Movie prime

ଦିଦି ଙ୍କ ସହ ଅନୈତିକ ସମ୍ପର୍କ ରଖୁଥିଲେ ପ୍ରିନ୍ସିପଲ୍, ସିସିଟିଭି ରେ ପୁରା ଘଟଣା ରେକର୍ଡ

 
Special report
ବର୍ତ୍ତମାନ ଏକ ଲଜ୍ୟା ଜନକ ଘଟଣା ସାମ୍ନାକୁ ଆସିଛି।ଜଣେ ଶିକ୍ଷକ ଖାତାରେ ଅନେକ କିଛି ଲେଖୁ ଥିବା ସମୟରେ ମଝିରେ ମଝିରେ ମନ ଟିକେ ଖୁସି କରାଇବା ପାଇଁ ସେଠାରେ ଉପସ୍ଥିତ ଥିବା ଜଣେ ଦିଦିଙ୍କ ଗାଲ କୁ ହାତ ମାରି ଦେଉଛନ୍ତି।
ଥରେ ନୁହେଁ ଦୁଇ ଥର ଦିଦିଙ୍କ ଗାଲ କୁ ହାତ ମାରିଥିବାର ଦେଖିବାକୁ ମିଳିଛି।ଏହାପରେ ଦିଦି ଯେତେବେଳେ ସେଠାରୁ ଚାଲି ଯାଉଥିଲେ ଠିକ୍ ସେହି ସମୟରେ ଶିକ୍ଷକ ଜଣଙ୍କ ତାଙ୍କୁ ଆଲିଙ୍ଗନ କରୁଛନ୍ତି।
ଆଉ ଅନ୍ୟପଟେ ଶିକ୍ଷକ ଜଣଙ୍କ ଟିକେ ରିଲାକ୍ସ ହେବାପାଇଁ କ୍ଲାସ୍ ରୁମ୍ ଭିତରେ ବସି ମଦ ପିଉ ଥିବାର ଦେଖିବାକୁ ମିଳିଛି।ଏହା କୌଣସି ବାର ର ଦୃଶ୍ୟ ନୁହେଁ।
ଏହି ଘଟଣା ଟି ଏକ କଲେଜ ରେ ଦେଖିବାକୁ ମିଳିଛି।ପ୍ରତିଦିନ ସୋସିଆଲ ମିଡିଆରେ ସବୁ ଘଟଣା ସାମ୍ନାକୁ ଆସୁଛି।କିନ୍ତୁ ଛାତ୍ରଛାତ୍ରୀ ଏସବୁ ବିଷୟରେ କିଛି ଜାଣି ପାରୁ ନାହାଁନ୍ତି।ଶିକ୍ଷକ ଙ୍କୁ ଦିଆଯାଉଥିବା ସମ୍ମାନ ପାଇଁ କଣ ବାସ୍ତବିକ ଏମାନେ ଯୋଗ୍ୟ।
ସ୍ଥାନୀୟ ଲୋକ ପ୍ରତିନିଧି ଏବଂ ଛାତ୍ରଛାତ୍ରୀ ବର୍ତ୍ତମାନ ଧକ୍କା ମାରି କଲେଜ ଅଧ୍ୟକ୍ଷ ଙ୍କୁ ପବିତ୍ର ଶିକ୍ଷାନୁଷ୍ଠାନ ରୁ ବାହାର କରି ଦେଇଛନ୍ତି।ଆଉ ଘଟଣା ସ୍ଥଳରେ ବି ଉତ୍ତେଜନା ଦେଖିବାକୁ ମିଳିଛି।
ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତି କୁ ଶାନ୍ତ କରିବା ପାଇଁ ସ୍ଥାନୀୟ ଲୋକ ଓ ଛାତ୍ରଛାତ୍ରୀ ମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।
ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହିତ ବହୁତ ନିନ୍ଦା କରିଛନ୍ତି।ସୂଚନା ଅନୁସାରେ ନିଆଳି ଥାନା ଅଧୀନ ଦୋଳ ଗୋବିନ୍ଦ ବ୍ରଜ କିଶୋର ମହା ବିଦ୍ୟାଳୟ ପରିସରରେ ଅଧକ୍ଷ ରାଧା କାନ୍ତ ରାଉତ ଆଉ ଜଣେ ଅଧ୍ୟାପିକା ଙ୍କ
ଏହି ଭିଡିଓ ଭାଇ ରାଲ ହେବାପରେ ସିସିଟିଭି ରେ କଏଦ ହୋଇଛି।ଆଉ ଏହି ସିସିଟିଭି କଲେଜ ର ପ୍ରକୋଷ୍ଠ ଭିତରେ ଲାଗିଥିଲା।କଲେଜ ଛାତ୍ରଛାତ୍ରୀ ମାନେ ଏହି ଘଟଣା ଦେଖିବା ପରେ ନିନ୍ଦା କରିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.