Movie prime

ଫିଲ୍ମ ଷ୍ଟାଇଲ ରେ ନୁହେଁ ପୁରା ସତ ସତିକା ପ୍ରେମ ଦେଖନ୍ତୁ ବିବାହିତ ସ୍ତ୍ରୀ କୁ ପ୍ରେମିକ ହାତରେ ଟେକିଦେଲା ସ୍ଵାମୀ ଦେଖନ୍ତୁ ଚର୍ଚ୍ଚାରେ ଏହି Viral Video

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା ସବୁ ଦେଶ, ବିଦେଶ ଏବଂ ସବୁ ଅଞ୍ଚଳର ଖବର ପାଇପାରିବେ । ଏବେ ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ବିଷୟଟି ଜାଣିପାରିବେ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏହି ଭିଡିଓ ଦେଖିଲେ ଯେ କେହିବି ଅନେକ କଥା ଭାବିବେ। 
ଆଜିକା ଯୁଗରେ ଏଭଳି ଅନେକ ଘଟଣା ଘଟୁଛି ଯାହା ଏହି ସମାଜ ପାଇଁ ଏକ ଅଲଗା ପ୍ରକାରର ବାର୍ତ୍ତା ଆଣୁଛି । ଆପଣମାନେ ସମସ୍ତେ ବଲିଉଡ ଫିଲ୍ମ୍ "ହାମ ଦିଲ ଦେ ଚୁକେ ସନମ୍" ଦେଖିଥିବେ । ଏହି ଫିଲ୍ମ୍ ଲୋକମାନଙ୍କୁ ବହୁତ ଭଲ ଲାଗିଥାଏ।
Special report
ଆଉ ଏହି ଫିଲ୍ମରେ ପ୍ରେମିକା ଜଣକ ତାର ପ୍ରେମିକକୁ ବିବାହ କରି ନଥିଲା । କିନ୍ତୁ ପରେ ତାର ସ୍ବାମୀ ସେମାନଙ୍କୁ ଏକାଠି କରିଥିଲା । ଏହି ଫିଲ୍ମ୍ ଲୋକମାନଙ୍କୁ ବହୁତ ପସନ୍ଦ ଆସିଥିଲା । ଆଉ ଲୋକମାନେ ଏହାକୁ ନେଇ ଅନେକ କଥା ବି କହିଥିଲେ । ଏବେ ଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି ।
Special report
ଏହି ଭିଡିଓରେ ଦେଖିବାକୁ ମିଳିଛି କି ଜଣେ ଯୁବକ ଯୁବତୀଙ୍କୁ ଭଲ ପାଉଥିଲେ । ଏହା ରିଲ୍ ନୁହେଁ ରିଅଲ ଲାଇଫର ଘଟଣା । ଆଉ ଏଭଳି ଘଟଣା ଦେଖିବାକୁ ମିଳିଛି ପଞ୍ଜାବ ରାଜ୍ୟର ନୱାଡ଼ା ଜିଲ୍ଲାରେ । ୧୯୯୯ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ୍ ହମ୍ ଦିଲ ଦେ ଚୁକେ ସନମ ଦେଖିଥିବେ ।
ଆଉ ଏହି ଫିଲ୍ମରେ ପୁରୁଣା ପ୍ରେମିକ ଆଃ ସ୍ବାମୀ ବିବାହ କରାଇଥିଲେ । ଆଉ ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି କି ଯୁବକ ଜଣକ ତାଙ୍କ ପ୍ରେମିକାକୁ ଆଉ କାହା ସହିତ ବିବାହ ହେବାର ଜାଣି ମଧ୍ୟ ତାଙ୍କୁ ଦେଖା କରୁଥିଲେ ।
Special report
ଏହି ଯୁବକ ଜଣଙ୍କ ପ୍ରେମିକା ସହ ଦେଖା କରିବା ସମୟରେ ପ୍ରେମିକା ବିବାହ କରିଥିବା ସ୍ବାମୀ ତାଙ୍କୁ ଏକାଠି ଦେଖି ଦେଇଥିଲେ । ଆଉ ଏହାପରେ ତାଙ୍କୁ ପ୍ରବଳ ମାଡ ମାରିଥିଲେ । ଶାଶୁଘରେ ଏଭଳି କାମ କରିବା ପାଇଁ ଏହି ମହିଳା ଜଣଙ୍କୁ ଖରାପ ଲାଗିଲା ନାହିଁ।
ଏହି ମହିଳା ଜଣକ ବିବାହ କରିବା ପରେ ବି ପ୍ରେମିକ ସହ ଦେଖା କରୁଥିଲେ । ଆଉ ପ୍ରେମିକ ସହ ଦେଖା କରିବା ସମୟରେ ସ୍ବାମୀ ଦେଖି ଦେବା ପରେ ଏଭଳି କାମ କରିଥିଲେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ସ୍ବାମୀ ଜଣକ ତାଙ୍କ ସ୍ତ୍ରୀଙ୍କ ବିବାହ ତାଙ୍କ ସ୍ଵାମୀ ସହ କରାଇ ଦେଇଥିଲେ ।