Movie prime

କଣ ଘଟିଲା ଯେତେବେଳେ କପିଲ ଶର୍ମା ନିଜ ଶୋ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ଡାକିବାକୁ ଚେଷ୍ଟା କରିଥିଲେ, ତାପରେ ଯାହା ଉତ୍ତର ଆସିଲା ଆପଣ ଙ୍କ ମୁଣ୍ଡ ବି ଖରାପ ହୋଇ ଯିବ

 
Special Report
ଆପଣମାନେ ବଲିଉଡ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତା କପିଲ ଶର୍ମା ଙ୍କୁ ବେଶ ଭଲ ଭାବରେ ଜାଣିଥିବେ।ସେ ବର୍ତମାନ ଏକ ନୂଆ ଚଳଚ୍ଚିତ୍ର ରେ ନଜର ଆସିବାକୁ ଯାଉଛନ୍ତି।ଯେଉଁଥିରେ ସେ ଏକ ଡେଲିଭରି ଵଏ ହୋଇଛନ୍ତି।ଚଳଚ୍ଚିତ୍ର ଟି ର ନାମ ହେଉଛି ଜ୍ୱି ଗାଟୋ।
ଏହି ଚଳଚ୍ଚିତ୍ରର ପ୍ରମୋସନ୍ ଚାଲିଛି।କିନ୍ତୁ ଦର୍ଶକ ମାନେ କପିଲ ଶର୍ମା କମେଡି କରନ୍ତି ବୋଲି ବହୁତ ଭଲ ଭାବରେ ଜାଣିଛନ୍ତି।ଏବଂ ତାଙ୍କର କମେଡି ସୋ ମଧ୍ୟ ରହିଛି।ଯାହାକି ଦର୍ଶକ ମାନେ ଦେଖି ଖୁବ୍ ହସିଥାନ୍ତି।
କପିଲ ଶର୍ମାଙ୍କ ସୋ ରେ ଅନେକ ଅଭିନେତା ଆଉ ଅଭିନେତ୍ରୀ ମାନେ ତାଙ୍କ ଫିଲ୍ମ କୁ ପ୍ରମୋଟ କରିବା ପାଇଁ ଆସିଥାନ୍ତି। ଦିନେ କପିଲ ଶର୍ମା ଙ୍କୁ ସାକ୍ଷାତକାର ରେ ପଚରା ଯାଇଥିଲା ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ସୋ ରେ କାହିଁକି ଦେଖିବାକୁ ମିଳିନାହିଁ।
ଏହି ପ୍ରଶ୍ନ ଶୁଣି କପିଲ ଶର୍ମା କହିଥିଲେ ଯେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ସୋ କୁ ଆସିବା ପାଇଁ କହିଥିଲେ କିନ୍ତୁ ମୋଦି କହିଥିଲେ ଯେ ବର୍ତମାନ ତାଙ୍କର ବିରୋଧ ରେ ଥିବା ଲୋକେ ବହୁତ ଭଲ କମେଡି କରୁଛନ୍ତି।
କିନ୍ତୁ ମୋଦି ସୋ କୁ ଆସିବା ପାଇଁ ଆଶ୍ୱାସନା ଦେଇଥିଲେ।ବହୁତ ବଡ଼ ବଡ଼ ସେଳିବ୍ରେଟି ମାନେ କପିଲ ଶର୍ମାଙ୍କ ସୋ କୁ ଆସିଥାନ୍ତି।କପିଲ ଶର୍ମା କହିଛନ୍ତି
ଯେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ଯେତେବେଳେ ଦେଖା ହୋଇଥିଲେ ସେ ସୋ କୁ ଆସିବା ପାଇଁ କହିଥିଲେ।ସେ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନା କରି ନଥିଲେ।
ମୁମ୍ବାଇରେ ଚଳଚ୍ଚିତ୍ର ସଂଗ୍ରହାଳୟର ଉଦଘାଟନ କରାଯାଇଥିଲା। ସେଠାରେ ମୋଦୀ ବହୁତ ଭଲ ଥଟ୍ଟା କରିଥିଲେ। ସେଠାରେ ପୁରା ଇଣ୍ଡଷ୍ଟ୍ରି ର ସମସ୍ତେ ଉପସ୍ଥିତ ଥିଲେ।
ସମସ୍ତେ ବହୁତ ଖୁସି ହେଲେ।କପିଲ ଶର୍ମା କହିଛନ୍ତି ସେ ଚାହୁଁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସୋ କୁ ଆସନ୍ତୁ।ବହୁତ ମଜାଳିଆ କଥା କପିଲ ଶର୍ମା କହିଥାନ୍ତି।ଦର୍ଶକ ମାନେ ମଧ୍ୟ ବହୁତ ଉପସ୍ଥିତ ରହିଥାନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.