Movie prime

ବିବାଦ ମଧ୍ୟରେ ନିଜ ପ୍ରତିକ୍ରିୟା ରଖିଲେ ଆଲିଆ ଭଟ ଦେଖନ୍ତୁ କଣ କହିଲେ

 
Special Report
ଆପଣମାନେ ବଲିଉଡ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତ୍ରୀ ଆଲିଆ ଭଟ୍ଟ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ।ସେ ତାଙ୍କ ଅଭିନୟ ମାଧ୍ୟମରେ ସମସ୍ତ ଙ୍କ ହୃଦୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।
ସେ ଅନେକ ହିନ୍ଦୀ ଚଳଚ୍ଚିତ୍ର ରେ ଅଭିନୟ କରି ଦର୍ଶକ ମାନଙ୍କ ଭଲ ପାଇବା ପାଇଛନ୍ତି।ସେ ପ୍ରଥମେ ଷ୍ଟୁଡେଣ୍ଟ ଅଫ ଦି ୟିଅର୍ ଚଳଚ୍ଚିତ୍ର ରେ ଅଭିନୟ କରିଥିଲେ ସେଥିରେ ବରୁନ ଏବଂ ସିଦ୍ଧାର୍ଥ ହିରୋ ଭୂମିକାରେ ଅଭିନୟ କରିଥିଲେ।
ବର୍ତମାନ ଅଭିନେତ୍ରୀ ଆଲିଆ ଭଟ୍ଟ ଙ୍କ ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇ ରାଲ ହେବାରେ ଲାଗିଛି। ସେ ତାଙ୍କ ଗ-ର୍ଭ-ବ-ତୀ ବିଷୟରେ କହିଛନ୍ତି।ବିବାହ ପୂର୍ବରୁ ସେ ଗ-ର୍ଭ-ବ-ତୀ ଥିଲେ କି ନାହିଁ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିଲା।
ଏହି ବିଷୟରେ ନିଜେ ଅଭିନେତ୍ରୀ ଆଲିଆ ଭଟ୍ଟ ଖୁଲାସା କରିଛନ୍ତି।ଆପଣମାନେ ଜାଣିଥିବେ ବଲିଉଡ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟ ପରସ୍ପର ଙ୍କୁ ଭଲ ପାଉଥିଲେ।
ଏବଂ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।ଯାହାର ଭିଡିଓ ସୋସିଆଲ ମିଡ଼ିଆ ରେ ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା।ବିବାହର କିଛି ମାସ ପରେ ଅଭିନେତ୍ରୀ ଆଲିଆ ଭଟ୍ଟ
 ଗ-ର୍ଭ-ବ-ତୀ ଅଛନ୍ତି ବୋଲି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ସେୟାର କରିଥିଲେ।ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।ସମସ୍ତେ ଭାବିଥିଲେ ଅଭିନେତ୍ରୀ ଆଲିଆ ଭଟ୍ଟ ବାହାଘର ପୂର୍ବରୁ ଗ-ର୍ଭ-ବ-ତୀ ଥିଲେ।
ଏକ ସାକ୍ଷାତକାର ରେ ଅଭିନେତ୍ରୀ ଆଲିଆ ଭଟ୍ଟ କହିଥିଲେ ଯେ 'ହାର୍ଟ ଅଫ୍ ଷ୍ଟୋନ୍' ହେଉଛି ତାଙ୍କର ପ୍ରଥମ ହଲିଉଡ୍ ଚଳଚ୍ଚିତ୍ର।ସେଥିରେ କାମ କରିବା ପାଇଁ ସେ ବହୁତ ଚେଷ୍ଟା କରିଥିଲେ।
ତେଣୁ ସେ ଦଳ ସହିତ କଥାବାର୍ତ୍ତା କରିଲେ।ସେ ଗ-ର୍ଭ-ବ-ତୀ ଥିବାର ଜାଣି ସେମାନେ ଅଭିନେତ୍ରୀ ଆଲିଆ ଙ୍କ ଭଲ ଯତ୍ନ ନେବେ ବୋଲି କହିଥିଲେ।ସେ ଗ-ର୍ଭ-ବ-ତୀ ଥିବାବେଳେ ପ୍ରଥମ ଆକ୍ସନ୍ ଫିଲ୍ମର ସୁଟିଂ କରିଥିଲେ।
ପ୍ରଥମ କିଛି ସପ୍ତାହ ଟିକେ କଷ୍ଟସାଧ୍ୟ ଥିଲା କାରଣ ତାଙ୍କୁ ବହୁତ କ୍ଳାନ୍ତ ଏବଂ ବାନ୍ତି ଲାଗୁଥିଲା।ସେତେବେଳେ ଏହି ବିଷୟରେ କିଛି ଜଣାଇ ନଥିଲେ।
କାରଣ ପ୍ରାୟ ସମସ୍ତେ କୁହନ୍ତି ଯେ ୧୨ ସପ୍ତାହ ପର୍ଯ୍ୟନ୍ତ କାହାକୁ କୁହାଯାଏ ନାହିଁ।ସେଥିପାଇଁ ସେ କାହାକୁ କହି ନଥିଲେ।କିନ୍ତୁ ଅଭିନେତ୍ରୀ ନିଜର ଯତ୍ନ ନେଉଥିଲେ।ଯଥାସମ୍ଭବ ବିଶ୍ରାମ ନେବାକୁ ମଧ୍ୟ ଚେଷ୍ଟା କରୁଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.