Movie prime

ପ୍ରତିଦିନ ରାତି ରେ ନିଜ ସ୍ତ୍ରୀ ସହ ଏମିତି କାମ କରୁଥିବା ସ୍ଵାମୀ କୁ କେବେ ବି ଧୋକା ଦେଇ ନ ଥାଏ ସ୍ତ୍ରୀ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ରାଜନୀତିଜ୍ଞ ଥିଲେ। ଆଉ ସେ ରାଜନୀତି ସହ ଲୋକ ମାନଙ୍କ ବ୍ୟକ୍ତିଗତ ଜୀବନ ଉପରେ ଏଭଳି ବାଣୀ ଦେଇଛନ୍ତି
Special report
ଯାହାକୁ ଶୁଣିବା ଦ୍ବାରା ଆପଣଙ୍କ ବ୍ୟକ୍ତିଗତ ଜୀବନ ନିଶ୍ଚିତ ଭାବରେ ସୁଖଦାୟକ ହେବ। ସେ କହିଛନ୍ତି କି ବୈବାହିକ ଜୀବନ ହେଉଛି ଏକ ସୁଖ ପୂର୍ଣ୍ଣ ଜୀବନ ଆଉ ଏହି ଜୀବନରେ ଉଭୟ ଖୁସୀ ହେବା ନିହାତି ଦରକାର୍।
ସେ ସ୍ୱାମୀ ସ୍ତ୍ରୀ ଙ୍କ ସମ୍ପର୍କ କୁ ଏକ ପଶୁ ସହ ତୁଳନା କରିଛନ୍ତି। ସେ କହିଛନ୍ତି କି ଯଦି ସେମାନେ ଘୋଡ଼ା ଓ କୁକୁର ଭଳି ସାହସିକତା ନିଜ ସମ୍ପର୍କରେ ଅବଲମ୍ବନ କରିବେ , ସେତିକି ମାତ୍ର ରେ ସେହି ସମ୍ପର୍କ ଫଳ ପ୍ରଦ ହେବ।
Special report
ଆହୁରି ମଧ୍ଯ କହିଛନ୍ତି ସ୍ତ୍ରୀ ମଧ୍ଯ ନିଜ ସ୍ୱାମୀ ଙ୍କୁ ଶାରୀରିକ ସୁଖ ପ୍ରଦାନ କରିବା ନିହାତି ଆବଶ୍ୟକ ଅଟେ। ଯାହା ଦ୍ବାରା କି ତାଙ୍କର ସମ୍ପର୍କ ମଧ୍ଯ ସୁମଧୁର ହୋଇଥାଏ। ଆଉ ସ୍ୱାମୀ ସ୍ତ୍ରୀ ଙ୍କ ସମ୍ପର୍କ ର ମୂଳଦୁଆ ମଧ୍ଯ ସୁଦୃଢ ଥିବା ଦରକାର୍।
ଆପଣଙ୍କୁ ଆପଣଙ୍କ ପରିଶ୍ରମ ଠାରୁ ଅଧିକ ଫଳର ଇଚ୍ଛା କରିବା ଆବଶ୍ୟକ ନୁହେଁ। ଯଦି ଆପଣଙ୍କ କୌଣସି ଜିନିଷ ପ୍ରତି ଅଧିକ ଆଶା ରହିବ ତେବେ ଏହି କଥା ଆପଣଙ୍କ ସ୍ତ୍ରୀ ଙ୍କୁ ମଧ୍ଯ ଆଦୌ ପସନ୍ଦ ଆସିବ ନାହିଁ ବୋଲି ଚାଣକ୍ୟ କହିଛନ୍ତି।
Special report
କାରଣ କଠୋର ପରିଶ୍ରମ ପରେ ହିଁ ଆପେ ଆପେ ସୁଫଳ ମିଳି ଥାଏ। ସେଥିପାଇଁ ଆଗରୁ ଏଥିପାଇଁ ଆଶା କରି ବା ଲୋଭ କରି ପରିଶ୍ରମ କରିବା ଆଦୌ ଉଚିତ ଯୋଇ ନଥାଏ।
ଯେପରି କୁକୁର ଓ ଘୋଡା ଖୁବ୍ ବିଶ୍ଵସ୍ତ ଅଟନ୍ତି।ସେବାକୁ ଆପଣ ଆପଣଙ୍କ ସ୍ତ୍ରୀ ଙ୍କୁ ଖୁବ ବିଶ୍ବାସ କରିବା ଉଚିତ। ସେଭଳି କଲେ ହିଁ ଆପଣଙ୍କ ସମ୍ପର୍କ ଦିନକୁ ଦିନ ଖୁବ୍ ସୁମଧୁର ଓ ମଜଭୁତ ହେବାରେ ଲାଗିବ।
Special report
ବିଶ୍ବାସ ହିଁ ସବୁ ସମ୍ପର୍କ ର ମୂଳଦୁଆ ହୋଇଥାଏ। ଆଉ ଯଦି ଆପଣଙ୍କୁ ଆପଣଙ୍କ ଜୀବନସାଥି ଉପରେ ବିଶ୍ବାସ ନଥାଏ। ତେବେ ଏହି ସମ୍ପର୍କର କୌଣସି ମାନେ ନାହିଁ। ଆଉ ସେହି ସମ୍ପର୍କ ମଧ୍ଯ ଖୁବ୍ ଶୀଘ୍ର ଖରାପ୍ ହୋଇ ଯାଏ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.