉଭୟଙ୍କୁ ଚେତାବନୀ ମଧ୍ୟ ଦେଇଥିଲେ।
କିନ୍ତୁ ତଥାପି ଦୁହେଁ ସୁଧୁରି ନଥିଲେ ଓ ପୂର୍ବ ଭଳି ଅ-ନୈ-ତି-କ ସମ୍ପର୍କ ରଖିଥିଲେ। ଏମିତିକି ବାପା ମାଆ ଛୁଆଙ୍କୁ ସ୍କୁଲଙ୍କୁ ବି ଛାଡ଼ିବାକୁ ଇଚ୍ଛା କରୁନଥିଲେ। ଖରା ଛୁଟି ପରେ ଗତ ବୁଧବାର ଠାରୁ ସ୍କୁଲ ଖୋଲିଥିଲା। 
ଏହାପରେ ପୁଣିଥରେ ଆରମ୍ଭ ହୋଇଥିଲା ପ୍ରଧାନ ଶିକ୍ଷକଙ୍କ ରା-ସ-ଲୀ-ଳା। ପ୍ରଧାନ ଶିକ୍ଷକ ଓ ରୋଷେୟା ମହିଳା ଅ-ନୈ-ତି-କ କାର୍ଯ୍ୟରେ ଲିପ୍ତ ଥିବା ଜାଣି ଗ୍ରାମବାସୀ ସ୍କୁଲରେ ପହଞ୍ଚିଥିଲେ। ଗ୍ରାମବାସୀମାନେ ଉଭୟଙ୍କୁ ଏକ ବନ୍ଦ କୋଠରୀରୁ ଅସଞ୍ଜତ ଅବସ୍ଥାରେ ବାହାର କରିବା ପରେ
Special Report
 ଏହାକୁ ନେଇ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଉଭୟ ନିଜର ଭୁଲ ସ୍ୱୀକାର କରିବା ସହ ଭବିଷ୍ୟତରେ ଆଉ ଏମିତି କରିବେ ନାହିଁ ବୋଲି କହିଥିଲେ। ଏନେଇ ଗ୍ରାମବାସୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। 
ଏନେଇ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଏପରିକି ଗ୍ରାମବାସୀ ବିଡ଼ିଓଙ୍କୁ ଘଟଣା ସମ୍ପର୍କରେ ଲିଖିତ ଭାବେ ଜଣାଇଥିବା ସୂଚନା ମିଳିଛି। ପ୍ରଧାନ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଏହିଭଳି କାର୍ଯ୍ୟ ପାଇଁ ଶିକ୍ଷକଙ୍କୁ ବହିଷ୍କୃତ କରାଯାଉ। ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ହେଲେ ପୋଲିସ କୌଣସି ହେଲେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନାହିଁ। ତେଣୁ ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି ଗ୍ରାମବାସୀ ମାନେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.