Movie prime

ପ୍ରେମିକା ସହ ହୋଟେଲ ରେ ସମ୍ପର୍କ ରଖିସାରି ଭିଡିଓ ଭାଇରାଲ କଲା ଯୁବକ ! ପରେ ଯୁବକ ପାଖରୁ ମିଳିଲା ୩୦୦ ରୁ ଅଧିକ ଭିଡିଓ

 
Special Report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ବର୍ତ୍ତମାନ ସମୟରେ ସମାଜ ରେ ଘଟୁଥିବା ଅପରାଧ ବିଷୟ ରେ।ଲୋକ ମାନେ ପରସ୍ପର ଭିତରେ କଳହ ରେ ଲାଗି ରହୁଛନ୍ତି।ବର୍ତ୍ତମାନ ଥାନା ରେ ମହିଳା ମାନଙ୍କ ଦୁ-ର୍ଷ୍କ-ମ କେସ୍ ବେଶୀ ଆସୁଛି।
ଦିନକୁ ଦିନ ବ-ଳ-ତ୍କା-ରି ଙ୍କ ସଂଖ୍ୟା ବୃଦ୍ଧି ପାଇବା ରେ ଲାଗିଛି।ପ୍ରତିଦିନ ସୋସିଆଲ ମିଡ଼ିଆରେ ଖବର ଆସୁଛି ଅନେକ ଝିଅ ଙ୍କୁ ବ-ଳ-ତ୍କା-ର କରା ଯାଉଛି।
Special Report
ଅନେକ ଝିଅ ଙ୍କୁ ଦୁ-ଷ୍କ-ର୍ମ ପରେ ମାରି ମଧ୍ୟ ଦିଆ ଯାଇଛି।ଏମିତି ଏକ ଘଟଣା ଘଟିଛି ମହାରାଷ୍ଟ୍ର ର ତାଲୁକା ର ଜିଲ୍ଲା ରେ ବିକ୍ରମଗଡ ଗାଁ ରେ।
ସେହି ଗାଁ ର ଜଣେ ଯୁବକ ଙ୍କ ବିରୋଧ ରେ ମହିଳା ଜଣକ ଏକ ଅଭିଯୋଗ ଆଣିଛନ୍ତି।ସେ ତାଙ୍କ ଅଭିଯୋଗ ରେ ଦର୍ଶାଇ ଛନ୍ତି ଯେ ସେ ବ୍ୟକ୍ତି ତାଙ୍କ ସହିତ ଜୋର ଜବରଦସ୍ତ କରି ତାଙ୍କୁ ବ-ଳ-ତ୍କା-ର କରିଛି।
Special Report
ତାଙ୍କର କିଛି ଅଶ୍ଳିଳ ଫଟୋ ମଧ୍ୟ ଉଠାଇ ରଖୁଛି।ମହିଳା ଜଣକ ଥାନା ରେ ଅଭିଯୋଗ କରିବା କଥା କହିଲେ ସେ ଖରାପ ଫଟୋ ଓ ଭିଡିଓ ଭାଇରାଲ୍ କରି ଦେବା ପାଇଁ ଧମକ ଦେଉଛନ୍ତି।
ମହିଳା ଙ୍କ ଏହି ଅଭିଯୋଗ କୁ କଠୋର ଭାବେ ଗ୍ରହଣ କରିଛି ପୋଲିସ।ସେ ସାଙ୍ଗେ ସାଙ୍ଗେ ସେ ଯୁବକ ଙ୍କ ବିରୋଧ ରେ ଏକ ମାମଲା ଦାୟର୍ କରିଛନ୍ତି।
Special Report
ସୁଚନା ଅନୁସାରେ ମହିଳା ଜଣକ ଉପରେ ହୋଇ ଥିବା ଘଟଣା ପାଇଁ ସ୍ଥାନୀୟ ପୋଲିସ ଅଧିକାରି ମାନେ ଏକ ସ୍ୱତନ୍ତ୍ର ଟିମ ଗଠନ କରିଥିଲେ।ଏହି ଟିମ ଜରିଆ ରେ ସେମାନେ ଅଭିଯୁକ୍ତ ଙ୍କୁ ଧରି ଥିଲେ।
ମହିଳା ଙ୍କୁ ନ୍ୟୁଜିଲ୍ୟାଣ୍ଡ ମିଳି ପାରି ଥିଲା।ଭାରତୀୟ ନ୍ୟାୟ ବ୍ୟବସ୍ଥା ଅନୁସାରେ ଦୋଷୀ କୁ ଦଣ୍ଡ ଦେବା ପାଇଁ ଅନେକ ଅନେକ ବର୍ଷ ଲାଗି ଯାଇ ଥାଏ।କେତେକ କ୍ଷେତ୍ର ନ୍ୟାୟ୍ ମିଳି ଯାଏ।ଆଉ କେତେକ କ୍ଷେତ୍ର ରେ ନ୍ୟାୟ ପାଇଁ ଲୋକେ କୋର୍ଟ କଚେରି ଦୌଡ଼ି ଦୌଡ଼ି ହାଲିଆ ହୋଇ ପଡନ୍ତି।
Special Report
ହେଲେ ତାଙ୍କୁ ନ୍ୟାୟ ମିଳି ପାରେ ନାହିଁ।ମହାରାଷ୍ଟ୍ର ପୋଲିସ ଏହି କ୍ଷେତ୍ର ରେ ଏଭଳି କାର୍ଯ୍ୟ ଦେଖି ସମସ୍ତେ ପ୍ରଶଂସା କରି ଛନ୍ତି।ସେ ବହୁତ କମ୍ ସମୟ ମଧ୍ୟ ରେ ଅଭିଯୁକ୍ତ ଙ୍କୁ ଧରି ନ୍ୟାୟ ଦେବା ପାଇଁ ମହିଳା ଙ୍କୁ ସାହାଯ୍ୟ କଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.