Movie prime

ସମ୍ପର୍କ ରଖି ସାରି ପ୍ରେମିକ କୁ ଧୋକା ଦେଲା ଆଉ ପ୍ରେମିକ ବାପା ସହ ଫେରାର ହୋଇଗଲା ପ୍ରେମିକା , ଥାନା ର ଦ୍ବାରସ୍ଥ ହେଲା ପ୍ରେମିକ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ କିଭଳି ଅଜବ ଘଟଣା ମାନ ଘଟୁଛି। ଯାହାକୁ ଆପଣ ମାନେ ବିଶ୍ବାସ ମଧ୍ଯ କରି ପାରିବେ ନାହିଁ। ଆଉ ଏବେ ଏଭଳି ଘଟଣା ମାନ ମଧ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି।
ଆମେ ଏବେ ଆପଣଙ୍କୁ ଏହି ଘଟଣା ସଂପର୍କରେ କହିବାକୁ ଯାଉଛୁ। ବର୍ତ୍ତମାନ ଏଭଳି ଏକ ଖବର ଆସି ପହଞ୍ଚିଛି ଯାହା ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେବ।
ଆଜ୍ଞା ହଁ କାନପୁର ରେ ଜଣେ ପ୍ରେମିକା ନିଜ ପ୍ରେମିକ ର ବାପା ର ପ୍ରେମରେ ପଡି ଯାଇଛନ୍ତି। ଏବଂ ଦୁହେଁ ଫେରାର ମଧ୍ଯ ହୋଇ ଯାଇଛନ୍ତି। ଏହାପରେ ଉକ୍ତ ଯୁବତୀ ଜଣକ ପରିବାର ଲୋକ ଥାନାରେ ଅପହରଣ ମାମଲା ରୁଜୁ କରିଛନ୍ତି।
Special Report
ପୋଲିସ ଏହି ଘଟଣାର ତଦନ୍ତ ମଧ୍ଯ ଆରମ୍ଭ କରି ଦେଇଥିଲା। ଏହାପରେ ପୋଲିସ ଦୀର୍ଘ ବର୍ଷେ ପରେ ଉଭୟ ଙ୍କ ସନ୍ଧାନ ମଧ୍ୟ ପାଇଥିଲା। ଉଭୟ ଫେରାର ହୋଇ ଯାଇ ଦିଲ୍ଲୀ ରେ ରହୁଥିଲେ।
ସୁଚନା ମୁତାବକ କମଲେଶ ନାମକ ଏକ ବ୍ୟକ୍ତି ତାଙ୍କର ୨୦ ବର୍ଷୀୟ ପୁଅ ସହ ଆରୁଆ ରୁ କାନପୁର ଚାକେରୀ ଅଞ୍ଚଳକୁ କାମ ଖୋଜିବା ପାଇଁ ଆସିଥିଲେ। ସେତେବେଳେ ତାଙ୍କର ପୁଅ ଏକ ଯୁବତୀ ଙ୍କ ପ୍ରେମରେ ପଡି ଯାଇଥିଲେ।
ଉକ୍ତ ଯୁବକ ଜଣକ ଘର ନିର୍ମାଣର କାର୍ଯ୍ୟ କରନ୍ତି। ଦୁହିଁଙ୍କ ମଧ୍ୟରେ ସୁସମ୍ପର୍କ ମଧ୍ୟ ସ୍ଥାପନ ହୋଇଥିଲା। ପ୍ରାୟତଃ ସମୟରେ ପ୍ରେମିକା ଜଣକ ତାଙ୍କ ପ୍ରେମିକ କୁ ଦେଖା କରିବା ପାଇଁ ତାଙ୍କ ଘରକୁ ମଧ୍ୟ ଆସନ୍ତି।
Special Report
ଆଉ ସେହି ସମୟରେ ପ୍ରାୟତଃ ସମୟରେ ତାଙ୍କ ପ୍ରେମିକ କୁ ଘରେ ନପାଇ ପ୍ରେମିକ ର ବାପା ସହ ବାର୍ତ୍ତାଳାପ କରନ୍ତି। ତାଙ୍କ ସହ ସମୟ ବିତାଇବାକୁ ମଧ୍ୟ ଯୁବତୀ ଜଣଙ୍କୁ ଖୁବ୍ ପଶନ୍ଦ ଆସେ। ଏହାପରେ ଦୁହେଁ ଦୁହିଁଙ୍କ ପ୍ରେମରେ ମଧ୍ଯ ପଡି ଯାଆନ୍ତି , ଏବଂ ଦୁହେଁ ଦୁହିଁଙ୍କ ସହ ଫେରାର ମଧ୍ୟ ହୋଇ ଯାଇଥିଲେ।
ଏହାପରେ ପ୍ରେମିକା ର ଘର ଲୋକ ଏନେଇ ଅପହରଣ ଅଭିଯୋଗ କରିଥିଲେ। ମାତ୍ର ବର୍ଷେ ପରେ ପୋଲିସ ଦୁହିଁଙ୍କ ସନ୍ଧାନ ପାଇ ଠିକ ଏବେ ପୋଲିସ ଝିଅ ଟିର ବୟାନ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.