Movie prime

ଝିଅ ରଖି ଥିଲା ୨-୨ ଟା ପ୍ରେମିକ, ପରେ ପ୍ରକୃତ ସତ ସାମ୍ନା କୁ ଆସିବାରୁ ରାସ୍ତା ରେ ପ୍ରେମିକା କୁ ଦୌଡ଼ାଇଲା ପ୍ରେମିକ

 
Special Report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ ସମାଜ ରେ ଅନେକ ପ୍ରକାର ଅପରାଧ ଘଟୁଛି।ସେଥିରୁ ପ୍ରେମ ପ୍ରତାରଣା ଅନ୍ୟତମ।ଯୁବକ ମାନେ ଯାହାକୁ ପ୍ରେମ କରୁଛନ୍ତି ରାଗ ରେ ଆସି ତାଙ୍କୁ ମାରିବା ପାଇଁ ପଛାଉ ନାହାନ୍ତି।
Special Report
ତାଙ୍କ ଉପରେ ଆକ୍ରମଣ କରୁଛନ୍ତି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ର ପୁନେ ସହର ରେ।ଯାହାକୁ କି ଆପଣ ମାନେ ଶୁଣିଲେ ଆପଣଂକ ହୃଦୟ କାନ୍ଦି ଉଠିବ।ଜଣେ ଝିଅ ଙ୍କ ଉପରେ ମରଣାତ୍ମକ ଆକ୍ରମଣ ହୋଇଛି।ସେ ଝିଅ ଟି ନିଜ କୁ ବଞ୍ଚାଇବାକୁ ଯାଇ ଦୌଡ଼ି କି ପଳାଇ ଯାଇଛି।
ସୁଚନା ଯୋଗ୍ୟ ଯେ ମହାରାଷ୍ଟ୍ର ର ପୁନେ ସହର ରେ ଗତ ମଙ୍ଗଳବାର ଦିନ ଗୋଟେ ଦୁଃଖଦ ମୁହୂର୍ତ୍ତ ର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି।ଏଥିରେ ଯୁବକ ଜଣକ ଜଣେ ଝିଅ କୁ ଧାରୁଆ ଅସ୍ତ୍ର୍ ରେ ଆକ୍ରମଣ କରୁଥିବାର ରାସ୍ତା ରେ ଥିବା ସିସି ଟିଭି କ୍ୟାମେରା ରେ କଏଦ୍ ହୋଇଛି।
Special Report
ସୁଚନା ଅନୁଯାୟି ଝିଅ ଟି ସେ ପୁଅ ଙ୍କୁ ଗତ କିଛି ଦିନ ହେଲା ପ୍ରେମ କରି ଆସୁଥିଲେ।ହେଲେ ହଟାତ ସେମାନେ ପରସ୍ପର ଠାରୁ ଅଲଗା ହୋଇଗଲେ।ଯେଉଁଥି ପାଇଁ ସେ ପୁଅ ଜଣକ ଅଧିକ ରାଗି ଯାଇଥିଲେ।
ଝିଅ ଟି ଯେତେବେଳେ ଅନ୍ୟ ବନ୍ଧୁ ଙ୍କ ସହିତ ଗାଡି ରେ ବସି ବୁଲିବାକୁ ଯାଉଥିଲେ ଏହାକୁ ଦେଖି ତାଙ୍କ ପ୍ରେମିକ ସହି ପାରି ନଥିଲେ।ସେ ସାଙ୍ଗେ ସାଙ୍ଗେ ସେ ଝିଅ ପାଖକୁ ଚାଲି କରି ଯାଇ ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ।
Special Report
ଓ ତାଙ୍କ ସାଙ୍ଗରେ ଥିବା ପୁଅ ଙ୍କୁ ମଧ୍ୟ ମାରି ଥିଲେ।ଉକ୍ତ ଝିଅ ଟି ହଟାତ ନିଜକୁ ବଞ୍ଚାଇବାକୁ ଯାଇ ଦୌଡ଼ି କି ଚାଲି ଯାଇଥିଲେ।ସେଠାରେ ଥିବା କିଛି ଲୋକ ସେ ପୁଅ ଙ୍କୁ ଅଟକାଇ ଥିଲେ।
ଓ ଥାନା କୁ ନେଇ ଯାଇଥିଲେ।ବର୍ତ୍ତମାନ ସମୟ ରେ ଅଦାଲତ ରେ ତାଙ୍କ ବିଚାର ଚାଲୁଅଛି।ଏଭଳି କାର୍ଯ୍ୟ କରି ଥିବାରୁ ତାଙ୍କୁ କିଛି ଦିନ ପାଇଁ ଜେଲ୍ ଦଣ୍ଡ ଦିଆ ଯିବ।ଏବଂ ଉକ୍ତ ଝିଅ ଜଣକ ମେଡ଼ିକାଲ୍ ରେ ଚିକିତ୍ସିତ ହେଉଥିବା ସମୟ ରେ କେଉଁ ଆଡ଼େ ଚାଲି ଯାଇଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.